“ଦୁଇ ଜଣଙ୍କୁ ଗୋଟିଏ ଘରେ ପୁରେଇ ତାଙ୍କୁ…” ଦେଖନ୍ତୁ ବର୍ଷା-ଅନୁଭବଙ୍କ ବିବାଦରେ ମିଡିଆ ଆଗରେ କଣ କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଦାସଙ୍କ ତପସ୍ୟା ସଫଳ ହୋଇଛି ହେଲେ ସଂପୂର୍ଣ୍ଣ ହୋଇ ନାହିଁ । ଏବେ ବି ତପସ୍ଵିନୀ ଓ ସୁମିତଙ୍କ ମନ ମିଶିବା ବାକି ରହିଛି । ସୁମିତ ଓ ତପସ୍ଵିନୀଙ୍କ ପ୍ରେମର ଏକ ବଡ ପରୀକ୍ଷା ଦେଇଛନ୍ତି । ସମସ୍ତ ଓଡିଶା ବାସୀ ଚାହୁଁ ଛନ୍ତି ଏହି ଦୁଇଜଣ ମିଳି ମିଶି ରୁହନ୍ତି ଓ ଏହା ବହୁତ ଶୀଘ୍ର ସତ ମଧ୍ୟ ହେବାକୁ ଯାଉଛି । କୋର୍ଟ ନିର୍ଦେଶ ଅନୁସାରେ ବର୍ତ୍ତମାନ ତପସ୍ଵିନୀ ଓ ସୁମିତ ଗୋଟେ ଘରେ ଅଛନ୍ତି ଓ ପରସ୍ପର ସହ ଦୁଃଖ ସୁଖ ହେଉଛନ୍ତି ।

ତେବେ ଏହି ମାମଲାକୁ ନେଇ କଂଗ୍ରେସ ନେତା ସୁର ରାଉତରାୟ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ସୁର ଭାଇ ନିଜ ସମାଜ ସେବା ନିଜ କଡା ବୟାନ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇଙ୍କ ମତରେ’ତପସ୍ଵିନୀ କେସରେ ଆସ୍କା କୋର୍ଟ ଯେଉଁ ଡିସିସନ ଦେଇଛି ମୁ ଅଭିନନ୍ଦନ ଜଣାଉଛି ।

ଗୋଟେ ଘରେ ତାଙ୍କ ଶଶୁର ଶାଶୁ କେହି ଯିବେନି, ବାପା ମା କେହି ଯିବେନି ସେ ଗୋଟେ ଘର ଭିତରେ ରହିବେ ଦୁଇଜଣ ଯାକ । ଦୁଇଜଣ ଯାକ ରହିବା ପରେ ଘଷାଘଷି ହୋଇ ବନ୍ଧୁତା ଫେରି ଆସିବ ଓ ଏକ ନିବିଡତା ହେବ’ । ଆଗକୁ ସୁର ଭାଇ କହିଛନ୍ତି’ଘଷାଘଷି ମାନେ ମିଶାମିଶି ଆଉ କଣ । ଗୋଟେ ସ୍ଵାମୀ ସ୍ତ୍ରୀ କଣ ହୁଅନ୍ତି ରାତି ୧୦ଟା ପରେ କବାଟ ଦେଇ ତମେ କଣ କର ।

ଗୋଟିଏ ଘର ଭିତରେ ରହି ସ୍ନେହ ବଢେଇବ, ପ୍ରେମ ବଢେଇବ ଓ ସମ୍ପର୍କ ବଢେଇବ ଅଳ୍ପ ଦିନରେ ଯେମିତି ପିଲା ହେବ । ଅନୁଭବ ବର୍ଷା ପାଇଁ ବି କୋର୍ଟ ଏହି ନିର୍ଦେଶ ଦେବା ଉଚିତ । ସେମାନେ ବି ଗୋଟିଏ ଘରେ ରମ୍ପାରମ୍ପି ହେବେ ଆଉ ବଢିଆ ହେବ । ଗୋଟିଏ ଘରେ ପଶିବା ମାତ୍ରେ ହେଲା ଏଥିରେ ସନ୍ଦେହ ନାହିଁ’ ।

ଆଗକୁ ସୁର ଭାଇ କହିଛନ୍ତି’ସେ କଣ ନବୀନ ପଟ୍ଟନାୟକ ହେଇଛି ହେବ ନାହିଁ କି ଆଶ୍ଚର୍ଯ୍ୟ କଥା’ । ତା ହେଲେ ବନ୍ଧୁଗଣ ଏହି ଭଳି ଭାବରେ ସୁର ଭାଇ ଅନୁଭବ ଓ ବର୍ଷାଙ୍କ ବିଷୟରେ ମଧ୍ୟ ଏକ ବଡ ବୟାନ ଦେଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ଚର୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି କଥା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *