ଟ୍ରକ ଚାଳକଙ୍କ ମୁଣ୍ଡକୁ ଚଢିଗଲା ରାଗ, ଆଉ ତା’ପରେ ଟ୍ରୋଲ କର୍ମଚାରୀଙ୍କ ସହିତ ସେ ଯାହା କଲେ ଦେଖିଲେ ଆପଣଙ୍କ ହୋସ ଉଡିଯିବ…ଥରେ ଦେଖି ନିଅନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ଅନେକ ସମୟରେ ଅନେକ ପ୍ରକାରର ଭିଡିଓ ସବୁ ଦେଖୁଥିବେ ତେବେ ଏହି ଭିଡ଼ିଓ ଦେଖି ଲୋକମାନେ ନିଜ ସମୟ ଅତିବାହିତ କରୁଥିବା ବେଳେ ନିଜର ମନୋରଞ୍ଜନ ମଧ୍ୟ କରିଥାନ୍ତି । ତେବେ ସୋସିଆଲ ମିଡ଼ିଆ କୁ ଭିଡିଓ ଟ ଗନ୍ତାଘର ବୋଲି ମଧ୍ୟ କୁହାଯାଏ ତେବେ ସବୁ ସମୟରେ କୌଣସି ନା କୌଣସି ଭାଇରାଲ ଭିଡ଼ିଓ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ମଧ୍ୟ କିଛି ଅଦ୍ଭୁତ ଭିଡିଓ ଦେଖିବାକୁ ମିଳୁଛି ଯାହା ଖୁବ ଚର୍ଚ୍ଚା ଧରିଛି ତେବେ ଆସନ୍ତୁ ସେହି ଭିଡିଓ ବିଷୟରେ ଆଲୋଚନା କରିବା ।

ତେବେ ଆପଣ ମାନେ ତ ଜାଣିଥିବେ କି ଟୋଲ ଦ୍ୱାରା ଫାଇନ ଆଦାୟ ହୁଏ । ତେବେ କିନ୍ତୁ ପୁରୁଣା ପଦ୍ଧତିରେ ଟୋଲ ଦେୟ ଆଦାୟ ଦ୍ୱାରା ଭିଡ଼ ସମସ୍ୟା ରହୁଛି । ଟୋଲ ଦେବା, ବିଲ୍‌ କାଟିବା, ଫାଟକ ପାରି ହେବା ଇତ୍ୟାଦି ପାଇଁ ବହୁ ସମୟ ଲାଗିଥାଏ, ନୂତନ ବ୍ୟବସ୍ଥା ଯାତ୍ରୀଙ୍କ ସମୟ ବଞ୍ଚାଇବ ବୋଲି କୁହାଯାଉଛି । ଏ ନେଇ ଜନସଚେତନତା ଆରମ୍ଭ କରାଯାଇଛି ।

ବିଭିନ୍ନ ଆନିମେଶନ ଜରିଆରେ ଏହାର ବ୍ୟବହାର ଓ ଉପକାରିତା ନେଇ ଜନଗଣଙ୍କୁ ଅବଗତ କରାଯାଉଛି । କିଛି ଦିନ ପରେ ରାଜ୍ୟ ରାଜପଥଗୁଡିକରେ ଇଲେକଟ୍ରୋନିକ୍‌ ଟୋଲ କଲେକ୍ସନ(ଇଟିସି)କୁ ପ୍ରାଥମିକତା ଦିଆଯିବ । ଏହି ବ୍ୟବସ୍ଥା କେତେକ ଟୋଲରେ ଫାଙ୍କା ଯାଉଥିବା ଟିକସ ଉପରେ ରୋକ୍‌ ଲଗାଇବ ବୋଲି ପ୍ରଶାସନ ଆଶା କରୁଛି । ଏକକ ଟୋଲ ଦେୟ ବ୍ୟବସ୍ଥା ଭଳି ପାର୍କିଂ ଦେୟର ଏକୀକରଣ ନେଇ ଚିନ୍ତା କରାଯାଉଥିବା କୁହାଯାଉ ଥିଲା ।

ତେବେ ବର୍ତ୍ତମାନ ସେହି ଟୋଲ କୁ ନେଇ ଭିଡିଓ ଆସିଛି । ତେବେ ଫାଇନ ତ  ଦେଲେନି ବରଂ ବୋହିନେଲେ ୧୦ କିଲୋମିଟର । । ଟ୍ରକ୍‌ରେ ବୋହି ବୋହି ଟୋଲ୍ ଗେଟ୍ ଅଧିକାରୀଙ୍କୁ ୧୦ କିଲୋମିଟର ନେଇଗଲେ ଡ୍ରାଇଭର । ଏପରି କିଛି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ୫ ନମ୍ବର ଜାତୀୟ ରାଜପଥ କୁର୍ଣ୍ଣୁଲ ନିକଟରେ ।

ସ୍ଥାନୀୟ ଟୋଲ୍ ଗେଟରେ ଆଳୁ ବୋଝେଇ ଟ୍ରକ ପହଞ୍ଚିଥିଲା । ହେଲେ ଫାଷ୍ଟଟ୍ୟାଗ୍ କାମ କରୁ ନଥିବାରୁ ସେଠି କିଛି ସମୟ ପାଇଁ ଅଟକିଥିଲା ଟ୍ରକ୍ । ତେବେ ଫଳରେ ଟୋଲ କର୍ମଚାରୀମାନେ ଟ୍ରକକୁ ବହୁ ସମୟ ଧରି ଅଟକାଇଥିଲେ ଏବଂ ଟୋଲ ଚାର୍ଜ ଠାରୁ ଅଧିକ ଚାର୍ଜ ଫାଇନ ଆକାରରେ ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ପରେ ଟୋଲ ଚାର୍ଜ ଦେବା ପାଇଁ ମନାକରି ଟ୍ରକ ଚାଳକ ଆଗକୁ ବଢୁଥିବା ବେଳେ ଟୋଲ ଗେଟ ସୁପରଭାଇଜର ଶ୍ରୀନିବାସ ଗାଡ଼ିଟିକୁ ଅଟକାଇବା ପାଇଁ ବମ୍ଫର ଉପରକୁ ଚଢି ଯାଇଥିଲେ । ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *