କରୋନା ର ତୃତୀୟ ଲହର ରୁ ବଞ୍ଚିବାକୁ ହେଲେ ନିଶ୍ଚୟ କରନ୍ତୁ ଏହି କାମ

କରୋନା ର ଦ୍ୱିତୀୟ ଲହର ବହୁତ ଖ-ତ-ର-ନାକ ଏବଂ ଅସମ୍ଭାଳ ଅବସ୍ଥା ହୋଇ ପଡିଛି, ପ୍ରଥମ ଲହର ଠାରୁ ଅଧିକ କ୍ଷତି କାରକ ହେଉଛି । କରୋନା ରେ ଆକ୍ରାନ୍ତ ରୋଗୀ ଙ୍କ ସଂଖ୍ୟା ବଢିବାକୁ ଲାଗୁଛି ।

ଗୋଟିଏ ଦିନରେ ହଜାର ହଜାର କେଶ ବାହାରୁଛି । ଏବଂ ଅନେକ ସ୍ଥାନରେ ଅକ୍ସୀଜେନ ର ଅଭାବ ଯୋଗୁଁ ଲୋକ ମାନଙ୍କ ର ମୃତ୍ୟୁ ମଧ୍ୟ ଘଟୁଛି । ଏବେ ତ ଡର ମଧ୍ୟ ଲାଗି ଗଲାଣି କି ଆଉ ଅଳ୍ପ କିଛି ମାସ କିମ୍ବା କିଛି ଦିନ ପରେ ଏହାର ତୃତୀୟ ଲହର ର ଆରମ୍ଭ ହେବାର ଆଶଙ୍କା ରହୁଛି ।

ଏପରି ନ ହେବା ପାଇଁ କିଛି କଥା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ । ଏହା ଭିତରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଭାରତର ଟୀକା କରଣ ନୀତି । କୋଭିଡ ଠାରୁ ସଂଗ୍ରାମ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଟୀକା ର ବ୍ୟବସ୍ଥା ଚାଲି ଆସୁଛି ଡାକ୍ତର ଙ୍କ କହିବା ଅନୁସାରେ ଲୋକ ମାନଂକୁ ଅଧିକ ରୁ ଅଧିକ ଭ୍ୟାକ୍ସିନ ଦେବା ଆବଶ୍ୟକ ।

ଏହା ଦ୍ୱାରା ସେମାନେ ସଂକ୍ରମଣ ରୁ ବଞ୍ଚିବା ଏହା କୁହା ଯାଇ ପାରିବି ନାହିଁ କିନ୍ତୁ କୌଣସି ଗମ୍ଭୀର ପରିସ୍ଥିତି କିମ୍ବା ଅସୁବିଧା ଆସିବ ନାହିଁ । ଏହି ଭ୍ୟାକ୍ସିନ ଦ୍ୱାରା ଆମେ ଅଧିକାଂଶ ଲୋକଙ୍କୁ ସୁରକ୍ଷିତ କରି ପାରିବୁ ଏବଂ ମୃତ୍ୟୁ ସଂଖ୍ୟା କୁ ମଧ୍ୟ କମ କରି ପାରିବୁ । ଭାରତ ରେ ଏ ପର୍ଯ୍ୟନ୍ତ ଦୁଇଟି ଟୀକା ମହଜୁଦ ରହିଛି । କୋଭିସିଲ, ଏବଂ କୋବାସ୍କି । ଏହା ପରେ ଅନ୍ୟ ଭ୍ୟାକ୍ସିନ ମଧ୍ୟ ଆସିବାର ସମ୍ଭାବନା ଅଛି ।

କିନ୍ତୁ ଭାରତ ଆମେରିକା ଏବଂ ଚୀନ ଅପେକ୍ଷା ବହୁତ ଧୀରେ ନିଜର ଭ୍ୟାକ୍ସିନ ପ୍ରକ୍ରିୟା କରଣ କାର୍ଯ୍ୟ କରୁଛି । କେନ୍ଦ୍ର ସରକାରଙ୍କ ଅନୁସାରେ ଭ୍ୟାକ୍ସିନ ର କୌଣସି ଅଭାବ ନାହିଁ ସବୁ ରାଜ୍ୟ ମାନଂକୁ ଭ୍ୟାକ୍ସିନ ଯୋଗାଇ ଦିଆ ଯାଇ ପାରିବା କିନ୍ତୁ ରାଜ୍ୟ ରେ ପରିଯାପ୍ତ ଭ୍ୟାକ୍ସିନ ନାହିଁ ବୋଲ ଜଣା ପଡ଼ିଛି ଏବଂ ୧୮ ବର୍ଷ ରୁ ଅଧିକ ବ୍ୟକ୍ତି ଙ୍କୁ ଟୀକା କରଣ ମଧ୍ୟ କରାଯାଇ ପାରୁ ନାହିଁ । ଯଦି ଏହି ଭଳି ଅବସ୍ଥା ରହିବ ତେବେ କରୋନା କୁ ସମ୍ଭାଳିବା ଏବଂ ତାକୁ ନିୟନ୍ତ୍ରଣ ରେ ରଖିବା ଅସମ୍ଭବ ହୋଇ ପଡିବ ।

ସେଥିପାଇଁ ଏହି ଭ୍ୟାକ୍ସିନ ପ୍ରକ୍ରିୟା କୁ ଆହୁରି ତେଜ ରେ ବଢ଼ାଇବା ଉଚିତ । ଏହା ସହିତ ଆମକୁ ମଧ୍ୟ ସତର୍କ ରହିବା ଆବଶ୍ୟକ । ସରକାର ଙ୍କ ଘୋଷଣା ଅନୁସାରେ ମୁହଁରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖୁବା । ହାତକୁ ସଫା ରଖିବା ଏବଂ ସାନିଟାଇଜର ବ୍ୟବହାର କରିବା । କୌଣସି ଜିନିଷ କୁ ଖାଲି ହାତ ରେ ଧରିବା ନାହିଁ ଏବଂ କିଛି କାର୍ଯ୍ୟ କରିବା ପୂର୍ବରୁ ହାତ ରେ ଗ୍ଲୋବସ୍ ପିନ୍ଧିବା ।

ଏହା ସହ କାଢା ଏବଂ ଗରମ ପାଣି ର ସେବନ କରିବା । ଏହା ଦ୍ୱାରା ଆମ ଗଳା ରେ କଫ ଜମିବ ନାହିଁ ଏବଂ ଆମକୁ କୌଣସି ସଂକ୍ରମିତ ହେବ ନାହିଁ । ନିଜର ରୋଗ ପ୍ରତିଶୋଧକ ଶକ୍ତି କୁ ବୃଦ୍ଧି କରିବା ପାଇଁ ଉପଯୁକ୍ତ ଏବଂ ପ୍ରୋଟିନ ଯୁକ୍ତ ଆହାର ସେବନ କରିବା ଉଚିତ । ଏବଂ ବାହାର ଜିନିଷ କୁ ଟିକେ ବାରଣ କରିବା ଉଚିତ । ନିଜର ସୁରକ୍ଷା ନିଜ ହାତରେ ହିଁ ରହିଛି ଏହି ସବୁ ନିୟମ କୁ ମାନିବା ଦ୍ୱାରା ଆମେ କରୋନା ରୁ ମୁକ୍ତ ହୋଇ ପାରିବୁ ଏବଂ ଦେଶ ସୁରକ୍ଷିତ ହୋଇ ପାରିବ ପୂର୍ବ ଭଳି ।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *