‘ତୋ ବାପା ଦୁଷ୍ଟ, ମୋ ଧନରେ ତୁ ଦୁଷ୍ଟ ହେବୁନି …’ ନାତି ଗୋଆନ ଙ୍କୁ ଗେଲ କରି କିଛି ଏମତି କହୁଛନ୍ତି Aparajita, ଭାଇରା ହେଉଛି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଯୁଆଡେ ଦେଖିବ କେବଳ ବାବୁସାନ ଓ ପ୍ରକୃତି ଙ୍କୁ ନେଇ ଚର୍ଚ୍ଚା କାରଣ ଆଜି ସକାଳେ ରୋଡ଼ ଉପରେ କିଛି ଏମିତି ଘଟଣା ଘଟିଛି ଯାହାକୁ ଶୁଣିଲେ ଓ ଦେଖିଲେ ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ । ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ବାବୁସାନ ଓ ତୃପ୍ତି ଙ୍କର ଯୋଡ଼ି କୁ ଦର୍ଶକ କେତେ ମାତ୍ରା ରେ ଯେ ଭଲ ପାଆନ୍ତି । କିନ୍ତୁ ବାବୁସାନ ଏବେ ଏମିତି ଘଟଣା ଘଟଇଲେ ଯାହା ଖୁବ ନିନ୍ଦନୀୟ ଅଟେ ଏବଂ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ କେହି ତାଙ୍କ ଠାରୁ ଏମିତି ଆଶା କରି ନଥିଲେ ।

ତେବେ ଅଭିନେତା ବାବୁସାନ ମହାନ୍ତି ସମସ୍ତ ଙ୍କ ହୃଦୟ ରେ ରାଜ କରି ଥାଆନ୍ତୁ,ଲ କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ଯାହାକୁ ନେଇ ଏବେ ପ୍ରାୟ ଜଣ ନିନ୍ଦା କରିବା ଆରମ୍ଭ କରି ଦେଲେଣି । ଆଜି ସକାଳ ସମୟରେ ଭୁବନେଶ୍ୱର ର ସହିଦ ନଗର ଠାରେ ବାବୁସାନ ଓ ଚର୍ଚ୍ଚିତ ଚେହେରା ପ୍ରକୃତି ଙ୍କର ପ୍ରେମ ଧରା ପଡ଼ିଛି ।

କାଲି ସକାଳେ ସେଠାରେ ଯିବା ଆସିବା କରୁଥିବା ଲୋକ ମାନେ ହିଁ ଏହି ଦୃଶ୍ୟ ରେ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଅପଲୋଡ କରିଛନ୍ତି । ତେବେ ଏହି ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ବାବୁସାନ ଓ ପ୍ରକୃତି ଏକ କାର ରେ ଏକାଠି ମିଶି ଯାଉ ଥିବା ବେଳେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ନିଜ ବାପା ଙ୍କ ସହ ଆସି ତାଙ୍କୁ ଅଟକାଇ ଥିଲେମ ଏହାପରେ ବାବୁସାନ ଙ୍କର ସାର୍ଟ ଧରି ଅନେକ ଗାଳି ଗୁଲଜ କରି ଥିଲେ ଏବଂ ଏହା ପରେ ଗାଡ଼ି ଭିତରେ ଥିବା ବେଳେ ପ୍ରକୃତି ଙ୍କର ଚୁଟି ଧରି ପିଟା ପିଟି ମଧ୍ୟ କରି ଥିଲେ ।

ତେବେ ଗାଡ଼ି ଭିତରୁ ବାହାରି ପ୍ରକୃତି ମିଶ୍ର ଯେତେ ବେଳେ ଚାଲି ଯାଉ ଥିଲେ ସେତେ ବେଳେ ତୃପ୍ତି ତାଙ୍କ ପଛରେ ଗୋଡ଼ାଇ ତାଙ୍କୁ ଠେଲି ଦେଇ ଥିଲେ । ତେବେ ତେବେ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚହଳ ପକାଇଛି ଏବଂ ଏହାକୁ ଦେଖି ଲୋକେ ମଧ୍ୟ ଖୁବ ନିନ୍ଦା କରିଛନ୍ତି ଏବଂ ତୃପ୍ତି ଙ୍କୁ ସପର୍ଟ କରିଥିବାର ଦେଖିବାକୁ ମିଳି ଥିଲା ।

ତେବେ ବର୍ତ୍ତମାନ ଆଉ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ବାବୁସାନ ଙ୍କ ଛୋଟ ପୁଅ କୁ ସମସ୍ତେ କହୁଛନ୍ତି ତୋ ବାପା ଦୁଷ୍ଟ ହେଉଛି ତୁ ସୁନା ପିଲା ତୁ ଦୁଷ୍ଟ ହେବୁ ନାହିଁ ତୁ ଭଲ ପିଲା ଆମର ତୁ ବିଲକୁଲ ଦୁଷ୍ଟ ହେବୁନି । ତେବେ ବର୍ତ୍ତମାନ ଏହି ଭିଡିଓ ଟି ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ବର୍ତ୍ତମାନ ସମସ୍ତେ ବାବୁସାନଙ୍କୁ ଦୋଷ ଦେଉଛନ୍ତି ଏବଂ ନିନ୍ଦା କରୁଛନ୍ତି ଏଭଳି କାମ କୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *