ଏହାକୁ କେବଳ ମାତ୍ର ଥରେ ପିଅନ୍ତୁ, ଥଣ୍ଡା, କାଶ, କଫ ସବୁ ହେଇଯିବ ଗାୟବ- Baba Ramdev Health Tips

ବନ୍ଧୁଗଣ ସାଧାରଣତଃ ଥଣ୍ଡା, କାଶ ଓ କଫ ଆଦି ସାଧାରଣ ସମସ୍ଯା ହୋଇସାରିଛି । ହେଲେ ଶୀତ ଦିନରେ ଅଳ୍ପ ଅସାବଧନତା କାରଣରୁ ଆମେ ଏହା ସଂସ୍ପର୍ଶରେ ଆସିଯାଇଥାଉ । ବନ୍ଧୁଗଣ ଏହି ସମସ୍ଯା ପାଇଁ ଆପଣ ମାନେ ମାର୍କେଟରୁ ମିଳୁଥିବା ବିଭିନ୍ନ ମେଡ଼ିସିନର ସେବନ କରୁଥିବେ । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ଥଣ୍ଡା, କାଶ ଓ କଫ ଆଦି ସମସ୍ଯା ଦୂର ହୋଇଯିବ ।

ବନ୍ଧୁଗଣ ଏହି ଉପଚାରକୁ କରି ଆପଣ ନିରୋଗ ହୋଇଯିବେ ଓ ଆପଣଙ୍କୁ କୌଣସି ଔଷଧର ସେବନ ମଧ୍ୟ କରିବାକୁ ହେବ ନାହିଁ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ମାନେ ଏହାକୁ ନିଜ ଘର ମଧ୍ୟରେ ବହୁତ ସହଜରେ ପ୍ରସ୍ତୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆଶାନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପାୟକୁ ବନେଇବା ପାଇଁ ଆପଣ ପ୍ରଥମେ ଦୁଇ କପ୍ ପାଣି ନିଅନ୍ତୁ ଓ ଏଥିରେ ଦୁଇ ଚାମଚ ଜୀରା ପକାଇ ଏହାକୁ ଗରମ କରନ୍ତୁ । ବନ୍ଧୁଗଣ ଆପଣ ଏହି ମିଶ୍ରଣକୁ ସେତେ ସମୟ ପର୍ଯ୍ୟନ୍ତ ଗରମ କରନ୍ତୁ ଯେତେବେଳ ପର୍ଯ୍ୟନ୍ତ ଏହି ପାଣି ଦୁଇ କପରୁ ଏକ କପ ହୋଇଯିବ । ଏହାପରେ ବନ୍ଧୁଗଣ ଆପଣ ଏକ ଛଣା ସାହାର୍ଯ୍ୟରେ ଏହି ପାଣିକୁ ଜୀରାରୁ ଅଲଗା କରିଦିଅନ୍ତୁ ।

ଏହାପରେ ବନ୍ଧୁଗଣ ଆପଣ ନିଅନ୍ତୁ ତୁଳସୀ ପତ୍ର । ତୁଳସୀ ପତ୍ର ରେ ବନ୍ଧୁଗଣ ୧୦୦ ରୁ ଅଧିକ ଔଷଧୀୟ ଗୁଣ ରହିଥାଏ । ଯାହା ଆମର ଥଣ୍ଡା, କାଶ ଓ କଫ ଆଦି ସମସ୍ଯାକୁ ବହୁତ ସହଜରେ ଦୂର କରିଥାଏ ।ବନ୍ଧୁଗଣ ଆପଣ ସେହି ପାଣିରେ ୫ ରୁ ୬ଟି ତୁଳସୀ ପାତ୍ର ପକାନ୍ତୁ ଓ ସେହି ପାଣିକୁ ପୁଣି ଆଉ ଥରେ ଗରମ କରନ୍ତୁ ।

ଗରମ କରିବା ସମୟରେ ଆପଣ ଏଥିରେ ଏକ ଚାମଚ ଅଦା ପେଷ୍ଟକୁ ପକାଇ ଦିଅନ୍ତୁ । ଏହାପରେ ବନ୍ଧୁଗଣ ଏହି ମିଶ୍ରଣକୁ ଭଲ ଭାବରେ ଗରମ କରି ଫୁଟାଇ ଦିଅନ୍ତୁ । ୧୦ ମିନିଟ ଫୁଟାଇବା ପରେ ଆପଣ ଗ୍ଯାସ ବନ୍ଦ କରିଦିଅନ୍ତୁ ଓ ଏହି ମିଶ୍ରଣକୁ ଏକ ଗ୍ଳାସରେ ଭର୍ତି କରିଦିଅନ୍ତୁ । ଏହି ମିଶ୍ରଣକୁ ମିଠା କରିବା ପାଇଁ ଆପଣ ଏଥିରେ ଦୁଇ ଚାମଚ ମହୁ ପକାଇ ଦିଅନ୍ତୁ ।

ବନ୍ଧୁଗଣ ମହୁ ଆମ କଫ ଓ କାଶ ଆଦି ସମସ୍ଯାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ସଖାଳ ସମୟରେ ଆପଣ ଏହାର ସେବନ କରନ୍ତୁ ହେଲେ ଏହାକୁ ସେବନ କରିବାର ୧ ଘଣ୍ଟା ପରେ ବ୍ରେକ ଫାଷ୍ଟ କରନ୍ତୁ । ବନ୍ଧୁଗଣ ଆପଣ ଏହି କାଢାର ସେବନ କେବଳ ଥରେ କରନ୍ତୁ ଦେଖିବେ ଆପଣଙ୍କୁ ଥଣ୍ଡା, କାଶ ଓ କଫ ଆଦି ସମସ୍ଯାରୁ ବହୁତ ଆରମ ମିଳିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *