TV ଇଣ୍ଡଷ୍ଟ୍ରି ରେ କାମ କରୁଥିବା ଏହି ହିରୋଇନ ମାନଙ୍କ ରିଅଲ ଲାଇଫ ଶାଶୁ ମା’ ମଧ୍ୟ ବହୁତ ସୁନ୍ଦର, ଦିବ୍ୟଙ୍କାଙ୍କ ଶାଶୁ ତ ସବୁଠୁ ଅଧିକ ସୁନ୍ଦର

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରୁଥିବା ବିଭିନ୍ନ କଳାକାର ମାନଙ୍କୁ ମଧ୍ୟ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଏହି ଟିଭି ଇଣ୍ଡଷ୍ଟ୍ରିରେ ଶାଶୁ ଓ ବୋହୁର ଭୂମିକା ମଧ୍ୟ ବହୁତ କଳାକାର ମାନେ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନଙ୍କ ବିଷୟରେ କହିବୁ ଯେଉଁମାନେ ରିଅଲ ଲାଇଫରେ ମଧ୍ୟ ବହୁତ ଭଲ ଶାଶୁ ବୋହୁ ଅଟନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କାଳକାର ମାନଙ୍କ ବିଷୟରେ ।

ଦୃଷ୍ଟି ଧାମି- ଆମ ଲିଷ୍ଟରେ ପ୍ରଥମ ନମ୍ବର ରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଦୃଷ୍ଟି ଧାମି । ବନ୍ଧୁଗଣ କଲର୍ସ ଚ୍ୟାନେଲର ଫେମସ ସିରିଏଲ ‘ମଧୁବାଲା’ରେ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ଦ୍ରୁଷ୍ଟି ଧାମି ୨୦୧୫ରେ ନୀରଜ ଖେମକାଙ୍କ ସହ ବିବାହ କରିଥିଲେ ।

ନୀରଜଙ୍କ ମା ବା ଦୃଷ୍ଟି ଙ୍କ ଶାଶୁ ଦୃଷ୍ଟିଙ୍କୁ ବହୁତ ଭଲ ପାନ୍ତି । ଦ୍ରୁଷ୍ଟିଙ୍କ ଶାଶୁ ଦୃଷ୍ଟିଙ୍କୁ ନିଜ ଝିଅ ପରି ଭଲ ପାନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ କେବେ ହେଲେ କୌଣସି ବିବାଦ ଦେଖାଯାଇ ନାହିଁ । ଏହି ଦୁଇଜଣ ପ୍ରାୟ ବହୁତ ସମୟ ପରସ୍ପର ସହ ଅତିବାହିତ କରିଥାନ୍ତି ।


ଦୀପିକା ସିଂହ- ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଦୀପିକା ସିଂହ । ଷ୍ଟାରପ୍ଲସର ଲୋକପ୍ରିୟ ସିରିଏଲ ‘ଦିଆ ଅର ବାତି’ ରେ ଦୀପିକା ପ୍ରସିଦ୍ଧି ଲାଭ କରିଛନ୍ତି । ଦୀପିକା ଡାଇରେକ୍ଟର ରୋହିତ ରାଜ ଗୋଏଲଙ୍କ ସହ ବିବାହ କରିଛନ୍ତି । ଦୀପିକା ରୋହିଙ୍କ ମା ରତ୍ନା ବା ଦୀପିକା ନିଜ ଶାଶୁଙ୍କୁ ବହୁତ ଭଲ ପାନ୍ତି । ଏହି ଦୁଇଜଣ ବହୁତ ଭଲ ବନ୍ଧୁ ମଧ୍ୟ ଅଟନ୍ତି । ଦୀପିକାଙ୍କ ଶାଶୁ ଦୀପିକାଙ୍କୁ ନିଜ ଝିଅ ପରି ଭଲ ପାନ୍ତି ଓ ଦୀପିକା ମଧ୍ୟ ନିଜ ଶାଶୁଙ୍କର ବହୁତ ଭଲ ଭାବରେ ଧ୍ୟାନ ରଖିଥାନ୍ତି ।


ଦିବ୍ୟଙ୍କା ତ୍ରିପାଠୀ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଦିବ୍ୟଙ୍କା ତ୍ରିପାଠୀ । ‘ୟେ ହେ ମହବତେ’ ର ଫେମସ ଅଭିନେତ୍ରୀ ଦିବ୍ୟଙ୍କା ନିଜର ଲଙ୍ଗ ଟାଇମ ବୟଫ୍ରେଣ୍ଡ ବିବେକ ଦହିୟାଙ୍କ ସହ ବିବାହ କରିଛନ୍ତି । ଦିବ୍ୟଙ୍କା ନିଜ ଶାଶୁଙ୍କୁ ବହୁତ ଭଲ ପାନ୍ତି । ବିବେକଙ୍କ ମା ମଧ୍ୟ ଦିବ୍ୟଙ୍କା ଙ୍କୁ ବହୁତ ଅଧିକ ସ୍ନେହ ଆଦର କରିଥାନ୍ତି । ଦିବ୍ୟଙ୍କା ନିଜ ଶାଶୁଙ୍କୁ ମା ମାନିଛନ୍ତି, ସେ ସବୁବେଳେ ନିଜ ଶାଶୁଙ୍କର ବହୁତ ଭଲ ଭାବରେ ଧ୍ୟାନ ରଖନ୍ତି ।


ଦୀପିକା କକ୍କଡ- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଦୀପିକା କକ୍କଡ । ବନ୍ଧୁଗଣ ଦୀପିକା କକ୍କଡ ‘ଶଶୁରାଲ ସୀମରକା’ରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେ ଅଭିନେତା ସୋଏବ ଇବ୍ରାହିମଙ୍କ ସହ ବିବାହ କରିଛନ୍ତି । ସୋଏବଙ୍କ ମା ଦୀପିକାଙ୍କୁ ନିଜ ଝିଅ ପରି ଭଲ ପାଇବା ଦିଅନ୍ତି । ଦୀପିକା ମଧ୍ୟ ନିଜ ଶାଶୁଙ୍କୁ ମା ପରି ଯତ୍ନ ନେଉଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି ।

ତେବେ ଆପଣଙ୍କୁ ଏମାନଙ୍କ ମଧ୍ୟରୁ କେଉଁ ଶାଶୁ ବୋହୁଙ୍କା ଯୋଡି ସବୁଠୁ ଅଧିକ ପସନ୍ଦ ଆସିଲା କମେନ୍ଟ ରେ ଜଣାନ୍ତୁ ଓ ଆଗକୁ ଟିଭି ଦୁନିଆରା ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *