ଏହି 3 ଜଣ ମହିଳା ଭୁଲରେ ବି କରନ୍ତୁ ନାହିଁ ତୁଳସୀ ପୂଜା, ହେଇଥାଏ ଘୋର ଅନର୍ଥ – Ajira Anuchinta

ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ଏକ ପବିତ୍ର ଗଛର ମାନ୍ୟତା ଦିଆଯାଇଛି । ସାଧାରଣତଃ ସମସ୍ତ ହିନ୍ଦୁଧର୍ମ ଘରେ ତୁଳସୀ ଗଛର ପୂଜା କରାଯାଇଥାଏ । ଯେଉଁ ଘରେ ତୁଳସୀ ଗଛର ପୂଜା ହୋଇନଥାଏ ସେହି ଘରେ ନକରାତ୍ମକ ଶକ୍ତିର ଆଗମନ ହୋଇଥାଏ, ବନ୍ଧୁଗଣ ତୁଳସୀ ଗଛ ବୈଜ୍ଞାନିକ ଦ୍ରୁଷ୍ଟିରୁ ମଧ୍ୟ ବହୁତ ମହତ୍ଵପୂର୍ଣ୍ଣ ଅଟେ । ସାଧାରଣତଃ ଚାରି ପ୍ରକାରର ତୁଳସୀ ଗଛ ଥାଏ, ସେଗୁଡିକ ହେଉଛି ରାମ ତୁଳସୀ, ଶ୍ୟାମ ତୁଳସୀ, ବାନା ତୁଳସୀ ଓ କପୁର ତୁଳସୀ ।

ହେଲେ ବନ୍ଧୁଗଣ ମୁଖତଃ ଘର ମାନଙ୍କରେ ରାମ ତୁଳସୀ ଓ ଶ୍ୟାମ ତୁଳସୀକୁ ରଖା ଯାଇଥାଏ । ଶାସ୍ତ୍ର ଅନୁସାରେ ଅନ୍ୟ ତୁଳସୀ ଗଛକୁ ଘରେ ରଖିବା ଉଚିତ ହୋଇନଥାଏ । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ଭୁଲ ସେ ମଧ୍ୟ ତୁଳସୀ ଗଛର ପୂଜା କରିବା ଉଚିତ ନୁହେଁ । ଏହି ମହିଳା ମାନଙ୍କୁ ତୁଳସୀ ଗଛର ଆଖ ପାଖକୁ ମଧ୍ୟ ଯିବା ଉଚିତ ନୁହେଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହିଳା ମାନଙ୍କ ବିଷୟରେ ।

୧. ଯେଉଁ ମହିଳା ମାନେ ମାସିକ ଧର୍ମ ପାଳନ କରନ୍ତି ସେମାନେ ଭୁଲ ସେ ମଧ୍ୟ ତୁଳସୀ ଗଛକୁ ପୂଜା କରିବେ ନାହିଁ । ଏହା ପଛରେ ଶାସ୍ତ୍ରର ମଧ୍ୟ ବହୁତ ତଥ୍ୟ ରହିଛି, ବନ୍ଧୁଗଣ ଯେତେବେଳେ ମହାଭାରତରେ ଯୁଧିଷ୍ଟିର ପଶା ଖେଳରେ ହାରିଯାଇଥିଲେ, ସେତେବେଳେ ସେ ଦ୍ରୌପଦୀଙ୍କୁ ବାଜିରେ ଲଗାଇ ଥିଲେ ।

ସେହି ସମୟରେ ଦ୍ରୌପଦି ମାସିକ ଧର୍ମ ପାଳନ କରୁଥିଲେ । ସେହି ସମୟରେ ଦ୍ରୌପଦି ଗୋଟିଏ ବସ୍ତ୍ର ପିନ୍ଧି ଏକ ଅଲଗା ଘରେ ରହୁଥିଲେ । ଏହା ଦ୍ଵାରା ଜଣା ପଡିଯାଉଛି ଯେ, ପ୍ରାଚୀନ କାଳରୁ ଏହି ମାସିକ ଧର୍ମ ମହିଳା ମାନେ ବହୁତ ଭଲ ଭାବରେ ପାଳନ କରିଥାନ୍ତି । ତେଣୁ ଯେଉଁ ମହିଳା ମାନେ ମାସିକ ଧର୍ମ ପାଳନ କରୁଥିବେ ସେମାନେ ଭୁଲ ସେ ମଧ୍ୟ ତୁଳସୀ ଗଛକୁ ପୂଜା କରିବେ ନାହିଁ ।

୨. ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ଯଦି କୌଣସି ମହିଳା ଅଗ୍ନି କୁ ସାକ୍ଷୀ ରାଖୀ ବିବାହ କରି ନାହାଁନ୍ତି ତା ହେଲେ ସେହି ମହିଳା କେବେହେଲେ ଜୀବନରେ ତୁଳସୀ ଗଛର ପୂଜା କରିପାରିବେ ନାହିଁ । ଏହା ସେହି ମହିଳା ଓ ତାର ପରିବାର ପାଇଁ ବହୁତ ବଡ ପାପ ହୋଇପାରେ । ଯଦି ବନ୍ଧୁଗଣ ଆପଣ କୋର୍ଟମ୍ୟାରେଜ କରିଛନ୍ତି ତା ହେଲେ ମଧ୍ୟ ଆପଣ ତୁଳସୀ ଗଛର ପୂଜା କରିପାରିବେ ନାହିଁ । ତେଣୁ ବନ୍ଧୁଗଣ ଏହି ସମସ୍ତ କଥାର ବିଶେଷ ଧ୍ୟାନ ନିଶ୍ଚୟ ରଖନ୍ତୁ ।

୩. ଯେଉଁ ମହିଳା ମାନେ ଅନ୍ୟ ମାନଙ୍କ ପାଇଁ ନିଜ ମନରେ ହିଂସା, କ୍ରୋଧ, ବାଦ ଓ ଇର୍ଷା ଆଦି ରଖିଛନ୍ତି ସେମାନେ ଭୁଲ ସେ ମଧ୍ୟ କେବେହେଲେ ତୁଳସୀ ଗଛର ପୂଜା କରିବେ ନାହିଁ । ଏହା ସହିତ ଯେଉଁ ମହିଳା ମାନଙ୍କ ଚରିତ୍ର ଖରାପ ରହିଥାଏ ସେମାନେ ମଧ୍ୟ ଏହି ପବିତ୍ର ତୁଳସୀ ଗଛର ପୂଜା କରିବେ ନାହିଁ । କାରଣ ଯଦି ଆପଣ ତୁଳସୀ ଗଛର ପୂଜା କରିବେ ତା ହେଲେ ଆପଣ ବହୁତ ବଡ ପାପର ଭାଗୀଦାର ହେବେ । ତେଣୁ ସାଧାରଣତଃ ମହିଳା ମାନେ ଏହି ତିନୋଟି ଜିନିଷକୁ ସବୁବେଳେ ମନେ ରଖିଥିବେ ଓ କେବେହେଲେ ଭୁଲ କରିବେ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *