ଏମାନେ ହେଲେ Tarang ଟିଭି ହିରୋଇନ ମାନଙ୍କ ସୁନ୍ଦରୀ ମା’

ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭି ଚ୍ୟାନେଲରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଏବଂ ଏମାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ସବୁବେଳେ ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ଚର୍ଚାରେ ରୁହନ୍ତି ଏହି ଅଭିନେତ୍ରୀ ମାନେ ।

ହେଲେ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କ ମା ମାନଙ୍କୁ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଟିଭି ଅଭିନେତ୍ରୀଙ୍କ ମା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣି ଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ନିଲାଖି ପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ନିଲାଖି ପାତ୍ର । ଆପଣ ମାନେ ସମସ୍ତେ ନିଲାଖିଙ୍କ ସୁନ୍ଦର ଅଭିନୟ ନିଶ୍ଚୟ ଦେଖିଥିବେ । ତେବେ ଏ ହେଉଛନ୍ତି ନିଲାଖିଙ୍କ ମା ଓ ସେ ଜଣେ ହାଉସ ୱାଇଫ ଅଟନ୍ତି ।

ସୁମନ ପଟନାୟକ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସୁମନ ପଟନାୟକ । ଆପଣ ମାନେ ସମସ୍ତେ ସୁମନଙ୍କୁ ଓଡିଆ ଲୋକପ୍ରିୟ ଧାରାବାହିକ ‘ତାରା ତାରିଣୀ’ରେ ନିଶ୍ଚୟ ଦେଖିଥିବେ  । ତେବେ ବନ୍ଧୁଗଣ ଏ ହେଉଛନ୍ତି ସୁମନଙ୍କ ମା ।

ଜାସ୍ମିନ ରଥ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଅଭିନେତ୍ରୀ ଜାସ୍ମିନ ରଥ । ଆପଣ ମାନେ ସମସ୍ତେ ଜାସ୍ମିନଙ୍କ ଜବରଦସ୍ତ ଅଭିନୟ ଓଡିଆ ସିରିଏଲ ‘ମାୟା’ରେ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଏ ହେଉଛନ୍ତି ଜାସ୍ମିନଙ୍କ ମା ଜାସ୍ମିନ ନିଜ ମାଙ୍କୁ ବହୁତ ଅଧିକ ଭଲ ପାନ୍ତି ।

ସୁଚରିତା ସ୍ଵାଇଁ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସୁଚରିତା ସ୍ଵାଇଁ । ଆପଣ ମାନେ ସମସ୍ତେ ସୁଚରିତାଙ୍କୁ ଓଡିଆ ଲୋକପ୍ରିୟ ସିରିଏଲ ‘ସିନ୍ଦୁରର ଅଧିକାର’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ଉର୍ବୀ ଭୂମିକାରେ ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ଏ ହେଉଛନ୍ତି ସୁଚରିତାଙ୍କ ମା । ସୁଚରିତାଙ୍କ ମା ତାଙ୍କ ଭଳି ବହୁତ ସୁନ୍ଦର ।

ପ୍ରିୟଙ୍କା ରଥ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ପ୍ରିୟଙ୍କା ରଥ । ଆପଣ ମାନେ ସମସ୍ତେ ପ୍ରିୟଙ୍କାଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ପ୍ରିୟଙ୍କା ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ଏ ହେଉଛନ୍ତି ପ୍ରିୟଙ୍କାଙ୍କ ମା ।

Leave a Reply

Your email address will not be published. Required fields are marked *