ଦେଖନ୍ତୁ କେମିତି ବାପାଙ୍କୁ ଟିଭିରେ ଦେଖି ଖୁସିରେ ନାଚୁଛନ୍ତି Anisha Sharma ଙ୍କ ଝିଅ ଭିୟୋନା

ବନ୍ଧୁଗଣ, ଆମ ଓଡିଆ ଇଣ୍ଡଷ୍ଟ୍ରୀରେ ଏହିଭଳି ଅନେକ ଅଭିନେତା ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଅଭିନୟ ଦ୍ଵାରା ଦର୍ଶକଙ୍କ ହୃଦୟରେ ଘର କରି ବସିଛନ୍ତି । ତେବେ ଆଜି ଆମ୍ଭେ ଆପଣ ମାନଙ୍କୁ ଅଭିନେତ୍ରୀ ଆନିଶା ଶର୍ମା ଏବଂ ଶୁଭାଶିଷ ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । କିଛି ବର୍ଷ ପୂର୍ବେ ଅଭିନେତ୍ରୀ ଅନିଶା ଶର୍ମା ଏବଂ ଶୁଭାଶିଷ ଙ୍କ ବିବାହ ହୋଇସାରିଥିଲା ।

ଉଭୟ ଓଡିଆ ଇଣ୍ଡଷ୍ଟ୍ରୀରେ ମିଶି କାମ କରୁଥିବା ସମୟରେ ପରସ୍ପର କୁ ପସନ୍ଦ କରିଥିଲେ । ଏହାପରେ ବନ୍ଧୁତା ରୁ ପ୍ରେମ ସମ୍ପର୍କ ଧୀରେ ଧୀରେ ବଢିବାକୁ ଲାଗିଲା । ଶେଷରେ ଉଭୟ ବିବାହ କରିବା ନିମନ୍ତେ ନିଷ୍ପତ୍ତି ନେଲେ । ଏବଂ ବିବାହ ବନ୍ଧନରେ ବାନ୍ଧି ହେଲେ । ତାଙ୍କ ବିବାହ ରେ ଅନେକ ବଡବଡ ସେଲିବ୍ରେଟି ଯୋଗ ଦେଇଥିଲେ । ତେବେ ଆନିଶା ଏବଂ ଶୁଭାଶିଷ ଙ୍କର ଏକ ଝିଅ ମଧ୍ୟ ଅଛି ।

ଆନିଶା ଙ୍କ ଝିଅ ନିଜ ବାପା ଙ୍କୁ ଟିଭିରେ ଅଭିନୟ କରୁଥିବାର ଦେଖି ଖୁସି ହୋଇଥିବାର ନଜର ଆସିଥିଲେ । ଆନିଶା ଙ୍କ ଝିଅ ଙ୍କ ନାମ ଭିୟୋନା ଶର୍ମା ଅଟେ । ବର୍ତ୍ତମାନ ଭିୟୋନାଙ୍କୁ ମାତ୍ର ଦେଢବର୍ଷ ବୟସ ହୋଇଛି । ଏହା ମଧ୍ୟରେ ସେ ସୋ-ସି-ଆ-ଲ ମି-ଡି-ଆ ରେ ବହୁ ମାତ୍ରାରେ ଭା-ଇ-ରା-ଲ ହେଉଥିବାର ନଜର ଆସିଛନ୍ତି । ସେ ନିଜ ବାପା ଏବଂ ମା’ ଙ୍କ ସହିତ ନଜର ଆସୁଥିବାର ଦେଖିବାକୁ ମିଳିଛନ୍ତି ।

କିଛି ଦିନପରେ ଭିୟୋନା ଏକ ଚାଇଲ୍ଡ ଆର୍ଟିଷ୍ଟ ଭାବରେ ଓଡିଆ ଇଣ୍ଡଷ୍ଟ୍ରୀରେ କାମ କରିବେ ବୋଲି ତାଙ୍କ ମା’ ଏବଂ ବାପା କହିଛନ୍ତି । ଏହା ବ୍ୟତୀତ ସେ କିଛି ୱେବସିରିଜରେ ମଧ୍ୟ ଚାଇଲ୍ଡ ଆର୍ଟିଷ୍ଟ ଭାବରେ ଅଭିନୟ କରିସାରିଲେଣି । ତେବେ ସେ ବହୁତ କମ ବର୍ଷ ବୟସରୁ ହିଁ ଅଭିନୟ କ୍ୟାରିୟର ଆରମ୍ଭ କରି ସାରିଲେଣି ।

ଶୁଭାଶିଷ ଏବଂ ଆନିଶା ଦୁହେଁ ପରସ୍ପର କୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିବା କଥା ସମସ୍ତେ ଜାଣିଛନ୍ତି । ତେବେ ବର୍ତ୍ତମାନ ଉଭୟ ନିଜ ଛୋଟ ସଂସାରରେ ବେସ ଖୁସ ଥିବାର ନଜର ଆସିଛନ୍ତି । ଆନିଶା ମା’ ହେଲା ପରେ ଓଲିଉଡ ଇଣ୍ଡଷ୍ଟ୍ରୀରୁ ସଂପୂର୍ଣ୍ଣ ଭାବରେ ଦୂରେଇ ରହିଛନ୍ତି । କିନ୍ତୁ ଶୁଭାଶିଷ ଓଡିଆ ସିନେମା ରେ ଅଭିନୟ କରିବା ସହିତ ଓଡିଆ ସିରିୟଲରେ ମଧ୍ୟ ଅଭିନୟ କରୁଥିବାର ଦେଖାଯାଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *