‘ତିନି ଦିନହେଲା ବର୍ଷାରେ ବସି ମୁଁ ଭିକ ମାଗୁଛି ,ସେମାନେ ଭିତରେ ଚିକେନ ପକୋଡା ଖାଇ ମୋର…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣି ଥିବେ କି ବର୍ତ୍ତମାନ ସମୟରେ କିପରି ଭାବରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଭିଡିଓ ଗୁଡିକ । ବର୍ତ୍ତମାନ ସମୟ ରେ ଭିଡିଓ ଗୁଡିକ୍ ନିଆଁ ଭଳି ଭାଇରାଲ ହେଉଛି । ତେବେ ଏମିତି ବହୁତ ଭିଡିଓ ଆସୁଛି ଯାହା ଆମ ସମାଜ କୁ ଖରାପ ପ୍ରଭାବ ପକାଉଛି । ତାହା ସହ କୌଣସି ସମ୍ପର୍କ ଉପରେ ଭରସା ମଧ୍ୟ ଉଠି ଯାଉଛି । ତେବେ ଯେଉଁ ବାଦ ବିବାଦ ସବୁ ଚାରି କାନ୍ଥ ଭୀତ ରେ ରହିବା କଥା ତାହା ଏବେ ଆଉ ଚାରି କାନ୍ଥ ଭୀତ ରେ ନ ରହି ତାହା ଏବେ ରାସ୍ତା ରେ ଗଡୁଛି ।

ଏହା ପୂର୍ବ ରୁ ତପସ୍ବନି ର କେସ ଯାହା ହୋଇ ଥିଲା ଏବେ ଯାଏ ସମାଧାନ ହେଇ ନାହିଁ । ବର୍ଷା ଓ ଅନୁଭବ ଙ୍କ ଝଗଡା ମଧ୍ୟ ସମାଧାନ ହେଲା ନାହିଁ । ଏବେ ଆସିଛି ଦୀପିକା ଓ ଦିନେସ୍ ର ଯାହା ୧୩/୧୪ ଦିନ ହୋଇ ସାରିଲାଣି ଆଉ ନ୍ୟାୟ ପାଇବା ପାଇଁ ଦୀପିକା ଦିନେସ୍ ର ଘର ଆଗରେ ଜଗି ବସିଛି ହେଲେ ଏପର୍ଯ୍ୟନ୍ତ କିଛି ନ୍ୟାୟ ମିଳିବା ଦୂର ର କଥା ଦିନେସ୍ ଙ୍କ ଆଡୁ କିଛି ତଥ୍ୟ ବି ମିଳୁ ନାହିଁ ।

ଏପଟେ ଦିପିକା କହୁଛନ୍ତି ନ୍ୟାୟ ପାଇବା ଯାଏ ସେ ଦିନେସ୍ ଙ୍କ ଘର ଆଗରେ ଜଗି ବସିବେ । ସେ ନିଜେ ଜେତେ କଷ୍ଟ ପାଇଲେ ମଧ୍ୟ ସେ ଦିନେସ୍ ଙ୍କ ଘର ଜଗି ବସି ଥିବେ । ତେବେ ବର୍ତ୍ତମାନ ଦୀପିକା ନିଜର ମନ୍ତବ୍ୟ ରଖିଛନ୍ତି ତେବେ ସେ କହିଛନ୍ତି କି ସେ ବିବାହ ପୂର୍ବ ରୁ ଗର୍ଭବତୀ ହେବା କଥା ଦିନେସ୍ ଜାଣିଥିଲେ । ଦିନେସ୍ ପେଗା ନ୍ୟୁଜ କିଟ୍ ଦେଇଥିଲେ ଦୀପିକା ଙ୍କୁ ଚେକ୍ କରିବା ପାଇଁ ।

ମ୍ୟାରେଜ୍ ପୂର୍ବ ରୁ ଦୀପିକା ମାଆ ହୋଇ ଯାଇଥିବାରୁ ସେ ହସ୍ପିଟାଲ ରେ ନିଜ ବିଷୟ ରେ କହିବାକୁ ଲାଜ ଲାଗୁଥିଲା ସେଇଠି ପାଇଁ ସେ ବାରବାର ହସ୍ପିଟାଲ ଯାଇ ନଥିଲେ । ତେବେ ସେ କହିଛନ୍ତି କି ତିନି ଚାରି ଦିନ ହେବ ଲଗାତାର ବର୍ଷା ହେଉଛି ମୁଁ ଗୋଟିଏ ଛତା କୁ ନେଇ ହିଁ ଏଠାରେ ବସିଛି । ତେବେ ଓଦା ହୋଇ ମୋତେ ଥଂଡା ହୋଇ ଗଲାଣି ଗୋଡ଼ ଫୁଲି ବିନ୍ଧା ବିନ୍ଧି ମଧ୍ୟ ହେଉଛି ତେବେ ମୋତେ ବହୁତ କଷ୍ଟ ହେଉଥିଲା ।

ତେବେ ବର୍ତ୍ତମାନ ଖୁବ ଜୋରରେ ଖରା ମଧ୍ୟ ହେଉଛି ଏବଂ ଏଠାରେ ବସିବା ବହୁତ କଷ୍ଟ ହୋଇ ପଡୁଛି । ତେବେ ଲୋକମାନେ ମୋ ଦୁଃଖ ବୁଝି ଭାଙ୍ଗି ଯାଇଥିଲା ପାଲ କୁ ନୂଆ କରି ଲଗେଇ ଛନ୍ତି ତେବେ ସେମାନଙ୍କ ସହ ମଧ୍ୟ ମୋ ଶାଶୁ ଝଗଡା କରିଥିଲେ । ତେବେ ସେମାନେ ଅନ୍ୟ ଲୋକମାନେ ଯେଉଁମାନେ ମୋତେ ଜାଣି ନାହାଁନ୍ତି ସେମାନେ ମୋ କଷ୍ଟ ବୁଝି ମୋତେ ସାହାର୍ଯ୍ୟ କରୁଛନ୍ତି କିନ୍ତୁ ମୋ ନିଜ ଲୋକ ମୋତେ ପଚାରୁ ନାହାନ୍ତି ତେବେ ଘରେ ଆରାମ ରେ ଚିକେନ୍ ପକୋଡା ଖାଉଛନ୍ତି ନେବା ଆଣିବା କରୁଛନ୍ତି ।

ତେବେ ମୋତେ ଜଣେ ଭଉଣୀ ପୁରୀରୁ ଦେଖା କରିବାକୁ ଆସିଥିଲେ ଏତେ ଦୂରରୁ ମୁଁ କେମିତି ଅଛି କଣ କରୁଛି କେମିତି ଖାଉଛି ସେସବୁ ବୁଝିବାକୁ ଆସିଥିଲେ କିନ୍ତୁ ଏଇଠି ପାଖରେ ରହି ସେମାନେ ମୋ ଦୁଃଖ ବୁଝୁ ନାହାଁନ୍ତି କି ମୋ ଛୋଟ ପିଲାର ଦୁଃଖ ବୁଝୁ ନାହାନ୍ତି । ତେବେ ମୋତେ ନ୍ୟାୟ ଦରକାର ଏବଂ ମୋ ଅଧିକାର ମଧ୍ୟ ଦରକାର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *