ଦେଖନ୍ତୁ ବିବାହ ପରେ ଶାଶୁ ଘରେ କିପରି ଅଛନ୍ତି ଲୋକପ୍ରିୟ ହିରୋଇନ ତୁଳସୀ (Swetalina)…

ବନ୍ଧୁଗଣ, ସୂଚନା ଅନୁଯାୟୀ ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ବେସ ଲୋକ ପ୍ରିୟତା ହାସଲ କରିଛନ୍ତି । ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଫ୍ୟାନ୍ସ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରାଇବାରେ ସକ୍ଷମ ହୋଇଛନ୍ତି । ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ମାନେ ସୋ-ସି-ଆ-ଲ ମି-ଡି-ଆ ରେ ବେସ ସକ୍ରିୟ ରହିଥାନ୍ତି ।

ସୂଚନା ଅନୁଯାୟୀ ସୁନ୍ଦରୀ ଅଭିନେତ୍ରୀ ଶ୍ବେତଲୀନା ଙ୍କ ବିବାହ ସରିଯାଇଛି । ଲୋକପ୍ରିୟ ଅଭିନେତ୍ରୀ ଶ୍ଵେତଲୀନା ଙ୍କର ଖୁବ ଧୂମଧାମରେ ଚାଲିଥିଲା ମେହେନ୍ଦି ଏବଂ ହଳଦୀ ରସମ । ଆପଣ ମାନଙ୍କର ଅତିପ୍ରିୟ ତୁଳସୀ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇ ନିଜ ଶାଶୁଘରେ ଅଛନ୍ତି । ଆପଣ ମାନେ ତାଙ୍କୁ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ସିରିୟଲ “ତୋ ଅଗଣାର ତୁଳସୀ ମୁଁ” ସିରିୟଲରେ ଅଭିନୟ କରିଥିବାର ଦେଖିଥିବେ ।

ଏହି ସିରିୟଲ ପରେ ବିବାହ ପାଇଁ ସେ ଅଭିନୟ ଦୁନିଆରୁ ସଂପୂର୍ଣ୍ଣ ଭାବରେ ଦୂରେଇ ରହିଥିଲେ । ଶ୍ଵେତଲୀନା ତାଙ୍କ ବୟଫ୍ରେଣ୍ଡ ଶିବା ଙ୍କୁ ବିବାହ କରିଛନ୍ତି । ଶ୍ଵେତଲୀନା ଙ୍କ ବିବାହରେ ଅନେକ ଲୋକପ୍ରିୟ ଅଭିନେତା ତଥା ଅଭିନେତ୍ରୀ ମାନେ ଯୋଗଦାନ କରିଥିଲେ । ଶିବା ଏବଂ ଶ୍ଵେତଲୀନା ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶ୍ଵେତଲୀନା ନିଜ ବିବାହରେ ଧୂମ ଡ୍ୟାନ୍ସ କରିଥିବାର ନଜର ଆସିଥିଲେ ।

ତାଙ୍କ ସହିତ ଓଡିଆ ହିରୋଇନ ମାନେ ମଧ୍ୟ ଡ୍ୟାନ୍ସ କରିଥିଲେ । ବନ୍ଧୁ ପରିବାର ବର୍ଗ ମଧ୍ୟ ବହୁତ ଖୁସି ଥିବାର ନଜର ଆସିଥିଲେ । ତେବେ ବିବାହ ପରେ ସେ ନିଜ ସ୍ଵାମୀ ଙ୍କ ସହିତ ଶାଶୁଘରେ କେମିତି ଅଛନ୍ତି ଆସନ୍ତୁ ଜାଣିନେବା । ଶ୍ଵେତଲୀନା ଶାଶୁଘରେ ବେସ ଖୁସିରେ ଥିବାର ଜଣାପଡିଛନ୍ତି । ସିରିୟଲରେ ମିଛି ମିଛିକା ଅଭିନୟ କରୁ କରୁ ବର୍ତ୍ତମାନ ସେ ସତରେ ଶାଶୁଘରର ବୋହୂ ପାଲଟିଲେଣି ।

ଦୀର୍ଘ ଦିନ ଧରି ସେ ଓଲିଉଡ ଇଣ୍ଡଷ୍ଟ୍ରୀରେ ଅଭିନୟ କରି ଆସିଥିଲେ । ଶାଶୁଘରେ ଶ୍ଵେତଲୀନା ଙ୍କ ସହିତ ଛନ୍ଦିତା ରହିଥିବାର ନଜର ଆସିଛନ୍ତି । ଉଭୟ ବେଷ୍ଟଫ୍ରେଣ୍ଡ ହୋଇଥିବାରୁ ସୋ-ସି-ଆ-ଲ ମି-ଡି-ଆ ରେ ଅଧିକାଂଶ ସମୟ ଏକାଠି ନଜର ଆସିଥାନ୍ତି । ନିଜ ନିକଟତର ବନ୍ଧୁ କୁ ଶାଶୁଘରେ ପାଇ ଶ୍ଵେତଲୀନା ବେସ ଖୁସ ଅଛନ୍ତି ଏବଂ ଖୁସିରେ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଶ୍ଵେତଲୀନା ଏବଂ ଶିବା ଙ୍କ ଯୋଡି କିଭଳି ଲାଗୁଛି ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *