ଟ୍ୟୁସନ କରୁ କରୁ ନବମ ଶ୍ରେଣୀ ଛାତ୍ରୀଙ୍କ ସହ ସାର କରିଦେଲେ ଏଭଳି କାଣ୍ଡ, କାନ୍ଦି କାନ୍ଦି ଝିଅଟି କହିଲା ପୁରା ଘଟଣା…

ନମସ୍କାର ବନ୍ଧୁଗଣ, ଶିକ୍ଷକ ହୋଇ ଛାତ୍ରୀ ସହ କୁ-ଉକ-ର୍ମ । ଟ୍ୟୁସନ ସାର ନବ ଶ୍ରେଣୀରେ ପଢୁଥିବା ଝିଅଟିର ଇଜ୍ଜତ ମହତ ସବୁ ସାରିଦେଲା । ଶିକ୍ଷକ ସାଜିଲା ଭକ୍ଷକ ଶିକ୍ଷା ବଳଦରେ ପେ-ଟ-ରେ ଦେଲା ଛୁ-ଉଆ । ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏଭଳି କାରନାମା କରିବା ପଛର କାହାଣୀ । ଯାହା ଆପଣଙ୍କୁ ଭୟଭୀତ କରିଦେବ ଶିକ୍ଷକ ପାଖକୁ ନିଜ ଝିଅକୁ ପାଠ ପଢିବା ପାଇଁ ଛାଡିବା ନିମନ୍ତେ । ନିଜକୁ ଅଟକାଇ ନପାରି ନବମ ଶ୍ରେଣୀର ଛାତ୍ରୀ ସହ ସମ୍ପର୍କ ରଖିଲା ସାର । ଏହି ଘଟଣା ପରେ ଛାତ୍ରୀ ହେଲା ଗର୍ଭବତୀ ।

ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଘଟିଛି ବାରିପଦା ଜିଲ୍ଲା, ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ । ମୟୂରଭଞ୍ଜ ଜିଲ୍ଲାର ପୁରୁଣା ପାଣି ଗ୍ରାମର ଶିକ୍ଷକ ହେଉଛନ୍ତି ରବୀନ୍ଦ୍ର କୁମାର ମହାନ୍ତି । ଶିକ୍ଷଜ ଜଣକ କେନ୍ଦୁଜିଆଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଡିବିଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ସମୟ ପାଇ ସେ ନିଜ ଘରେ କିଛି ପିଲାଙ୍କୁ ନେଇ ଟ୍ୟୁସନ ଆରମ୍ଭ କରିଥିଲେ ।

ହେଲେ ପାଠ ପାଠପଢାଇବେ କଣ ତାଙ୍କୁ ଘାରିଲା ନବମ ଶ୍ରେଣୀ ଝିଅ ଦେହର ବାସ୍ନା । ଯାହା ତାଙ୍କୁ ଛାତ୍ରୀ ଆଡକୁ ଟାଣିନେଲା । ଆଉ ପାଠ ପଢାଉ ପଢାଉ ଛାତ୍ରୀ ଜଣଙ୍କୁ କରିଦେଲେ ଗର୍ଭବତୀ । ନାବାଳିକା ଜଣଙ୍କୁ ପରୀକ୍ଷାରେ ପାସ କରାଇବାର ପ୍ରଲୋଭନ ସହ ଯଦି ଏହି କାର୍ଯ୍ୟ କରିବାରେ ସେ ତାଙ୍କ ସାଥ ନଦିଏ ତେବେ ତାକୁ ପରୀକ୍ଷାରେ ଫେଲ କରାଇଦେବାର ଧମକ ଦେଇ ଦ-ଉଷ୍କ-ଅର୍ମ କରିଛନ୍ତି ଶିକ୍ଷକ ।

ନାବାଳିକା ଜଣଙ୍କ ନିଜ ମାଆଙ୍କୁ ସବୁ କଥା କହିବା ପରେ ମାଆ ନିଜର ନାବାଳିକା ଝିଅକୁ ଧରି ଠାକୁରାମୁଣ୍ଡା ଥାନାରେ ପହଞ୍ଚି ଥିଲେ । ଆଉଆ ଥାନାରେ ଏଭଳି ଏକ ନିନ୍ଦନୀୟ ଶିକ୍ଷକଙ୍କ ନାମରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ମାମଲାକୁ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିସାରିଛି ।  ଝିଅଟି ନିଜ ମାଆଙ୍କୁ ଡରି କିଛି କହିନଥିଲା ଆଉ ଶେଷରେ ଆଠ ନ ମାସର ଗର୍ଭବତୀ ହେବା ପରେ ମାଆ ପଚାରିବାରୁ କାନ୍ଦି କାନ୍ଦି ସବୁ କହିଲା ଝିଅ ।

ଝିଅଟି କହିଲା ସାର ମତେ ଜବରଦସ୍ତି ଖଟରେ ପକାଇ ପ୍ରେମ କଲେ ମୁଁ ଜେଟଟେ କାନ୍ଦିଲେ ବି ଛାଡିଲେନି ମତେ । ଶେଷରେ ସବୁ ସାରିବାରୁ ଝିଅଟିକୁ ଶିକ୍ଷକ ଜଣଙ୍କ କହିଲେ ଯାଅ ପୋଛି ହୋଇ ଟ୍ୟୁସନରେ ବସିପଡ । ଏଭଳି ଏକ ଅତି ନିନ୍ଦନୀୟ ଘଟଣା ସମ୍ପର୍କରେ ଆପଣ ମାନଙ୍କର ମତ କଣ ରହିବ ତ୍ତାହ କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *