Bollywood ର ଏହି 3 ଜଣ ହିରୋଇନ ଙ୍କ ସହ ରହି ସାରିଛି ପାକିସ୍ଥାନ ର ପିଏମ ଙ୍କର ସମ୍ବନ୍ଧ, ଆଜି ପର୍ଯ୍ୟନ୍ତ ଜାଣି ନାହାଁନ୍ତି କେହି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସବୁ ଅଭିନେତ୍ରୀ ମାନେ ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ

ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି । ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ବିବାହ ଓ ଲଭ ଲାଇଫ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ପାକିସ୍ତାନର ପ୍ରଧାନ୍ତ ମନ୍ତ୍ରୀଙ୍କ ସହ ଲଭ ରିଲେସନରେ ଥିଲେ ।

ଏହି ସବୁ ଅଭିନେତ୍ରୀ ମାନେ ପାକିସ୍ତାନର ପ୍ରଧାନ୍ତ ମନ୍ତ୍ରୀ ଇମରାନ ଖାନଙ୍କ ସହ ଲଭ ରିଲେସନରେ ଥିଲେ । ଆଜିଆମେ ଆପଣ ମାନଙ୍କୁ ଏହି ସବୁ ଅଭିନେତ୍ରୀ ମାନଙ୍କ ବିଷୟାରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ ।

ରେଖା- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ରେଖା । ଆପଣ ମାନେ ସମସ୍ତେ ରେଖାଙ୍କର ଅନେକ ସୁପର ହିଟ ଫିଲ୍ମ ଗୁଡକୁ ନିଶ୍ଚୟ ଦେଖିଥିବେ । ରେଖା ଗୋଟେ ସମୟରେ ନିଜ ଲଭ ଲାଇଫ ପାଇଁ ବହୁତ ଚର୍ଚାରେ ରହିଥିଲେ । ରେଖାଙ୍କ ନାମ ବଲିଉଡ ଅଭିନେତା ଅମିତବ ବଚ୍ଚନଙ୍କ ସହ ଯୋଡା ଯାଇଥିଲା । ଅମିତାବଙ୍କ ସହିତ ଜିତେନ୍ଦ୍ର, ରାଜ ବାବ୍ବର ଓ କିରଣ କୁମାରଙ୍କ ସହ ମଧ୍ୟ ଯୋଡା ଯାଇଛି ।

ହେଲେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରେଖାଙ୍କ ନାମ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମରାନ ଖାନଙ୍କ ସହ ମଧ୍ୟ ଯୋଡା ଯାଇଛି । ୮୦ ଦଶକରେ ଏହି ଦୁଇଜଣଙ୍କର ଅଫେୟାର ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଥିଲା ।

ଜିନତ ଅମାନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଜିନତ ଅମାନ । ଜିନତ ମଧ୍ୟ ବଲିଉଡର ଏକ ଦିଗଜ ଅଭିନେତ୍ରୀ ଅଟନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ମିଡିଆ ରିପୋର୍ଟସ ଅନୁସାରେ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମରାନ ଖାନ ଜିନତ ଅମାନଙ୍କ ସହ ବହୁତ ସମୟ ପର୍ଯ୍ୟନ୍ତ ରିଲେସନରେ ଥିଲେ । ଇମରାନ ବହୁତ ସମୟ ପର୍ଯ୍ୟନ୍ତ ଜିନତଙ୍କୁ ଡେଟ କରିଥିଲେ ।

ସବାନା ଆଜମି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସବାନା ଆଜମି । ମିଡିଆ ରିପୋର୍ଟସ ଅନୁସାରେ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମରାନ ଖାନ ଅଭିନେତ୍ରୀ ସବାନା ଆଜମିଙ୍କ ସହ ବହୁତ ସମୟ ପର୍ଯ୍ୟନ୍ତ ଅଫେୟାର ରଖିଥିଲେ । ଇମରାନ କେତେକ ବିଦେଶୀ ମହିଳା ମାନଙ୍କ ସହ ମଧ୍ୟ ରିଲେସନରେ ରହିଛନ୍ତି । ବନ୍ଧୁଗଣ ଇମରାନ ନିଜ ଅସଲ ଜୀବନରେ ତିନୋଟି ମହିଳାଙ୍କ ସହ ବିବାହ କରିଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *