ଲଣ୍ଡନ ବ୍ରିଜ୍ ଉପରେ ‘ବର୍ଷା ମାଇଁ ଡାର୍ଲିଂ’ କହି ପୁରୁଣା ଦିନକୁ ମନେ ପକାଇଲେ Anubhav Mohanty, ଦେଖନ୍ତୁ ସେ କଣ କହିଲେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅନୁଭବ ଙ୍କ ମୁହଁରେ ବର୍ଷା ଙ୍କ ନାମ । ଲଣ୍ଡନ ବ୍ରିଜ ଉପରେ ଅନୁଭବ କହିଲେ ବର୍ଷା ମାଇଁ ଡାର୍ଲିଂ । ଝିପି ଝିପି ବର୍ଷାରେ ଅନୁଭବ ତାଙ୍କର ପୁରୁଣା ଦିନ ଗୁଡିକୁ ମନେ ପକାଇଛନ୍ତି । ମାତ୍ର ବର୍ଷା ବର୍ତ୍ତମାନ ତାଙ୍କଠାରୁ ଅଲଗା କିନ୍ତୁ ତାଙ୍କୁ ସେ ଖୁବ ମନେ ପକାଉଛନ୍ତି । ଅଭିନେତା ଅନୁଭବ ମହାନ୍ତି ମୋବାଇଲରେ ପୁରୁଣା ଦିନ ଗୁଡାକୁ ଦେଖି ବହୁତ ମିସ କରିଛନ୍ତି । ଯେଉଁ ଗୀତ ସେ ବର୍ଷାରେ ଭିଜି ଭିଜି ଅଭିନେତ୍ରୀ ଅଙ୍କିତା ଙ୍କ ପାଇଁ ଗାଇଥିଲେ ।

ସେହି ଲଭ ସଙ୍ଗ କୁ ଭୁଲି ପାରୁନାହାଁନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ତେବେ “ଲଭ ଇନ ଲଣ୍ଡନ” ର ସୁ-ଟି-ଙ୍ଗ ସାରି ଓଡିଶା ଆସି ସାରିଛନ୍ତି ଅନୁଭବ ମହାନ୍ତି । କିନ୍ତୁ ସେଠାରେ ନିଜ ଫୋନରେ ରେକର୍ଡ ହୋଇଥିବା କିଛି ଭି-ଡି-ଓ ସେ ତାଙ୍କ ସୋ-ସି-ଆ-ଲ ଆକାଉଣ୍ଟ ରେ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି ଯେ “ବର୍ଷା ମାଇଁ ଡାର୍ଲିଂ” ବୋଲି ।

ତାଙ୍କ ହାତରେ ଥିବା ଫୋନ କୁ ଏକ ବ୍ରିଜ ଉପରେ ଛିଡା ହୋଇ ଅଙ୍କିତା ଏବଂ ତାଙ୍କ ମଧ୍ୟରେ ଥିବା ଏହି ରୋମାଣ୍ଟିକ ଗୀତ କୁ ସେ ଶୁଣିଛନ୍ତି । ଏହାକୁ ଶୁଣିବା ପରେ ତାଙ୍କ ପାଖରେ ଥିବା ତାଙ୍କ ଟିମ ଅନୁଭବ ଙ୍କୁ ବହୁତ ଚିଡାଉଥିବାର ଦେଖିବାକୁ ମିଳିଥିଲା । ଅନୁଭବ କହିଛନ୍ତି ଯେ ଏହି ଚଳଚିତ୍ର ଟି ୨୦୦୪ ମସିହାରେ ସୁ-ଟି-ଙ୍ଗ ହୋଇଥିଲା ।

ଆପଣ ମାନେ ଏହା ଭାବୁଥିବେ ଯେ ଅନୁଭବ ସତରେ ବର୍ଷା ଙ୍କୁ ମିସ କରୁଛନ୍ତି ବୋଲି । କିନ୍ତୁ ଆପଣ ମାନେ ଯାହା ଚିନ୍ତା କରିଛନ୍ତି ତାହା ସଂପୂର୍ଣ୍ଣ ଭାବରେ ଭୁଲ ଅଟେ । ଅନୁଭବ ମହାନ୍ତି ସେହି ଗୀତକୁ ବହୁତ ମିସ କରୁଛନ୍ତି । ପାରିବାରିକ ବିବାଦ ପରେ ବର୍ତ୍ତମାନ ଅଭିନେତା ଅନୁଭବ ମହାନ୍ତି ସଂପୂର୍ଣ୍ଣ ଭାବରେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କୁ ଭୁଲିଯିବାକୁ ଚାହୁଁଛନ୍ତି ।

ବର୍ତ୍ତମାନ ଉଭୟ ଙ୍କ ମଧ୍ୟରେ ବିବାଦ କଟକ ଫ୍ୟାମିଲି କୋର୍ଟ ରେ ବିଚାରଧିନ ଅବସ୍ଥାରେ ରହିଛି । କିନ୍ତୁ ଫ୍ୟାନ୍ସମାନେ ଏହି ଯୋଡି କୁ ବେସ ପସନ୍ଦ କରିଥିଲେ । ଉଭୟଙ୍କୁ ପରଦାରେ ଦେଖିବାକୁ ପ୍ରଶଂସକ ମାନେ ସବୁବେଳେ ଚାହୁଁଥିବା ବେଳେ ଏବେ ଅଲଗା ହେବା ଘଟଣା ଫ୍ୟାନ୍ସ ମାନଙ୍କ ମନରେ ଆଘାତ ସୃଷ୍ଟି କରିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published.