ଆସନ୍ତା ମାସରେ ବିବାହ କରିବେ Vicky ଓ Katrina, ଜାଣନ୍ତୁ ଏମାନଙ୍କ ମଧ୍ୟରେ କିଏ ଅଧିକ ଧନୀ ? କାହାର ଇନକମ କରେ ସବୁଠୁ ଅଧିକ ଟଙ୍କା ?

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କାଟ୍ରିନା କେଆଫଙ୍କ ଲଭ ଅଫେୟାରର ଚର୍ଚା ବହୁତ ହେଉଛି । ଏହି ଦୁଇଜଣଙ୍କ ବିବାହ ଖବର ମଧ୍ୟ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏମିତି କୁହା ଯାଉଛି ଆସୁଥିବା ଡିସେମ୍ବର ମାସରେ ଏହି ଦୁଇଜଣ ରାଜସ୍ଥାନରେ ବିବାହ କରିବାକୁ ଯାଉଛନ୍ତି ଓ ଏମାନଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଛି ।

ହେଲେ କାଟ୍ରିନା ଓ ଭିଡିଓ ନିଜ ସମ୍ପର୍କ ବିଷୟରେ କୌଣସି ଖୁଲାସା ବର୍ତ୍ତମାନ ପର୍ଯ୍ୟନ୍ତ କରି ନାହାନ୍ତି । ଏହି ବିବାହ ଖବର ମଧ୍ୟରେ କାଟ୍ରିନା ଓ ଭିକିଙ୍କ ସମ୍ପତ୍ତି ଖବର ମଧ୍ୟ ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଭିକି ଓ କାଟ୍ରିନାଙ୍କ ପାଖରେ ମୋଟ କେତେ ସମ୍ପତ୍ତି ଅଛି ଆସନ୍ତୁ ଜାଣିବା ।

ମିଡିଆ ରିପୋର୍ଟସ ଅନୁସାରେ ଭିକିଙ୍କ ପାଖରେ ମୋଟ ୨୨ କୋଟି ଟଙ୍କାର ସମ୍ପତ୍ତି ଅଛି । ଭିକିଙ୍କୁ ଗୋଟେ ଫିଲ୍ମ ପାଇଁ ମେକର୍ଷ ମାନେ ୩ ରୁ ୪ କୋଟି ଟଙ୍କା ଦିଅନ୍ତି । ଫିଲ୍ମ ସହିତ ଭିକି ବିଜ୍ଞାପନରେ ମଧ୍ୟ ବହୁତ ଭଲ ଟଙ୍କା ଅର୍ଜନ କରନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଭିକିଙ୍କ ପାଖରେ ରେଞ୍ଜ ରୋଭର, ମର୍ସଡିଜ ଓ ଏସୟୁବି ପରି ଅନେକ ମହଙ୍ଗା କାର ଅଛି । ବନ୍ଧୁଗଣ କାଟ୍ରିନା ଭିକିଙ୍କ ଠାରୁ ୧୦ ଗୁଣ ଅଧିକ ଧନୀ ଅଟନ୍ତି ।

ମିଡିଆ ରିପୋର୍ଟସ ଅନୁସାରେ କାଟ୍ରିନା ମୋଟ ୨୨୦ କୋଟି ଟଙ୍କା ସମ୍ପତ୍ତିର ମାଳିକିଆଣୀ ଅଟନ୍ତି । କାଟ୍ରିନା ଗୋଟେ ଫିଲ୍ମ କରିବା ପାଇଁ ୯ ରୁ ୧୦ କୋଟି ଟଙ୍କା ଚାର୍ଜ କରନ୍ତି । କାଟ୍ରିନା ବର୍ଷକୁ ୨୨ ରୁ ୨୩ କୋଟି ଟଙ୍କା ଅର୍ଜନ କରନ୍ତି । କାଟ୍ରିନା ମଧ୍ୟ ବିଜ୍ଞାପନ କରିବା ପାଇଁ କୋଟି କୋଟି ଟଙ୍କା ନିଅନ୍ତି । ମୁମ୍ବାଇରେ କାଟ୍ରିନାଙ୍କର ୮ କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ ଅଛି । ଲୋଖୋଣ୍ଡବାଲାରେ ତାଙ୍କ ପାଖରେ ଏକ ୧୭ କୋଟି ଟଙ୍କାର ପେଣ୍ଟ ହାଉସ ଅଛି ।


ଏହା ସହିତ କାଟ୍ରିନା ଲଣ୍ଡନରେ ବି ଏକ ଘରନ କିଛି ଛନ୍ତି ଯାହାର ଦାମ ପ୍ରାୟ ୭ କୋଟି ଟଙ୍କା ଅଛି ।କାଟ୍ରିନାଙ୍କ ପାଖରେ ମର୍ସଡିଜ ଓ ଅଡି ପରି ଅନେକ ମହଙ୍ଗା ଗାଡି ଅଛି । ତେବେ ବନ୍ଧୁଗଣ କାଟ୍ରିନା ଭିକିଙ୍କ ଠାରୁ ଅଧିକ ଧନୀ ହୋଇଥିଲେ ମଧ୍ୟ ଉଭୟ ପରସ୍ପର ସହ ବହୁତ କ୍ଳୋଜ ଅଛନ୍ତି ଓ ଆଗାମୀ ସମୟରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କାଟ୍ରିନା ଓ ଭିକିଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *