ହେଲା ଚମତ୍କାର…3 ମାସର ଶିଶୁ ଡାକୁଛି ଭଗବାନଙ୍କ ନାଁ, Video ନ ଦେଖିଲେ ବିଶ୍ଵାସ କରିବେନି

ବନ୍ଧୁଗଣ, ଭଗବାନ ଙ୍କ ଲୀଳା ଅପରମ୍ପାର । ଭଗବାନ କେଉଁ ରୂପରେ ଆସି ଆମ୍ଭକୁ ଦର୍ଶନ ଦେଇଥାନ୍ତି ତାହା ଦେଖିବା କେଉଁ ଚମତ୍କାରିତା ଠାରୁ ଭିନ୍ନ ନୁହେଁ । ଭଗବାନ ଙ୍କ ଲୀଲା କୁ ଅନୁଭବ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ଇଶ୍ଵର ସମସ୍ତଙ୍କ ମଧ୍ୟରେ ଉପସ୍ଥିତ ରହିଛନ୍ତି । ଆମ୍ଭେ ମାନେ ତାଙ୍କୁ ଦୁଖରେ ସ୍ଵଛ ମନରେ ଡାକିଲେ ସେ ଶୁଣନ୍ତି ମାତ୍ର ଆମ୍ଭେ ଯଦି ସମସ୍ତ ପ୍ରକାରର ସୁଖ ପାଇ ସାରିବା ପରେ ତାଙ୍କୁ ଅବମାନନା କରି ଭୁଲି ଯାଇଥାଉ ଅଥବା ତାଙ୍କୁ ସ୍ମରଣ କରି ନଥାଉ ତେବେ ଭଗବାନ ନିଜ ଭକ୍ତ ଙ୍କୁ ସଠିକ କରିବା ନିମନ୍ତେ ଉଚିତ ନିର୍ଣ୍ଣୟ ନେଇଥାନ୍ତି ।

ଆଜି ଆମ୍ଭେ ଆପଣ ମାନଙ୍କୁ ଏକ ଏଭଳି ଘଟଣା କହିବାକୁ ଯାଉଅଛୁ ଯାହା ସମ୍ବନ୍ଧରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ କଣ କୌଣସି ୩ ମାସର ଶିଶୁ କୁ ଭଗବାନ ଙ୍କ ନାମ ଉଚ୍ଚାରଣ କରୁଥିବାର ଦୃଶ୍ୟ ଦେଖିଛନ୍ତି ? ଯଦି ନା ତେବେ ଜାଣନ୍ତୁ ଏହି ଶିଶୁ ଟି କିଭଳି “ହରିଓମ” କହୁଅଛି । ଶିଶୁଟିକୁ ଏହି ଧରାପୃଷ୍ଠ କୁ ଆସିବାର ମାତ୍ର ୩ ମାସ ହୋଇଛି । ମାତ୍ର ଆସୁ ଆସୁ ଭଗବାନ ଙ୍କ ନାମ ଉଚ୍ଚାରଣ କରିଲାଣି ।

ସମୁଖରେ ଏହି ଶିଶୁ ଟିର ସମ୍ପର୍କୀୟ ବସିଛନ୍ତି ଏବଂ ଶିଶୁ ଟିକୁ ସେହି ସମ୍ପର୍କୀୟ ଜଣକ “ହରିଓମ” “ହରିଓମ” ବୋଲି ବାର ବାର କହୁଛନ୍ତି । ବିସ୍ମୟ ଜଣକ ହେଲେ ମଧ୍ୟ ଏହା ସତ୍ୟ ଯେ ସେହି ବ୍ୟକ୍ତି ଜଣକ “ହରିଓମ” କହିବା ମାତ୍ରେ ୩ ମାସର ଶିଶୁ ଜଣକ ନିଜର ପ୍ରାଣ ପ୍ରଣେ ଚେଷ୍ଟା କରି “ହରିଓମ” ର ଉଚ୍ଚାରଣ କରୁଛି । ଏହା ପରେ କିଛି ସମୟ ପରେ ସେହି ବ୍ୟକ୍ତି ଜଣକ ଟିକିଏ ରହିଯାଉଛନ୍ତି, ପୁଣି ବ୍ୟକ୍ତି ଜଣକ “ହରିଓମ” କହିବାରୁ ଶିଶୁ ଟି ପୁନ୍ନର୍ବାର ଅପେକ୍ଷା ର ସହିତ ଚାହିଁ ବସିଥାଏ “ହରିଓମ” କହିବାକୁ ।

ଏହି ଦୃଶ୍ୟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଦୃତ ଗତିରେ ଭା-ଇ-ରା-ଲ ହେବାକୁ ଲାଗିଛି । ଏହାକୁ ଆପଣ ମାନେ ଦେଖିଲେ ଆପଣଙ୍କ ମନରେ ନାନା ପ୍ରକାରର ପ୍ରଶ୍ନ ଉଠିବ । ସତରେ କଣ ଏହି ଶିଶୁ ଟି ନିଜ ମୁଖରୁ “ହରିଓମ” ଉଚ୍ଚାରଣ କରୁଅଛି । ଆଜ୍ଞା ହଁ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ଏହା ସତ୍ୟ ଘ-ଟ-ଣା ଅଟେ । ବନ୍ଧୁଗଣ ଏହି ଚକିତ ଜଣକ ପ୍ରସଙ୍ଗରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *