ଅଙ୍କଲ ମୋତେ ଟିକେ ଅନୁମତି ଦିଅନ୍ତୁ, ମୋ ମାଉସୀକୁ ଗେଲକରି ଚାଲି ଆସିବି, ଦେଖନ୍ତୁ Video କିପରି କୁନି ପିଲାଟି ନିଜ ମାଉସୀ ସହିତ ଗେଲ୍ହା ହେବା ପାଇଁ ଗାର୍ଡଙ୍କୁ ମାଗୁଛି ଅନୁମତି

ବନ୍ଧୁଗଣ ନମସ୍କାର ଆପଣ ମାନେ ତ ଜାଣିଥିବେ ଯେ, ସୋ-ସି-ଆ-ଲ ମି-ଡି-ଆ ହେଉଛି ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟ ରେ ଲୋକମାନେ ଅନେକ ଖବର ସମ୍ବନ୍ଧରେ ଅବଗତ ହୋଇଥାନ୍ତି । ସେହିପରି ସୋ-ସି-ଆ-ଲ ମି-ଡ଼ି-ଆ ରେ ଅନେକ କିଛି ଭିଡିଓ ମଧ୍ୟ ଭା-ଇ-ରା-ଲ ହୋଇଥାଏ । ଯାହାଦ୍ୱାରା ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ ହେଉଛି । ଏହି ସୋ-ସି-ଆ-ଲ ମି-ଡ଼ି-ଆ ରେ କେତେବେଳେ କୌଣସି ଅ-ଘ-ଟ-ଣ କୁ ନେଇ ଭିଡିଓ ଭା-ଇ-ରା-ଲ ହୋଇଥାଏ ତ କେତେବେଳେ କିଛି ମଜାଦାରିଆ ଭିଡିଓ ଭା-ଇ-ରା-ଲ ହୋଇଥାଏ ।

ଅଧିକାଂଶ ସମୟ କୁନି ପିଲା ଙ୍କ ଭିଡିଓ ଗଣ ମାଧ୍ୟମରେ ଭା-ଇ-ରା-ଲ ହୋଇଥାଏ । ଏହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । କୁନି ପିଲା ମାନେ ନିଜର ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥାନ୍ତି ଏବଂ କେତେବେଳେ ନିଜର ମଜାଦାର କଥା ଦ୍ଵାରା । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ସେହିପରି ଏକ କୁନି ପିଲା ର ଭିଡିଓ ସୋ-ସି-ଆ-ଲ ମି-ଡ଼ି-ଆ ରେ ଭା-ଇ-ରା-ଲ ହୋଇଛି ।

ଯାହାକୁ ଦେଖି ସମସ୍ତେ ବହୁତ ଖୁସି ମଧ୍ୟ ହେଉଛନ୍ତି । ତେବେ ଆପଣ ମାନେ ବି ସେହି ଭିଡିଓ ଦେଖିଲେ ନିଶ୍ଚିତ ଖୁସି ହୋଇ ରହି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିନେବା ସେହି ଭିଡିଓ ରେ କଣ କହୁଛି କୁନି ପିଲା । ତେବେ ଏହି ଭିଡିଓ ରେ ଜଣେ କୁନି ପିଲାଟି ଥାମାଗ ଇଣ୍ଟରନେସନାଲ ଏୟାରପୋର୍ଟ ରେ ନିଜର କୁନି କୁନି ପାଦରେ ଚାଲି ସେଠାରେ ଥିବା ଅଫିସର ମାନଙ୍କ ସହ ନିଜର କୁନି ଓଠ ରେ ଅନୁମତି ମାଗୁଛି ।

ତେବେ ସେ ନିଜର ମାଉସୀ କୁ ବିଦାୟ ଏବଂ ହ-ଗ କରିବା ଅର୍ଥାତ ଟିକେ କୁଣ୍ଢେଇବା ପାଇଁ ଅଫିସର ମାନଂକ ଠାରୁ ଅନୁମତି ମାଗୁଛି । ତେବେ ଯେତେବେଳେ ଅଫିସର ଅନୁମତି ଦେଇ ଦେଉଛନ୍ତି ସେତେବେଳେ ସେହି କୁନି ଝିଅ ଟି ଖୁସି ଖୁସି ରେ ନିଜର କୁନି କୁନି ପାଦରେ ଯାଉଛି ଏବଂ ନିଜ ମାଉସୀ କୁ କୁଣ୍ଢେଇ ଦେଉଛି । ତେବେ ବର୍ତ୍ତମାନ ଏହି ଭିଡିଓ ଟି ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ ଭା-ଇ-ରା-ଲ ହେଉଛି ଏବଂ ଲୋକମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି ଏହି କୁନି ଝିଅ ର ବ୍ୟବହାର ଏବଂ ତା କଥା କୁ ।

Leave a Reply

Your email address will not be published. Required fields are marked *