ଚୁପଚାପ ତାୱାରେ ପକେଇ ଦିଅନ୍ତୁ ଏହି 1 ଜିନିଷ, ଘରେ ମା ଲକ୍ଷ୍ମୀଙ୍କର ହେବ ବାସ, ଧନ ଦୌଲତ ରେ ଭରିଯିବ ଭଣ୍ଡାର- Vastu Tips 

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ସେଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାନ୍ତି କାରଣ ଏହି ଜୀବନକୁ ଅତିବାହିତ କରିବାକୁ ହେଲେ ଧନର ବହୁତ ଆବଶ୍ୟକତା ରହିଥାଏ । ହେଲେ ବନ୍ଧୁଗଣ ଏମିତି ମଧ୍ୟ କିଛି ମଣିଷ ଅଛନ୍ତି ଯେଉଁ ମାନେ କମ କଷ୍ଟରେ ଅଧିକ ଫଳ ପାଇଥାନ୍ତି । ବନ୍ଧୁଗଣ ରୋଷେଇ ଘରକୁ ଘରର ଏକ ମୁଖ୍ୟ ଅଙ୍ଗର ମାନ୍ୟତା ଦିଆଯାଇଛି । କାରଣ ଏହି ସ୍ଥାନରେ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ରୋଷେଇ ଘର ମଧ୍ୟରେ ଥିବା କଡେଇ ଆପଣଙ୍କ ଦରିଦ୍ରତାର କାରଣ ହୋଇପାରେ ।

ବନ୍ଧୁଗଣ ତାୱା ଓ କଢେଇ ସହ ଜଡିତ କିଛି ନୀତି ନିୟମ ରହିଛି ଯାହାକୁ ମାନି ଚଳିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସବୁ ନୀତି ନିୟମ ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ଏହି ସବୁ ନିୟମକୁ ପାଳନ କରିବେ ନାହିଁ ତା ହେଲେ ଆପଣ ଦରିଦ୍ରତା ଭୋଗ ନିଶ୍ଚୟ କାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆପଣ ଯେତେବେଳେ ରୁଟି କରିବାକୁ ଯାଉଛନ୍ତି ସେତେବେଳେ ତାୱା ଗରମ କରି ତାୱା ଉପରେ ନିଶ୍ଚୟ ଅଧା ଚାମଚ ଲୁଣ ପକାନ୍ତୁ । ଏହାପରେ ଆପଣ ଦୁଇ ରୁ ୩ ଇଞ୍ଚର ରୁଟି ବନାନ୍ତୁ । ଏହାପରେ ଆପଣ ରୁଟିକୁ ଏପରି ଏକ ସ୍ଥାନରେ ରଖନ୍ତୁ ଯେଉଁଠି କୌଣସି ପିମ୍ପୁଡି ବା ଚଢେଇ ତାକୁ ଖାଇ ପାରିବ ।

ଏହି ନିୟମ କରିବା ଦ୍ଵାରା ଆପଣଙ୍କ ଘରେ କାହାର ଖରାପ ନଜର ଲାଗିବ ନାହିଁ । ବନ୍ଧୁଗଣ ଏହି ଉପାୟକୁ ସବୁଦିନ କରିବା ଦ୍ଵାରା ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ବାସ ହେବ । ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭାରି ଯିବ । ତା ହେଲେ ବନ୍ଧୁଗଣ ଏହି ଉପାୟଟିକୁ ନିଶ୍ଚୟ କରନ୍ତୁ ।

୨. ବନ୍ଧୁଗଣ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କର ତାୱା ଓ କଡେଇରେ ଜଙ୍କ ଲାଗିଯାଇଥାଏ । ଜଙ୍କ ଲାଗିବା ଦ୍ଵାରା ସେମାନଙ୍କ ଶରୀର ଅସୁସ୍ଥ ରହିବା ସହ ସେମାନଙ୍କ ଘରେ ସବୁବେଳେ କଳହ ହୋଇଥାଏ । ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ଏକ ଅଶୁଭ ସଙ୍କେତ ମାନା ଯାଇଛି ।

ଯଦି ଆପଣଙ୍କ ତାୱା ବା କଢେଇରେ ଜଙ୍କ ଲାଗି ଯାଇଛି ତା ହେଲେ ଆପଣ ତୁରନ୍ତ ସେହି ତାୱାକୁ ଘର ବାହାରେ ଫିଙ୍ଗନ୍ତୁ ନଚେତ ଆପଣଙ୍କୁ ଦରିଦ୍ରତା ଭୋଗ କରିବା ସହ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ । ତା ହେଲେ ବନ୍ଧୁଗଣ ତାୱା ସହ ଜଡିତ ଏହି ସବୁ ନୀତି ନିୟମକୁ ମାନନ୍ତୁ ଓ ଆଜୀବନ ଖୁସିରେ ରୁହନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *