ଯୁଦ୍ଧରେ ୟୁକ୍ରେନ ହେବ ବିଜୟୀ, କିନ୍ତୁ କେମିତି ? ଭିଡିଓ ଜାରି କରି କିଛି ଏମିତି କହିଲେ ରାଷ୍ଟ୍ରପତି ଜେଲେଂସ୍କି, ଦେଖନ୍ତୁ…

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୧୬ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ବନ୍ଧୁଗଣ ପ୍ରଥମେ ୟୁକ୍ରେନ ସହ କେତୋଟି ନାଟୋ ଦେଶ ଥିଲେ ହେଲେ ଋଷ ରାଷ୍ଟ୍ରପତି ପୁଟିନଙ୍କ ଧମକ ପରେ ସବୁ ଦେଶ ୟୁକ୍ରେନକୁ ଏକା କରିଦେଲେ । ଏବେ ଋଷ ୟୁକ୍ରେନର ଅନେକ ସହର ଉପରେ ଆକ୍ରମଣ କରି ନଷ୍ଟ କରିସାରିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଯୁଦ୍ଧର ୧୬ ଦିନ ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ମୁହଁ ଖୋଲିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଆଗରୁ ମଧ୍ୟ ଯୁଦ୍ଧକୁ ନେଇ ଅନେକ ଥର ବୟାନ ଦେଇଛନ୍ତି । ହେଲେ ବନ୍ଧୁଗଣ ଜେଲେନ୍ସକି ବର୍ତ୍ତମାନ ଯାହା କହିଛନ୍ତି ତାହା ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଜେଲେନ୍ସକି ଯୁଦ୍ଧର ୧୬ ଦିନ ପରେ କଣ କହିଛନ୍ତି ଆସନ୍ତୁ ଜାଣିବା ।

ଜେଲେନ୍ସକି କହିଛନ୍ତି-‘ ଋଷ ଭାବୁଥିଲା ୪ ଦିନରେ ୟୁକ୍ରେନ ଦଖଲ କରିବ । ହେଲେ ୧୬ ଦିନ ପରେ ମଧ୍ୟ ଋଷ କିଛି କରିପାଇ ନାହିଁ ପୁରା ବିଶ୍ଵ ୟୁକ୍ରେନ ପରାକ୍ରମ ଦେଖିଲା ଆମେ ଏହି ଯୁଦ୍ଧରେ ବିଜୟ ହେବୁ’ । ବନ୍ଧୁଗଣ ଜେଲେନ୍ସକିଙ୍କ ଏହି ବୟାନ ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ଋଷ ଅବଶ୍ୟ ୟୁକ୍ରେନ ଠାରୁ ଶକ୍ତିଶାଳୀ ହୋଇପାରେ ହେଲେ ୟୁକ୍ରେନର ମନବଳ ଉପରେ ସମସ୍ତ ଦେଶ ପ୍ରଶଂସା କରୁଛନ୍ତି ।

ଆଗରୁ ମଧ୍ୟ ଜେଲେନ୍ସକି କହିଥିଲେ ଏହି ଯୁଦ୍ଧରେ ସମସ୍ତ ଦେଶବାସୀ ଦେଶ ଛାଡି ଗଲେ ବି ସେ ଦେଶ ଛାଡି ଯିବେ ନାହିଁ । ଆଉ ଏବେ ସେ କହିଛନ୍ତି ଏହି ଯୁଦ୍ଧରେ ୟୁକ୍ରେନ ବିଜୟ ହେବ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *