ଏହି ଫେମସ Bollywood ଆକ୍ଟ୍ରେସ ଅଟନ୍ତି Vijay Malya ଙ୍କ ଝିଅ, ନାମ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ବିଜୟ ମାଲୱା ହେଉଛନ୍ତି ଭାରତର ଜଣେ ବଡ ବିଜନେସ ମ୍ୟାନ ଓ ଜଣେ ରାଜନେତା । ସେ ୟୁ ବି ଗ୍ରୁପର ଅଦକ୍ଷ ଅଟନ୍ତି, ତାଙ୍କର ମଦ୍ୟ, ଏରୋପ୍ଳେନ ଓ ରିଆଲିଷ୍ଟେଟ ଆଦି ବିଜନେସ ରହିଛି । ବିଜୟଙ୍କ ଜନ୍ମ ୧୮ ସେପ୍ଟେମ୍ବର ୧୯୫୫ ମସିହାରେ କର୍ଣ୍ଣାଟକ ରାଜ୍ୟରେ ହୋଇଥିଲା । ୧୯୭୩ ମସିହାରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟରେ ବିଜୟ କେବଳ ୨୮ ବର୍ଷର ଥିଲେ ଓ ସେହି ବୟସରୁ ସେ ୟୁବି ଗ୍ରୁପର ଅଦକ୍ଷ ହୋଇଯାଇଥିଲେ । ବର୍ତ୍ତମାନ ସମୟରେ ୟୁବି ଅଣ୍ଡରରେ କମ ସେ କମ ୬୦ଟି କମ୍ପାନୀ ରହିଛି ।

୧୯୭୩ ମସିହାରୁ ନେଇ ୧୯୯୯ ମସିହା ପର୍ଯ୍ୟନ୍ତ ଏହି ଗ୍ରୁପର ଟର୍ନଓଭର ୬୪ ପ୍ରତିଶତ ବୃଦ୍ଧି ପାଇଛି । ବିଜୟ ନିଜର ସମସ୍ତ କମ୍ପାନୀ ଗୁଡିକୁ ମଝବୁତ ବନେଇଥିଲେ ଓ ଘାଟାରେ ଯାଉଥିବା କମ୍ପାନୀ ଗୁଡିକୁ ବନ୍ଦ କରିଦେଲେ । ସେ ନିଜର ସମସ୍ତ ଧ୍ୟାନ ନିଜ ଗ୍ରୁପର ମୁଖ୍ୟ ବ୍ୟବସାୟରେ ଲଗାଇଥିଲେ ।


ବିଜୟ ନିଜ ଜୀବନକୁ ବହୁତ ଖୁସିରେ ଅତିବାହିତ କରନ୍ତି । ବିଜୟ ଅଧିକାଂଶ ସମୟ ଅଭିନେତ୍ରୀ ଓ ମଡେଲ୍ସ ମାନଙ୍କ ସହ ନଜର ଆସିଥାନ୍ତି । ବିଜୟ ମାଲୱାଙ୍କର କାରର ବହୁତ ସଉକ ରହିଛି । କିଙ୍ଗଫିସର କଲେଣ୍ଡର ମଡେଲଙ୍କ ସହ ତାଙ୍କର କେତେକ ଫଟୋ ବହୁତ ଚର୍ଚାରେ ରହିଥାଏ ।


ଗୋଟେ ସମୟରେ ମାଲୱାଙ୍କ ପାଖରେ ୨୫୦ ଠାରୁ ଅଧିକ ଲକସରୀ କାର୍ସ ଥିଲା । ହେଲେ ଆଜି ତାଙ୍କର ନାମ ଭାରତର ସବୁଠାରୁ ବଡ କରଜଦାର ମଧ୍ୟରେ ରହିଛି । ଆଜିର ସମୟରେ ବିଜୟଙ୍କ ଇମେଜ ବହୁତ ଖରାପ ଅଛି । ଖବର ମୁତାବକ ବିଜୟ କେତେକ ବ୍ଯାଙ୍କ ଠାରୁ କୋଟି କୋଟି ଟଙ୍କା ନେଇ ଦେଶରୁ ଫେରାର ହୋଇଯାଇଛନ୍ତି ।

ବନ୍ଧୁଗଣ ବିଜୟ ମାଲୱା ଦୁଇଟି ବିବାହ କରିଛନ୍ତି । ତାଙ୍କର ପ୍ରଥମ ପତ୍ନୀଙ୍କ ନାମ ହେଉଛି ସମୀରା ମାଲୱା ଓ ଦୁତୀୟ ପତ୍ନୀଙ୍କ ନାମ ହେଉଛି ରେଖ ମାଲୱା । ପ୍ରଥମ ସ୍ତ୍ରୀଙ୍କ ଠାରୁ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା ଓ ଦୁତୀୟ ସ୍ତ୍ରୀଙ୍କ ଠାରୁ ତାଙ୍କର ଦୁଇଟି ଝିଅ ଜନ୍ମ ହୋଇଥିଲା । ହେଲେ ବନ୍ଧୁଗଣ ବିଜୟ ମାଲୱାଙ୍କର ଆଉ ଗୋଟେ ଝିଅ ମଧ୍ୟ ଅଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଅଯାଇଆମେ ଆପଣ ମାନଙ୍କୁ ସେହି ଝିଅ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ସେହି ଝିଅର ନାମ ହେଉଛି ସମୀରା ରେଡି । ସମୀରା ହେଉଛନ୍ତି ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ଏହି କିଛି ଦିନ ତଳେ ବିଜୟ ଓ ସମୀରାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଥିଲା । ବିଜୟଙ୍କର ଝିଅ ହେଉଛନ୍ତି ସମୀରା ହେଲେ ସମୀରା ତାଙ୍କୁ ଅଙ୍କଲ ଡାକିଥାନ୍ତି । ଏହା ବ୍ଯତୀତ ସମୀରାଙ୍କ ବିବାହରେ ବିଜୟ କନ୍ୟାଦନ କରିଥିଲେ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *