‘ତେରେ ନାମ’ ଫିଲ୍ମରୁ ଫେମସ ହୋଇଥିବା ଅଭିନେତ୍ରୀ Bhumika Chawla ଙ୍କର ଏହା ଅଟେ ରିଅଲ ଲାଇଫ ଫାମିଲି

ବନ୍ଧୁଗଣ ଆପଣ ମାନେ ସାମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଭୂମିକା ଚାବଲା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଭୂମିକାଙ୍କୁ ବହୁତ ବଲିଉଡ ଓ ସାଉଥ ଫିଲ୍ମରେ ଦେଖିଥିବେ । ସେ ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଭୂମିକାଙ୍କ ପରିବାର ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଭୂମିକାଙ୍କର ପରିବାର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।ବନ୍ଧୁଗଣ ଭୂମିକା ଏକ ପଞ୍ଜାବୀ ପରିବାରରୁ ଆସିଛନ୍ତି । ତାଙ୍କ ପିତା ଥିଲେ ଜଣେ ଭାରତୀୟ ସେନାର ଯବାନ ।

ଭୂମିକାଙ୍କର ପିତା ଲାଇମ ଲାଇଟ ଠାରୁ ଦୂରରେ ରୁହନ୍ତି । ବନ୍ଧୁଗଣ ଭୂମିକାଙ୍କର ମାଙ୍କର ନାମ ହେଉଛି ବାଲି ଚାବଲା । ବାଲି ସବୁବେଳେ ଘର କାମ କରନ୍ତି ଓ ସେ ବର୍ତ୍ତମାନ ୫୦ ବର୍ଷ ବୟସର ହୋଇସାରିଛନ୍ତି । ଭୂମିକା ତାଙ୍କ ମାଙ୍କ ସହ ବହୁତ ଆୱାର୍ଡ ଫଙ୍କସନରେ ନଜର ଆସିଛନ୍ତି । ବନ୍ଧୁଗଣ ଏହା ବ୍ଯତୀତ ଭୂମିକାଙ୍କର ଗୋଟେ ଭାଇ ଓ ଗୋଟେ ଭଉଣୀ ଅଛନ୍ତି ଯେଉଁମାନେ ସଂପୂର୍ଣ୍ଣ ଲାଇମ ଲାଇଟ ଠାରୁ ଦୂରରେ ରୁହନ୍ତି ।


ବନ୍ଧୁଗଣ ଭୂମିକାଙ୍କର ଶାଶୁ ଘରେ ତାଙ୍କ ସ୍ଵାମୀ, ପୁଅ ଓ ତାଙ୍କ ଶାଶୁ ଶଶୁର ଅଛନ୍ତି । ଭୂମିକାଙ୍କ ସ୍ଵାମୀଙ୍କ ନାମ ହେଉଛି ଭରତ ଠାକୁର । ଭରତ ଜଣେ ଯୋଗ ଶିକ୍ଷକ ହେବା ସହିତ ଜଣେ ପ୍ରଡ୍ୟୁସର ମଧ୍ୟ ଅଟନ୍ତି । ଭୂମିକା ଯୋଗ ଶିଖିବା ପାଇଁ ଭରତଙ୍କ ପାଖକୁ ଯାଉଥିବା ସମୟରେ ଭରତଙ୍କୁ ପ୍ରେମ କରି ବସିଥିଲେ ।

ଯାହାଫଳରେ ଏହି ଦୁଇଜଣ ୪ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ ଓ ୨୦୦୭ ମସିହାରେ ପରସ୍ପର ସହ ବିବାହ କରିଥିଲେ । ବନ୍ଧୁଗଣ ଭୂମକାଙ୍କ ଶାଶୁ ଶଶୁର ଲାଇମ ଲାଇଟରେ ରହିବା ପାଇଁ ପସନ୍ଦ କରନ୍ତି ନାହିଁ । ଭୂମିକା ଓ ଭରତଙ୍କର ଗୋଟେ ପୁଅ ମଧ୍ୟ ରହିଛି ଯିଏ ବର୍ତ୍ତମାନ ବହୁତ ଛୋଟ ଅଛି । ବର୍ତ୍ତମାନ ଭୂମିକା ନିଜ ପରିବାର ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *