ଆକାଶରେ ଉଡୁଥିବା ଉଡାଜାହାଜକୁ ଛାତ ଉପରେ ଧରିଲେ ପିଲା ! ଭିଡିଓ ସେୟାର କରି Anand Mahindra ଲେଖିଲେ କିଛି ଏମିତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏରୋପ୍ଳେନ ତଥା ଉଡାଜାହାଜ ଦେଖିବାକୁ ସମସ୍ତେ ଭଲ ପାଇଥାନ୍ତି । ଦୂର ନୀଳ ଆକାଶରେ ଯେତେବେଳେ ପକ୍ଷୀଟିଏ ପରି ଏକ ଜନ୍ତ୍ରଚାଳିତ ଜାନଟି ଯାଇଥାଏ । ସମସ୍ତେ ଏହାକୁ ଉଡାଜାହାଜ ବୋଲି କହିଥାନ୍ତି । ଖାସ୍ କରି ଛୋଟ ପିଲାମାନେ ତଳେ ଥିବା ବେଳେ ଯଦି ତାଙ୍କ ମୁଣ୍ଡ ଉପର ଦେଇ ଉଡାଜାହାଜଟି ଚାଲିଯାଇଥାଏ । ତେବେ ସେମାନେ ଉଡାଜାହାଜକୁ ଦେଖି ବହୁତ ହିଁ ଖୁସି ହୋଇଯାଇଥାନ୍ତି ।

ଉଡାଜାହଜର ବର୍ତ୍ତମାନର ଭାଇରଲ୍ ଖବର ଅନୁସାରେ ଆକାଶର ଉଡାଜାହାଜଟି ଉଡି ଉଡି ଯାଉଥିବା ବେଳେ ଜଣେ ପିଲା ସେହି ଉଡାଜାହାଜଟିକୁ ହାତରେ ଧରି ପକାଇଛି । ଏହି କଥା ସମସ୍ତଙ୍କୁ ଏକ ଆଶ୍ଚର୍ଯ୍ୟ ଦୁନିଆକୁ ନେଇଯାଇଛି । ସତରେ କଣ ଉଡିଯାଉଥିବା ବିଶାଳ ଜାହାଜକୁ ସାମାନ୍ୟ ଜଣେ ପିଲା ଧରିବାରେ ସକ୍ଷମ ହୋଇପାରିବ ।

ଏହି ଦୃଶ୍ୟ ଦେଖିବା ପରେ ପ୍ରତିଷ୍ଟିତ ବ୍ୟବସାୟୀ ମହିନ୍ଦ୍ରାର ଚେୟାର ମ୍ୟାନ ଆନନ୍ଦ ମହିନ୍ଦ୍ରା ଖୁବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଦୃଶ୍ୟ ଦେଖିଲା ପରେ ସେ ନିଜ ଟ୍ବିଟର ଆକାଉଣ୍ଟରେ କାପସନରେ ଲେଖିଛନ୍ତି । ଯେ ସେ ଯେତେବେଳେ ଏହି ଭାଇରଲ୍ ଦୃଶ୍ୟଟିକୁ ଦେଖିଲେ । ସେତେବେଳେ ତାଙ୍କୁ ଏମିତି ଲାଗିଲା ଯେପରି ଏକ ଉଡାଜାହାଜଟି ଆକାଶରେ ଉଡୁଥିବା ସମୟରେ ତଳେ ଥିବା ପିଲା ତାକୁ ନିରୀଖି ଅନାଇଛନ୍ତି ।

ତାପରେ ଯେପରି ଉଡାଜାହାଜଟି ନିଜର ଭାରସାମ୍ୟ ହରାଇ କେଉଁଠି ଏକ ତଳେ ଖସି ପଡିବ । ସେପରି ଲାଗୁଥିଲା । ତାପରେ ସତକୁ ସତ ଉଡାବିମାନଟି ଏକ ଛାତ ଉପରୁକୁ ମାଡି ଚାଲିଆସିଲା । ତାପରେ ଯେଉଁ ଘଟଣା ଘଟିଲା । ସେହି କଥା ହିଁ ଆନନ୍ଦ ମହିନ୍ଦ୍ରାଙ୍କୁ ସବୁଠୁ ଅଧିକ ଚକିତ କରିଦେଇଛି । କାରଣ ଯେତେବେଳେ ଉଡାଜାହାଜଟି ଆକାଶରେ ଉଡି ଉଡି ଏକ ଛାତ ପାଖକୁ ମାଡି ଆସୁଥିଲା ।

ସେହି ଛାତ ଉପରେ ଅନେକ ଲୋକ ଥିଲେ । ସେଥିମଧ୍ୟରୁ ଜଣେ ପିଲା ସେହି ଉଡନ୍ତା ଉଡାଜାହାଜକୁ ନିଜ ହାତରେ ଧରି ପକାଇଲା । ତାପରେ ଯେତେବେଳେ ଆନନ୍ଦ ମହିନ୍ଦ୍ରା ସଂପୂର୍ଣ୍ଣ ଘଟଣାକୁ ଅନୁଧ୍ୟାନ କରିଥିଲେ । ସେ ନିଜକୁ ବୋକା ବୋଲି ଭାବିଥିଲେ । କାରଣ ସେହି ଆକାଶରେ ଉଡୁଥିବା ଜାହାଜଟି ସତରେ ଏକ ସତସତିକିଆ ଉଡାଜାହାଜ ନଥିଲା।

ସେହି ଜାହାଜଟି ଏକ ଖେଳଣା ଊଡାଜାହଜ ଥିଲା । ଯାହା କି ଦେଖିବାକୁ ଅବିକଳ ଦୃଶ୍ୟରେ ଏକ ପ୍ରକୃତ ଉଡାଜାହାଜ ବା ଏରୋପ୍ଳେନ ଭଳି ଦୃଶ୍ୟମାନ ହେଉଥିଲା । ତେଣୁ ଏହି ଘଟଣାଟି ସୋସିଆଲ ମିଡିଆରେ ବହୁତ ଚର୍ଚାର ବିଷୟ ପାଲଟିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *