ରୁଟି ସନ୍ତୁଳା ଖାଇ ଖାଇ ଜେଲ ଭିତରେ ବର୍ଷାକୁ ଝୁରୁଛି Tunguru Bhola, ଆଉ କହୁଛି କିଛି ଏମିତି…

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଛି ଟୁଙ୍ଗୁରୁ ଭୋଳ । ବର୍ତ୍ତମାନ ଜେଲର ଚାରି କାନ୍ଥ ଭିତରେ ରହିଛି । ବର୍ତ୍ତମାନ ଆଖିରୁ ଝଋପଡୁଛି ପଶ୍ଚାତାପର ଲୁହ । ତେବେ ସେ କାହିଁକି ବର୍ଷା କୁ ପ୍ରେମ କରୁଥିଲେ ? ତା ଜୀବନରେ ସ୍ଵାମୀ ଥାଇ ତା’ ସହିତ ସମ୍ପର୍କ ରଖିଲେ ଆଉ ତାହାର ଛୁଆ ଥାଇ ମଧ୍ୟ ତା ଙ୍କ ସହିତ ରାତି କଟାଇଲେ ଟୁଙ୍ଗୁରୁ ଭୋଳ । ଏହି ସବୁ ଭାବି ଭାବି ଟୁଙ୍ଗୁରୁ ଭୋଳ ବର୍ତ୍ତମାନ ଜେଲରେ ନିଜର ଜୀବନ ବିତାଉଛି ।

ଖବର ଅନୁଯାୟୀ ରାତିରେ ଟୁଙ୍ଗୁରୁ ଖାଇଛନ୍ତି ରୁଟି କୁ ସନ୍ତୁଳା । ଆଉ ଏହି ଖାଦ୍ୟ ତାଙ୍କୁ ଜେଲରେ ମିଳିଛି । ଓଡିଶାରେ ଚହଳ ପକାଇଥିବା ଟୁଙ୍ଗୁରୁ ବର୍ତ୍ତମାନ ବର୍ଷା ଙ୍କ ପାଇଁ ଜେଲ ଯାଇଛି । ଦୁଷ୍କର୍ମ ଅଭିଯୋଗରେ ଭରତପୁର ଥାନା ପୋଲିସ ଟୁଙ୍ଗୁରୁ ଙ୍କୁ ଗିରଫ କରିଥିବାର ସୂଚନା ମିଳିଛି । କିଛି ଦିନ ପୂର୍ବରୁ ଟୁଙ୍ଗୁରୁ ଙ୍କ ପ୍ରେମ କୁ ନେଇ ଓଡିଶା ଉଠୁଥିଲା ପଡୁଥିଲା ।

ବର୍ଷା ଭରତପୁର ଥାନା ଆଗରେ ଆସି ଧାରଣା ଦେଇଥିଲେ ଯେ ଟୁଙ୍ଗୁରୁ ତାଙ୍କ ସହିତ ପ୍ରତାରଣା କରିଛି ।  ଅଟୋ ରେ ବସାଇ ପ୍ରେମ କରିଥିଲା ଆଉ ଯେତେବେଳେ ତାହାର ମନ ଭରିଗଲା ସେବେ ମତେ ଛାଡି ପଳାଇଲା । ତାକୁ ବିବାହ କରିବେ ବୋଲି କହି ଥାନା ଆଗରେ ଧାରଣ ଦେଇଥିଲେ ବର୍ଷା ।

ବର୍ଷା ଙ୍କର ଏହିଭଳି ଅଭିଯୋଗ ପରେ କ୍ୟାମେରା ସାମ୍ନା କୁ ଆସିଥିଲେ ଟୁଙ୍ଗୁରୁ ଭୋଳ ଏବଂ କହିଥିଲେ ବର୍ଷା ତାଙ୍କୁ ତାଙ୍କ ଘରେ କିଡନାପ କରି ରଖିଥିଲେ ବୋଲି । ଆଉ ଏହାର କିଛି ଦିନ ପରେ ବର୍ଷା ଏବଂ ଟୁଙ୍ଗୁରୁ ଙ୍କର ଅନ୍ତରଙ୍ଗ ମୂହୁର୍ତ୍ତ ର ଭିଡିଓ ଭା-ଇ-ରା-ଲ ହୋଇଥିଲା । ଏହାପରେ ବର୍ଷା ଭାରତପୁର ଥାନା ରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ କୁ ଆଧାର କରି ପୋଲିସ ବର୍ତ୍ତମାନ ଟୁଙ୍ଗୁରୁ କୁ ଗିରଫ କରିଛି । ଜେଲର ଚାରି କାନ୍ଥ ଭିତରେ ରହିଯାଇଛି ଟୁଙ୍ଗୁରୁ ଭୋଳ ।

ସେ କୁଆଡେ କାନ୍ଦି କାନ୍ଦି କହୁଛି ଯେ ବର୍ଷା ତୁ ମୋ ସହିତ ଏ କି କଲୁ ? ଏତେ ଭଲ ପାଇବା ଦେଇ ଶେଷରେ ମୋ ନା ରେ ଏତେବାଦ ଏତଲା ଦେଇ ମୋତେ ଜେଲ ରେ ପୁରାଇଲୁ ? ତେବେ ବନ୍ଧୁଗଣ ଏହି ମାମଲା ଆଗକୁ କେଉଁ ରୂପ ନେଉଛି ତାହା ଦେଖିବା ବାକି ରହିଲା । ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *