Tiger Shroff ଫିଲ୍ମ ପ୍ରମୋଶନ ସମୟରେ Shraddha Kapoor ଙ୍କ ସହିତ କଲେ କିଛି ଏମିତି…ଭାଇରାଲ ହେଲା ଭିଡିଓ

ନମସ୍କାର ବନ୍ଧୁଗଣ , ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜିକାଲି ଲୋକପ୍ରିୟ ରହିବାର କୌଣସି ସୁଯୋଗ କୁ ହାତଛଡା କରୁନାହାନ୍ତି । ବେଳେବେଳେ ଅଭିନେତ୍ରୀ ମାନେ ତାଙ୍କର ପୋଷାକ ପାଇଁ ବହୁତ ଜାଗାରେ ଲଜ୍ଜିତ ହେବାକୁ ପଡ଼ିଥାଏ । ସେହିପରି ବଲିଉଡ ର ଅଭିନେତ୍ରୀ ଶ୍ରଦ୍ଧା କପୁର ଙ୍କର ସୋସିଆଲ ମିଡିଆ ରେ ଏପରି କିଛି କଥା ପ୍ରଚାର ହୋଇଛି । ଯେତେବେଳେ କି ଶ୍ରଦ୍ଧା ଦରକାର ଠାରୁ ଛୋଟ ପୋଷାକ ପିନ୍ଧିବାର ନଜ଼ର ରେ ଆସିଛନ୍ତି ।

ବନ୍ଧୁଗଣ ବାଗୀ ୩ ର ପ୍ରମୋସନ ସମୟରେ ଶ୍ରଦ୍ଧା ଏହି ରୂପ ରେ ନଜର ରେ ଆସିଥିଲେ । ଶ୍ରଦ୍ଧା କପୁର ବାଗୀ ୩ ର ପ୍ରମୋସନ ପାଇଁ ଷ୍ଟାର ପ୍ଲସ ର ରିଆଲିଟି ସୋ ଡ୍ୟାନ୍ସ ପ୍ଲସ କୁ ଏପରି ଛୋଟ ପୋଷାକ ପିନ୍ଧିକି ଆସିଥିଲେ । ଶ୍ରଦ୍ଧା ଙ୍କ ସହ ଟାଇଗର ଶ୍ରଫ ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଠାରେ କି ଟାଇଗର ଶ୍ରଦ୍ଧା ଙ୍କୁ ସମସ୍ତଙ୍କ ସମ୍ନା ରେ ଲଜ୍ଜିତ ହେବାରୁ ରକ୍ଷା କରିଥିଲେ । ଯେଉଁଠାରେ ଫୋଟସଉଟ ପାଇଁ ଗୋଟେ ଜାଗାରେ ବସିବାକୁ କହିଥିଲେ ।

କିନ୍ତୁ ଶ୍ରଦ୍ଧା ତାଙ୍କର ଛୋଟ ପୋଷାକ ଯୋଗୁଁ ବସିବାକୁ ଲଜ୍ଜିତ ଅନୁଭବ କରିଥିଲେ । ଏବଂ ତାପରେ ଟାଇଗର ଶ୍ରଦ୍ଧା ଛିଡା ହୋଇ ଫୋଟୋ ଉଠାଇଥିବାର ନଜର ରେ ଆସିଥିଲେ । ପରେ ଶ୍ରଦ୍ଧା ବସିବା ସମୟରେ ମଧ୍ୟ ନିଜ ପୋଷାକ କୁ ହାତ ମାଧ୍ୟମରେ ଲୁଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଶ୍ରଦ୍ଧା ଙ୍କର ଏହି ପୋଷାକ ଟି ବହୁତ ସୁନ୍ଦର ଦେଖାଯାଉଥିଲା । ପୋଷାକ ରେ ସବୁ କାମ ଓ ଡିଜାଇନ ବହୁତ ସୁନ୍ଦର ଭାବରେ ହୋଇଥିଲା। ଏହି ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପୋଷାକ ରେ ବେଲୁନ ପରି ହୋଇଥିଲା ଯାହାଦ୍ୱାରା ସେ ଆହୁରି ସୁନ୍ଦର ଦେଖାଯାଉଥିଲେ । କିନ୍ତୁ ଶ୍ରଦ୍ଧା ତାଙ୍କର ଛୋଟ ପୋଷାକ ପାଇଁ ପୁରା ଖରାପ ଭାବରେ ପ୍ରଚାର ରେ ଆସିସାରିଛନ୍ତି । ଏହା ପୂର୍ବରୁ ମଧ୍ୟ ଶ୍ରଦ୍ଧା ନିଜ ପୋଷାକ ପାଇଁ ବହୁତ ଜାଗାରେ ଚର୍ଚ୍ଚା ରେ ଆସି ସାରିଥିଲେ ।

ଏହା ପୂର୍ବରୁ ଅଭିନେତ୍ରୀ ଶ୍ରଦ୍ଧା ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ରେ କେକ କାଟୁଥିବା ସମୟରେ ଏପରି ଅଵସ୍ଥା ରେ ନଜର ରେ ଆସିଛନ୍ତି । ଯେଉଁଥିରେ ଶ୍ରଦ୍ଧା ନିଜେ ସୁରକ୍ଷିତ ଅନୁଭବ କରିପାରିନଥିଲେ । ସେ ହଳଦିଆ ରଙ୍ଗ ର ଏକ ଛୋଟ ପୋଷାକ ପିନ୍ଧିଥିଲେ । ସେହି ପୋଷାକ ର ଛୋଟ ବେକ କାରଣ ରୁ ଶ୍ରଦ୍ଧା ତଳକୁ ନଇଁ ପାରୁନଥିଲେ । ତେବେ ଏହି ଭିଡିଓ ଦେଖି ବହୁତ ଜଣ ଶ୍ରଦ୍ଧା ଙ୍କୁ ଭଲ ପୋଷାକ ପିନ୍ଧିବା ପାଇଁ ଉପଦେଶ ଦେଇଥିଲେ ଏବଂ ତାଙ୍କର ବହୁତ ଫ୍ୟାନ ଙ୍କୁ ଶ୍ରଦ୍ଧା ଙ୍କର ଏହି ପୋଷାକ ପସନ୍ଦ ଆସି ନ ଥିଲା ।

ଯଦି ଆମେ ଏବେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା ଙ୍କ ବିଷୟରେ କଥା ହେବା ତେବେ ସେ ବର୍ତ୍ତମାନ ତାଙ୍କର ଆଗକୁ ଆସୁଥିବା ଚଳଚ୍ଚିତ୍ର ନାଗିନ ପାଇଁ ବହୁତ ଲୋକପ୍ରିୟତା ଏବଂ ଉତ୍ସାହିତ ରେ ଅଛନ୍ତି । ଶ୍ରଦ୍ଧା ଏହି ଚଳଚ୍ଚିତ୍ର ରେ ଵିଶାଲ ଫୁରିଆ ଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି । ଶ୍ରଦ୍ଧା ଏହି ଚଳଚ୍ଚିତ୍ର ରେ ନାଗିନ ହେବାର ଅଭିନୟ ପାଇଁ ଖୁବ ଆଗ୍ରହ ର ସହ ଅପେକ୍ଷା କରିଛନ୍ତି ।

ତେବେ ଚଳଚ୍ଚିତ୍ର ର ନାମ ନାଗିନ ହେବ ବୋଲି ଠିକ କରିଦିଆ ଯାଇଛି । ବଡ଼ ପରଦା ରେ ଶ୍ରଦ୍ଧା ନାଗିନ କରିବାକୁ ନେଇ ବହୁତ ଆଗ୍ରହୀ ଅଛନ୍ତି ଏବଂ ସେ ସୋସିଆଲ ମିଡ଼ିଆ ରେ ବହୁତ ଖୁସି ରେ ଏହି ସବୁକୁ ସେୟାର କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *