Interesting Gk Questions- ଯଦି ତୁମକୁ କୁହାଯିବ ଏହି 3 ଟି ଘରରୁ ଗୋଟିଏ ଘରକୁ ଯିବା ପାଇଁ, ତ ଆପଣ କେଉଁ ଘରକୁ ଯିବେ ? 99% ହେଲେ ଫେଲ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ବିଶ୍ବରେ ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟିଏ ବି ହେଲେ କ୍ଷେତ ନାହିଁ ?

ଉତ୍ତର- ସିଙ୍ଗାପୁର ହେଉଛି ଏକ ଏମିତି ଦେଶ ଯେଉଁଠି ଗୋଟିଏ ବି ହେଲେ କ୍ଷେତ ନାହିଁ ।

୨. ଏମିତି କେଉଁ ଜୀବ ଅଛି ଯାହାର ହାର୍ଟ ତାର ମୁଣ୍ଡରେ ରହିଥାଏ ?

ଉତ୍ତର- ଚିଙ୍ଗୁଡିର ମୁଣ୍ଡରେ ହାର୍ଟ ରହିଥାଏ ।

୩. କେଉଁ ଦେଶରେ ଡାକ୍ତର ମାନେ ରୋଗୀ ଦେଖିବା ପାଇଁ ଉଡାଜାହାଜରେ ଯିବା ଆସିବା କରନ୍ତି ?

ଉତ୍ତର- ଅଷ୍ଟ୍ରେଲିଆ ଦେଶରେ ଡାକ୍ତର ମାନେ ରୋଗୀ ଦେଖିବା ପାଇଁ ଉଡାଜାହାଜରେ ଯିବା ଆସିବା କରନ୍ତି  ।

୪. କେଉଁ ଗଛ ସବୁବେଳେ କାନ୍ଦୁ ଥାଏ ?

ଉତ୍ତର- ଲୁରେଇ ଗଛ ସବୁବେଳେ କାନ୍ଦୁ ଥାଏ ।

୫. ପୃଥିବୀର ବୃହତ୍ତମ ଜାହାଜର ନାମ କଣ ?

ଉତ୍ତର- ପୃଥିବୀର ବୃହତ୍ତମ ଜାହାଜର ନାମ ହେଉଛି କୁଇନ ଏଲିଜାବେଥ ।

୬. ଆମେରିକା କେଉଁ ଗ୍ରହର ସନ୍ଧାନ କରିବା ପାଇଁ ଗାଲିଲିଓ ନାମକ ଅନ୍ତରିକ୍ଷ ଜଣେ ପ୍ରେରଣ କରିଥିଲେ ?

ଉତ୍ତର- ଆମେରିକା ବୃହସ୍ପତି ଗ୍ରହର ସନ୍ଧାନ କରିବା ପାଇଁ ଗାଲିଲିଓ ନାମକ ଅନ୍ତରିକ୍ଷ ଜଣେ ପ୍ରେରଣ କରିଥିଲେ ।

୭. ସୁନା ମାଛର ଦେଶ କାହାକୁ କୁହାଯାଏ ?

ଉତ୍ତର- ସୁନା ମାଛର ଦେଶ ଅଷ୍ଟ୍ରେଲିଆକୁ  କୁହାଯାଏ ।

୮. ଗୁରୁ କାଳୁ ଚରଣ ମହାପାତ୍ର କେଉଁ ନୃତ୍ୟ ସହିତ ଜଡିତ ?

ଉତ୍ତର- ଓଡିଶୀ ନୃତ୍ୟରେ ଜଡିତ ।

୯. ଯେଉଁ ଜୀବ ଆଘାତ ପାଇବା ପରେ ମଣିଷ ଭଳି କାନ୍ଦି ଥାଏ ତାର ନାମ କଣ ?

ଉତ୍ତର- ଭାଲୁ ହେଉଛି ଏକ ଏଭଳି ଜୀବ ଯିଏ ଆଘାତ ପାଇବା ପରେ ମଣିଷ ଭଳି କାନ୍ଦି ଥାଏ ।

୧୦. କେଉଁ ଜୀବ ପାଟିରେ ସବୁ ଠାରୁ ଅଧିକ ଦାନ୍ତ ଥାଏ ?

ଉତ୍ତର- କୁମ୍ଭୀର ପାଟିରେ ସବୁ ଠାରୁ ଅଧିକ ଦାନ୍ତ ଥାଏ ।

୧୧. ମଣିଷର ସବୁଠାରୁ ଅଧିକ ଡିଏନଏ କେଉଁ ପ୍ରାଣୀ ଠାରେ ଦେଖିବାକୁ ମିଳିଥାଏ ?

ଉତ୍ତର- ମାଙ୍କଡ ।

୧୨. କିଡ୍ନିକୁ ଓଡିଆରେ କଣ କୁହାଯାଏ ?

ଉତ୍ତର- କିଡ୍ନିକୁ ଓଡିଆରେ ବୃକକ କୁହାଯାଏ ।

୧୩. କେଉଁ ଗଛର ଫୁଲ ଫୁଟିବା ପାଇଁ ଦେଢ ଶହ ବର୍ଷ ଲାଗେ ?

ଉତ୍ତର- ପିତରା ରାଏମଣ୍ଡି ।

୪.କେଉଁ ଗଛରେ ଫୁଲ ହୁଏ ନାହିଁ ?

ଉତ୍ତର- ଛତୁ ଗଛରେ ଫୁଲ ହୁଏ ନାହିଁ ।

୧୫. ଯଦି ତୁମକୁ କୁହାଯିବ ୩ଟି ଘରରୁ ଗୋଟିଏ ଘର ଯିବାକୁ ପଡିବ, ପ୍ରଥମ ଘରେ ନିଆଁ ଲାଗିଛି, ଦ୍ଵିତୀୟ ଘରେ ହତ୍ୟାକାରୀ ମାରିଦେବ ଆଉ ତୃତୀୟ ଘରେ ଏକ ମାସ ଭୋକିଲା ବାଘ ଅଛି, ତେବେ ଆପଣ କେଉଁ ଘରଟି ବାଛିବେ ?

ଉତ୍ତର- ଏକ ମାସ ଭୋକିଲା ରହିଥିବା ଘରଟି କାରଣ ବାଘ ଏକ ମାସ ଭୋକିଲା ରହିଲେ ମରିଯିବ ।

Leave a Reply

Your email address will not be published. Required fields are marked *