ଟ୍ରେନ ରେ ହେଇଗଲା କିଛି ଏମିତି କାଣ୍ଡ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଟ୍ରେନ ରେ ଯାତ୍ରା କରୁଥିଲେ ନିଶ୍ଚୟ ଦେଖନ୍ତୁ ଏହି Video

ବନ୍ଧୁଗଣ ସାଧାରଫଣତଃ ଆମେ ମାନେ ସମସ୍ତେ ବଲିଉଡ ଓ ହଲିଉଡ ଫିଲ୍ମରେ ଚୋ-ରୀ ଦେଖିଥାଉ । ହେଲେ ଆମ ଅସଲ ଜୀବନରେ ବି ବହୁତ ଚୋ-ର ଥାନ୍ତି ଯେଉଁ ମାନଙ୍କ ନଜର ସବୁବେଳେ ଆମ ମହଙ୍ଗା ଜିନିଷ ଉପରେ ରହିଥାଏ । କିଛି ଛୋଟ ବୋ-କା ଥାନ୍ତି ଚୋ-ରୀ କରିବା ସମୟରେ ସେମାନେ ଧ-ରା ପଡିଯାଇଥାନ୍ତି ହେଲେ ବନ୍ଧୁଗଣ କିଛି ଚୋ-ର ବହୁତ ଅଧିକ ଚାଲାକ ହୋଇଥାନ୍ତି ଯେଉଁ ମାନଙ୍କର ଧ-ରା ପଡିବାର ସମ୍ଭାବନା ବହୁତ କମ ରହିଥାଏ ।

ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଚୋ-ରଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ବନ୍ଧୁଗଣ ଏହି ଚୋ-ର ମାନଙ୍କ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ୧. ଆମ ଲିଷ୍ଟର ପ୍ରଥମ ଭିଡିଓରେ ଜଣେ ବ୍ୟକ୍ତି ନିଜ କାର ନେଇ ଯାଉଥିବା ବେଳେ ଗୋଟେ ସ୍କୁଟିରେ ଦୁଇଟି ଛୋ-ର ଆସି ଗାଡିର ଟାୟାର ପମ୍ପଚର ହେଇଥିବାର ଇସାରା ଦେଲେ ।

ସେହି ସମୟରେ ବ୍ୟକ୍ତି କାରରୁ ଓଲହାଇ ଟାୟାର ଚେକ କରୁଥିଲା ଓ ଆଉ ଦୁଇଟି ଛୋଟ ଆସି ତାର ଧ୍ୟାନ ଭଡକାଇ ଥିଲେ । ସେହି ସମୟରେ ଗୋଟେ ଚୋ-ର ବ୍ୟକ୍ତିର କାର ଭିତରକୁ ପଶି ବ୍ୟାଗ ଚୋ-ରୀ କରି ନେଇଗଲା । ଏହି ଚୋ-ର ମାନଙ୍କୁ ଠ-ଗ-ଠ-ଗ ଗ୍ୟା-ଙ୍କ ନାମରେ ଜଣା ଯାଏ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଜଣେ ବ୍ୟକ୍ତି ନିଜ ସ୍କୁଟି ନେଇ ତରବାରିଆ ହୋଇ ଏକ ଦୋକାନ ଭିତରେ ପଶି ଯାଉଛି । ବ୍ୟକ୍ତି ଜଣକ ନିଜ ଗାଡିରୁ ଚାବି ମଧ୍ୟ ବାହାର କରିବାକୁ ଭୁଲି ଯାଉଛନ୍ତି । ସେହି ସମୟରେ ଗୋଟେ ଛୋଟ ଛୁଆ ଆସି ଗାଡି ପାଖରେ ବୁଲୁଛି ଠିକ ସମୟ ଦେଖି ଛୁଆଟି ଗାଡି ନେଇ ଫେ-ରା-ର ହୋଇଯାଉଛି । ବ୍ୟକ୍ତି ଜଣକ ବାହାରେ ଆସି ଦେଖିଲା ବେଳକୁ ତା ଗାଡି ଆଉ ନାହିଁ । ବ୍ୟକ୍ତିଙ୍କ ଅଳ୍ପ କିଛି ଅବହେଳା ପାଇଁ ତାଙ୍କ ହାତରୁ ତାଙ୍କ ଗାଡି ଚାଲିଗଲା ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଜେନ ବ୍ୟକ୍ତି ଗାଡି ନେଇ ମନ୍ଦିରକୁ ଆସୁଛି । ବ୍ୟକ୍ତିଟି ତରବରିଆ ହୋଇ ଗାଡି ଲକ୍ କରିବାକୁ ଭୁଲି ଯାଉଛି ଓ ମନ୍ଦିର ଭିତରକୁ ଚାଲି ଯାଉଛି ସେହି ସମୟରେ ଚୋ-ର ଆସି ତା ଗାଡି ନେଇ ଫେ-ରା-ର ହୋଇଯାଉଛି । ଏହି ଭିଡିଓଟି ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ।

୪. ବନ୍ଧୁଗଣ ଆମ ଶେଷ ଭିଡିଓଟି ହେଉଛି ଏକ ଟ୍ରେନ ଭିତରର । ଟ୍ରେନ ଭିତରେ ଜଣେ ମହିଳା ପାଖ ଲୋକର ବ୍ୟାଗରୁ ପର୍ସ ଚୋ-ରୀ କରୁଛି ଓ ନିଜ ଡ୍ରେସ ଭିତରେ ଲୁ-ଚା-ଇ ଦେଉଛି ହେଲେ ମହିଳାଙ୍କୁ ଜଣା ନଥିଲା ଏହି ଘ-ଟ-ଣା-ର ଭିଡିଓ ରେକର୍ଡ ହୋଇ ସାରିଛି । ସୋ-ସି-ଆ-ଲ ମି-ଡି-ଆରେ ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ।

Leave a Reply

Your email address will not be published. Required fields are marked *