ପ୍ରଥମ ଥର ପାଇଁ ଦେଖନ୍ତୁ Tarang ଟିଭିର ହୀରୋ ମାନଙ୍କର ପ୍ରକୃତ ଜୀବନ ସାଥିଙ୍କୁ, ନମ୍ବର 1 ଙ୍କ ସ୍ତ୍ରୀ ଲାଗନ୍ତି ବହୁତ ସୁନ୍ଦର

ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭିରେ କମ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ କଣ ଏହି ଅଭିନେତା ମାନଙ୍କର ରିଅଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତା ମାନଙ୍କର ରିଅଲ ଲାଇଫ ପାର୍ଟନରଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅଭିଜିତ ଦାସ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିଜିତ ଦାସ । ଆପଣ ମାନେ ସମସ୍ତେ ଅଭିଜିତଙ୍କୁ ‘ଝିଅ ଆମର ନୂଆବୋହୂ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଅଭିଜିତ ଏହି ସିରିଏଲରେ ଶିବର ଭୂମିକାରେ ନଜର ଆସୁଛନ୍ତି । ବନ୍ଧୁଗଣ ଅଭିଜିତଙ୍କ ପତ୍ନୀ ହେଉଛନ୍ତି ନିଲିମା ଦାସ ଏହି ଦୁଇଜଣ ୨୦୨୦ରେ ବିବାହ କରିଥିଲେ ।


ସନୋଜ କୁମାର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସନୋଜ କୁମାର । ଆପଣ ମାନେ ସମସ୍ତେ ସନୋଜଙ୍କୁ ‘ସିନ୍ଦୁରର ଅଧିକାର’ ସିରିଏଲରେ ଆରଭ ଭୂମିକାରେ ଦେଖିଥିବେ । ତେବେ ବନ୍ଧୁଗଣ ସନୋଜ ରିଅଲ ଲାଇଫରେ ସିଙ୍ଗଲ ଅଛନ୍ତି ଓ ତାଙ୍କର କେହି ଗାର୍ଲଫ୍ରେଣ୍ଡ ନାହାନ୍ତି କି ସେ ବିବାହ କରି ନାହାନ୍ତି ।

ସୁମନ କୁମାର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସୁମନ କୁମାର । ଆପଣ ମାନେ ସମସ୍ତେ ସୁମନଙ୍କୁ ‘କୁଆଁରୀ ବୋହୁ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ସାଇ ଭୂମିକାରେ ନଜର ଆସୁଛନ୍ତି । ସୁମନଙ୍କ ଗାର୍ଲଫ୍ରେଣ୍ଡଙ୍କ ନାମ ହେଉଛି ସାରା ରାଉତ । ସାରା ଜଣେ ଅଭିନେତ୍ରୀ ଅଟନ୍ତି ଓ ଏହି ଦୁଇଜଣ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ମାନସ ମହାପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ମାନସ ମହାପାତ୍ର । ଆପଣ ମାନେ ସମସ୍ତେ ‘ମାୟା’ ସିରିଏଲରେ ମାନସଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ନାଗେଶ ଭୂମିକାରେ ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ମାନସ ରିଅଲ ଲାଇଫରେ ବିବାହ କରି ନାହାନ୍ତି ଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ।

ଲିପୁନ ଚୌଧୁରୀ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଲିପୁନ ଚୌଧୁରୀ  । ଆପଣ ମାନେ ସମସ୍ତେ ଲିପୁନଙ୍କୁ ‘ସିନ୍ଦୁରର ଅଧିକାର’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଲିପୁନଙ୍କ ପତ୍ନୀ ହେଉଛନ୍ତି ସ୍ଵାଗତିକା ସାହାଣି । ଏହି ଦୁଇଜଣଙ୍କର ଗୋଟେ ଛୋଟ ପୁଅ ମଧ୍ୟ ଅଛି ।

ସପ୍ଲୀନ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସପ୍ଲୀନ ମିଶ୍ର । ଆପଣ ମାନେ ସମସ୍ତେ ‘ତାରିଣୀ ଆଖିର ତାରା’ ସିରିଏଲରେ ସପ୍ଲୀନଙ୍କୁ ଦେଖିଥିବେ । ତେବେ ଶୁଣିବାକୁ ମିଳୁଛି ଯେ, ସପ୍ଲୀନ ଅଭିନେତ୍ରୀ ସୁଶ୍ରୀ ସବିତାଙ୍କୁ ଡେଟ କରୁଛନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *