‘ଆଃ…ଭାରି କାଟୁଛି…ଭାରି ପେନ ହଉଛି…ତୁ ବୁଝି ପାରିବୁନି….Sorry…ତୋ ଗୋଡ ଧରୁଛି ମୁଁ…’ ସାମ୍ନାକୁ ଆସିଲା ବାବୁସାନ-ପ୍ରକୃତିଙ୍କ ଅସଲ ଚେହେରା, ଖୋଲିଲା ସବୁ ଗୁମର…

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଲିଉଡ ଷ୍ଟାର ବାବୁସାନ, ତାଙ୍କ ପତ୍ନୀ ତୃପ୍ତି, ଏବଂ ପ୍ରକୃତି ଏହି ୩ ଜଣ ବର୍ତ୍ତମାନ ଚାରିଆଡେ ବେସ ଚର୍ଚ୍ଚା ହେବାରେ ଲାଗିଛନ୍ତି । ବାବୁସାନ ଏବଂ ପ୍ରକୃତିଙ୍କ ମଧ୍ୟରେ ସମ୍ପର୍କ ରହିଥିବା ନେଇ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଉଭୟଙ୍କୁ ମାଡ ମାରିଥିଲେ । ଏହାପରେ ବିଭିନ୍ନ ସୋ-ସି-ଆ-ଲ ମି-ଡି-ଆରେ ଏହାକୁ ନେଇ ଚର୍ଚ୍ଚା ଲାଗିଅଛି । କିନ୍ତୁ ପ୍ରକୃତି ଏବଂ ବାବୁସାନ କେବଳ ବନ୍ଧୁ ଅଟନ୍ତି ବୋଲି କହିଥିଲେ । ତେବେ ବର୍ତ୍ତମାନ ଉଭୟଙ୍କର ଏକ ଅଡିଓ କ୍ଲିପ ଭା-ଇ-ରା-ଲ ହୋଇଛି ।

ଯେଉଁଥିରେ ବାବୁସାନ ଏବଂ ପ୍ରକୃତି କଥା ହେଇଥିବାର ନଜର ଆସିଛନ୍ତି । ତେବେ ଆସନ୍ତୁ ଜାଣିନେବା କିପରି କଥା ହେଉଛନ୍ତି ? ବାବୁସାନ, ପ୍ରକୃତିଙ୍କୁ କହୁଛନ୍ତି ସବୁବେଳେ ତୁ ରାଗିବା ଦରକାର ? ମାତ୍ର ପ୍ରକୃତି କହୁଛନ୍ତି ଯେ ନାହିଁ ସବୁବେଳେ ନୁହେଁ କିନ୍ତୁ ମୁଣ୍ଡ ଖରାପ କରିବାଟା ଉଚିତ ନୁହେଁ । ଏହାପରେ ପ୍ରକୃତି ଚିଲାଇଥିଲେ ।

ବାବୁସାନ ପଚାରିଲେ କ’ଣ ହେଲା ବୋଲି ? ପ୍ରକୃତି କୁହନ୍ତି ଯେ ମତେ ବହୁତ କଷ୍ଟ ହେଉଛି ତୁମ ପାଇଁ । ଛାଡ ତୁ ସେ ସବୁ ବୁଝି ପାରିବୁ ନାହିଁ । ବାବୁ କୁହନ୍ତି ଯେ ମୁଁ ବୁଝୁଛି ସବୁ ସେଥିପାଇଁ କ୍ଷମା କରିଦେ’ ଭୁଲ ମାଗୁଛି ତତେ ମୁଁ । ଏହାପରେ ବାବୁସାନ କହୁଛନ୍ତି ଯେ ମୁଁ ସେଥିପାଇଁ କହୁଛି ତୁ ରେଷ୍ଟ ନେ’ ମୁଁ ରଖୁଛି ଫୋନ, ଆଉ ବେସି ରାଗେନା । ପ୍ରକୃତି କୁହନ୍ତି ବାବୁସାନ ଙ୍କୁ ଯେ ମୁଁ ତତେ ପଚାରିଲି ତୁ କ’ଣ ଖାଇବୁ କହ ? କିନ୍ତୁ ତୁ କହିଲୁ ନାହିଁ ମୁଁ ଖାଇବି ନାହିଁ କି କୁଆଡେ ଜିବିନାହିଁ ।

ମାତ୍ର ତୁ କ’ଣ ମୋ ସାଙ୍ଗରେ ଖେଳୁଛୁ ? ଏହାପରେ ପ୍ରକୃତି କାନ୍ଦିବାକୁ ଲାଗିଥିଲେ । ବାବୁସାନ କୁହନ୍ତି ଯେ ତୁ କିନ୍ତୁ କାନ୍ଦୁଛୁ କ’ଣ ପାଇଁ ? ପ୍ରକୃତି କୁହନ୍ତି କାରଣ ମତେ କାଟୁଛି ଜୋରରେ । ମୋ ହାତ ପେନ ହେଉଛି, ଗୋଡ ବିନ୍ଧୁଛି, ଏହାପରେ ବାବୁସାନ କୁହନ୍ତି ହଁ ତୁ ଭ୍ୟାକସିନ ନେଇଛୁ ନା ତୁ ଠିକ ହୋଇଯିବୁ । କାନ୍ଦୁଛୁ କାଇଁ ଡୁଡୁ ? ଏହାପରେ ବାବୁସାନ କୁହନ୍ତି ଯେ ଜା’ ତୁ ରେଷ୍ଟ ନେ’ ଖା’ ।

ତୋର ମିଟିଂ ଅଛି, କିନ୍ତୁ ତୁ କେଉଁ କଲରର ଶାଢୀ ପିନ୍ଧିବୁ ? ପ୍ରକୃତି କୁହନ୍ତି ଦୁପଟା ପକାଇବି, ବାବୁ କୁହନ୍ତି ଯେ ଫଟୋ ପଠାଇବୁ । ଏହାପରେ ପ୍ରକୃତି ବାବୁସାନ ଙ୍କୁ କହିଥିଲେ ଲଭ ୟୁ ବାଏ ! ବାବୁସାନ ମଧ୍ୟ ରିପ୍ଳାଏ ଦେଇ କହିଥିଲେ ଲଭ ୟୁ ବାଏ ବୋଲି । ତେବେ ଉଭୟଙ୍କ ମଧ୍ୟରେ ଯଦି କିଛି ସମ୍ପର୍କ ନାହିଁ ତେବେ ଭା-ଇ-ରା-ଲ ହେଉଥିବା ଏହି ଅଡିଓ କଲ କ’ଣ ଦର୍ଶାଉଛି ? ବନ୍ଧୁଗଣ ଆପଣଙ୍କ ମତାମତ ଅମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *