ତେନ୍ତୁଳି ଗଛ ଯେମିତି କାଟିଦେଲେ, ସେମିତି ଟ୍ରେନ୍ ଖଣ୍ଡ ଖଣ୍ଡ ହେଇ ଓଲଟି ପଡିଲା, ଟ୍ରେନ ଦୁର୍ଘଟଣାକୁ ନେଇ କିଛି ଏମିତି କହିଲେ ବାହାନଗା ସ୍ଥାନୀୟ ଲୋକେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗୁରୁବାର ଦିନ ଗଛକୁ କାଟିଲେ ଓ ଶୁକ୍ରବାର ଦିନ ଟ୍ରେନ୍ ଓଲଟିଗଲା । ବାହାନଗା ସ୍ଥାନୀୟ ଲୋକେ ଗଛ କରିବା ଯୋଗୁ କରମଣ୍ଡଳ  ଦୁର୍ଘଟଣା ଘଟିଛି ବୋଲି କହିଛନ୍ତି । ବାହାନଗା ଲୋକେ କହିବା ମୁତାବକ ତେନ୍ତୁଳି ଗଛ ଏବେ କାର ବୃକ୍ଷ ନୁହେଁ ଏହା ସତ୍ୟଯୁଗର ଗଛ ଅଟେ । ଏହି ଗଛର ଚାରିତ୍ରୀକ ରହସ୍ୟ  ଏବଂ ଏଥିରେ  ପ୍ରେତ ଆତ୍ମାଙ୍କ ନିବାସ ରହିଛି ।

ଗଛ ପାଖକୁ ଯିଏ ବି ଗଲେ ଆତ୍ମାର ଉପସ୍ଥିତିକୁ ଅନୁଭବ କରିଥାଏ ଏବଂ ଆତ୍ମା ବେଳେ କ୍ରୋଧିତ ହୋଇ ଚିତ୍କାର ମଧ୍ୟ କରିଥାଏ ବୋଲି ଗାଁ ବାସୀ କହୁଛନ୍ତି । ତେନ୍ତୁଳି ଗଛ ତଳେ ବସିଲେ ବହୁତ ଶାନ୍ତି ଅନୁଭୂତି ହୁଏ ଯଦି କେହି ବହୁତ ଦୂର ଅତିକ୍ରମ କରି କ୍ଳାନ୍ତ ହୋଇ ଗଛରେ ତଳେ ବିଶ୍ରାମ ନିଏ ତେବେ ତାହାକୁ ବହୁତ ଭଲ ଲାଗେ ।

ତେନ୍ତୁଳି ଗଛର ତେନ୍ତୁଳି ବହୁତ ସ୍ଵାଦିଷ୍ଟ  ହୋଇଥାଏ ଖାଲି ଭାତରେ ଚକୁଡି ଖାଇବାକୁ ସେଠାକାର ଲୋକେ ପସନ୍ଦ କରିଥାନ୍ତି । ସେଠାକାର ଲୋକେ ଏହାକୁ ସତ୍ୟଯୁଗର ଏକମାତ୍ର ଗଛ ବୋଲି ମାନ୍ୟତା ଦିଅନ୍ତି । କାରଣ ଏହି ଗଛ ବହୁତ ପୁରୁଣା ଗଛ ଏବଂ ଏହାର ଚେର ଏତେ ମଜବୁତ ଯେ ବଡ ବଡ ତୁଫାନ ଓ ଝଡ ପବନରେ ଏହା ଛିଡା ହେଇଛି ।

ସାଧାରଣ ଭାବରେ ଏହା ଖଣ୍ଡ ଖଣ୍ଡ ହୋଇପାରିବ ନାହିଁ । ଗଛରେ ବାସ କରୁଥିବା ଆତ୍ମା ବା ଦେବଶକ୍ତି ସର୍ବଦା ଗଛରେ ରହିବାକୁ ଇଛା କରିଥାଏ । ମାତ୍ର ରେଳଭାଗ କର୍ମଚାରୀମାନେ ବୁଧବାର ଦିନ ତାହାର ଡାଳ କୁ ଭାଙ୍ଗିଦେଇଥିଲେ ଏବଂ ଗୁରୁବାର ଦିନ ତେନ୍ତୁଳି ଗଛକୁ ଚେରରୁ ସଫା କରିଦେଇଥିଲେ । ଗଛର କିଛି ଅଂଶ ନେବାକୁ ଯାଉଥିବା ଲୋକମାନଙ୍କୁ ମନା କରଯାଇଥିଲା କି ତାହା ଆମର କେହି ନେଇପାରିବେ ନାହିଁ ।

ତେଣୁ ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ଗଛଟି ରାଗି ଯାଇ ଟ୍ରେନ୍ କୁ ଓଲଟାଇ ଦେଇଛି । କାରଣ ଦେବଶକ୍ତି ଥିବା ଆତ୍ମା କିଛି ଵି କରିପାରେ । ଗଛ ଯେପରି ଖଣ୍ଡ ଖଣ୍ଡ ହେଲା ଟ୍ରେନ୍ ମଧ୍ୟ ଠିକ ସେହିପରି ହୋଇଗଲା । ଖବର କୁ ନେଇ ଆପଣଙ୍କ ମତ କଣ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *