‘ଟି ସିରିଜ’ କମ୍ପାନୀ ର ମାଲିକାଣୀ ଏତେ ଅଧିକ ସୁନ୍ଦର କି ତାଙ୍କ ଆଗରେ ଦୀପିକା ଓ ପ୍ରିୟଙ୍କା ବି ଫେଲ ମାରନ୍ତି, ଦେଖନ୍ତୁ ଫଟୋ

ବନ୍ଧୁଗଣ ବର୍ତ୍ତମାନର ସମୟରେ ଆଜି ବଲିଉଡରେ ବହୁତ ପ୍ରଡକ୍ସନ ଓ ମ୍ୟୁଜିକ କମ୍ପାନୀ ଖୋଲିସାରିଛି । ହେଲେ ଏହି ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ମ୍ୟୁଜିକ କମ୍ପାନୀ ହେଉଛି ‘ଟି ସିରିଜ’ କମ୍ପାନୀ । ବନ୍ଧୁଗଣ ଏହି କମ୍ପାନୀ ପାଖରେ ବହୁତ ହିନ୍ଦୀ ଓ ପଞ୍ଜାବୀ ମ୍ୟୁଜିକର କପି ରାଇଟ ଅଛି । ଏହି କମ୍ପାନୀକୁ ବଲିଉଡର ମହାନ ସିଙ୍ଗର ଗୁଲସାନ କୁମାର କରିଥିଲେ ।

ହେଲେ ଗୁଲସନଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଭୂଷଣ କୁମାର ଏହି କମ୍ପାନୀକୁ ସମ୍ଭାଳି ଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଭୂଷଣ କୁମାରଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ, ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।


ଭୂଷଣ କୁମାର ୨୦୦୫ରେ ଦିବ୍ୟା ଖୋସଲାଙ୍କ ସହ ବିବାହ କରିଥିଲେ । ଦିବ୍ୟା କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ଦିବ୍ୟାଙ୍କର ସୁନ୍ଦରତାର ଚର୍ଚା ସବୁ ଆଡେ ହେଉଛି । ଦିବ୍ୟା ବର୍ତ୍ତମାନ ୩୬ ବର୍ଷ ବୟସର ଅଛନ୍ତି । ହେଲେ ତାଙ୍କୁ ଦେଖିଲେ ଜଣା ପଡିବ ନାହିଁ ଯେ ତାଙ୍କୁ ୩୬ ବର୍ଷ । ଦିବ୍ୟା ନିଜ ସ୍ଵାମୀ ଭୂଷଣ କୁମାରଙ୍କ ସହ ‘ଟି ସିରିଜ’ କମ୍ପାନୀକୁ ମଧ୍ୟ ସମ୍ଭାଳି ଛନ୍ତି ।


ଦିବ୍ୟା ପ୍ରଥମେ ବଲିଉଡର ବହୁତ ଫିଲ୍ମରେ କାମ କରିସାରିଛନ୍ତି । ଦିବ୍ୟା ଜଣେ ଫିଲ୍ମ ନିର୍ମାତା ଅଟନ୍ତି । ନିର୍ମାତା ହେବା ସହିତ ସେ ସନମ ରେ, ରୟ, ୟାରିଆ ଆଦି ଫିଲ୍ମକୁ ଡାଇରେକ୍ଟ ମଧ୍ୟ କରିଛନ୍ତି । ଭୂଷଣ କୁମାର ଓ ଦିବ୍ୟାଙ୍କର ଏକ ପୁଅ ମଧ୍ୟ ଅଛି । ଦିବ୍ୟାଙ୍କୁ ଡ୍ୟାନ୍ସ କରିବା ପାଇଁ ମଧ୍ୟ ବହୁତ ଭଲ ଲାଗେ । ସେ ନିଜର ଏକ ଫିଲ୍ମରେ ଏକ ଆଇଟମ ସଙ୍ଗ କରିଛନ୍ତି । ସେ ତାଙ୍କ ଫିଲ୍ମ ‘ସନମ ରେ’ରେ ଏକ ଆଇଟମ ସଙ୍ଗ କରିଥିଲେ ।


ଦର୍ଶକ ମାନେ ଦିବ୍ୟାଙ୍କର ସେହି ଗୀତକୁ ବହୁତ ଅଧିକ ପସନ୍ଦ କରିଥିଲେ । ସୋସିଆଲ ମିଡିଆରେ ଅଧିକାଂଶ ସମୟ ଦିବ୍ୟାଙ୍କ ଫଟୋ ଭାଇରାଲ ହୋଇଥାଏ । ଦିବ୍ୟାଙ୍କ ସୁନ୍ଦରତାକୁ ଦେଖିବା ପାଇଁ ସମସ୍ତ ଲୋକ ବହୁତ ପସନ୍ଦ କରନ୍ତି । ସୁନ୍ଦରତା ମାମଲାରେ ଦିବ୍ୟା ବଲିଉଡ ଅଭିନେତ୍ରୀ ମାନଙ୍କୁ ମଧ୍ୟ ବାଦ ଦେଇଦେବେ । ହେଲେ ସେ କୌଣସି ବଲିଉଡ ଫିଲ୍ମରେ ଅଭିନୟ ନକରି ନିଜ ମ୍ୟୁଜିକ କମ୍ପାନୀକୁ ସମ୍ଭାଳି ଛନ୍ତି । ଦିବ୍ୟା ନିଜ ବୈବାହିକ ଜୀବନରେ ବହୁତ ଖୁସିରେ ରୁହନ୍ତି ଓ ନିଜ ସ୍ଵାମୀଙ୍କର ସାହାର୍ଯ୍ୟ କରନ୍ତି ।

ଭୂଷଣ ଓ ଦିବ୍ୟାଙ୍କର ପୁଅ ଏହି ଦୁଇଜଣଙ୍କ ସମ୍ପର୍କକୁ ବହୁତ ଅଧିକ ମଝବୁତ କରି ରଖିଛି । ତାଙ୍କ ପୁଅ ବହୁତ କ୍ୟୁଟ ନଜର ଆସେ । ଭୂଷଣ ନିଜ ମ୍ୟୁଜିକ କମ୍ପାନୀକୁ ସଫଳତାର ଦିଗରେ ନେଇ ସାରିଛନ୍ତି । ଆଗାମୀ ଭବିଷ୍ୟତରେ ମଧ୍ୟ ଟି ସିରିଜ ବଲିଉଡର ସର୍ବ ଶ୍ରେଷ୍ଟ ମ୍ୟୁଜିକ କମ୍ପାନୀ ହୋଇ ରହିବାର ବିଶ୍ଵାସ ରହିଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *