Tarang ର ସବୁଠୁ ଦାମୀ ଅଭିନେତ୍ରୀ କିଏ ? କିଏ ନିଏ ସବୁଠୁ ଅଧିକ ଦରମା ?

ବନ୍ଧୁଗଣ ଆପଣ ମାନେ ଟରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ଧାରାବାହିକ ନିଶ୍ଚିତ ଭାବରେ ଦେଖିଥିବେ । ଆପଣ ମାନେ ସମସ୍ତ ଅଭିନେତ୍ରୀ ମାନଙ୍କୁ ମଧ୍ୟ ନିଶ୍ଚିତ ଭାବରେ ଜାଣିଥିବେ । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ଏହି ଅଭିନେତ୍ରୀ ମାନଙ୍କ ଦରମା କେତେ?ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଗୌରୀ । ଯିଏ ଗୌରୀ ଧାରାବାହିକ ରେ । ଦମଦାର ଅଭିନୟ କରୁଛନ୍ତି । ସେ ଗୋଟିଏ ଏପିସୋଡ଼ ପାଇଁ ସାଢ଼େ ୫ ହଜାର ଟଙ୍କା ନେଇଥାନ୍ତି । ତାଙ୍କର ମୋଟ ସମ୍ପତ୍ତି ର ମୁଲ୍ୟ ୨୦ ଲକ୍ଷ ଟଙ୍କା ଅଟେ ।

୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ମଙ୍ଗଳା । ମଙ୍ଗଳା ଚରଣ ଧାରାବାହିକ ର ଗୋଟିଏ ଏପିଷୋଡ଼ କରିବା ପାଇଁ ମଙ୍ଗଳା ପ୍ରାୟ ୧୦ ରୁ ୧୫ ହଜାର ଟଙ୍କା ନିଅନ୍ତି । ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ପ୍ରାୟ ୧୭ ରୁ ୨୦ ଲକ୍ଷ ଟଙ୍କା ଅଟେ ।


୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଇତି । ସିନ୍ଦୁର ର ଅଧିକାର ଧାରାବାହିକ ର ଗୋଟିଏ ଏପିଷୋଡ଼ କରିବା ପାଇଁ ଇତି ୧୭ ରୁ ୨୦ ହଜାର ଟଙ୍କା ନିଅନ୍ତି । ତାଙ୍କ ସମୁଦାୟ ସମ୍ପତ୍ତି ର ମୂଲ୍ୟ ୨୫ ଲକ୍ଷ ଟଙ୍କା ଅଟେ ।

୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ରୁଦ୍ରୀ । ମାୟା ଧାରାବାହିକ ର ଗୋଟିଏ ଏପିଷୋଡ଼ କରିବା ପାଇଁ ରୁଦ୍ରୀ ୨୦ ରୁ ୨୫ ହଜାର ଟଙ୍କା ନିଅନ୍ତି । ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ପ୍ରାୟ ୩୫ ରୁ ୪୦ ଲକ୍ଷ ଟଙ୍କା ଅଟେ ।


୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ତାରିଣୀ । ତାରିଣୀ ଆଖିର ତାରା ଧାରାବାହିକ ର ଗୋଟିଏ ଏପିଷୋଡ଼ କରିବା ପାଇଁ ତାରିଣୀ ୨୫ ରୁ ୩୦ ହଜାର ଟଙ୍କା ନିଅନ୍ତି । ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ପ୍ରାୟ ୩୫ ରୁ ୪୦ ଲକ୍ଷ ଟଙ୍କା ଅଟେ ।

୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଶ୍ରଦ୍ଧା । କୁଆଁରୀ ବୋହୁ ଧାରାବାହିକ ର ଗୋଟିଏ ଏପିଷୋଡ଼ କରିବା ପାଇଁ ୩୫ ହଜାର ଟଙ୍କା ନିଅନ୍ତି । ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ପ୍ରାୟ ୫୦ ରୁ ୬୦ ଲକ୍ଷ ଟଙ୍କା ଅଟେ ।

୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଐଶ୍ଚରିୟା । ଝିଅ ଆମର ନୂଆବୋହୁ ଧାରାବାହିକ ର ଗୋଟିଏ ଏପିଷୋଡ଼ କରିବା ପାଇଁ ଐଶ୍ଚରିୟା ୩୦ ରୁ ୩୨ ହଜାର ଟଙ୍କା ନିଅନ୍ତି । ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ପ୍ରାୟ ୭୦ ରୁ ୭୫ ଲକ୍ଷ ଟଙ୍କା ଅଟେ ।

୮. ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ପୂଜା । ଝିଅ ଆମର ନୂଆବୋହୁ ଧାରାବାହିକ ର ଗୋଟିଏ ଏପିଷୋଡ଼ କରିବା ପାଇଁ ପୂଜା ୨୫ ରୁ ୩୦ ହଜାର ଟଙ୍କା ନିଅନ୍ତି । ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ଅଟେ ।

Leave a Reply

Your email address will not be published. Required fields are marked *