କଣ ଆପଣ ଜାଣନ୍ତି ତରଙ୍ଗ ଟିଭି ର ହିରୋଇନ ମାନଙ୍କର ପ୍ରକୃତ ନାମ କଣ ? ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ, ଆମ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ଚଳଚ୍ଚିତ୍ର ତଥା ଧାରାବାହିକ କୁ ଓଡିଶା ବାସୀ ମାନେ ଦେଖିବାକୁ ପସନ୍ଦ କରିଥାନ୍ତି । ନିଜ ପସନ୍ଦ ଅନୁଯାୟୀ ଅଭିନେତା ତଥା ଅଭିନେତ୍ରୀ ମାନଙ୍କୁ ଟିଭି ପରଦାରେ ଦେଖିଲେ ।

ଦର୍ଶକେ ବେସ ଖୁସି ହୋଇ ଜାଆନ୍ତି । କିନ୍ତୁ ଆପଣ ଦେଖୁଥିବା ଧାରାବାହିକ ର ଅଭିନେତା ତଥା ଅଭିନେତ୍ରୀ ଙ୍କ ରିୟଲ ନାମ ସମ୍ବନ୍ଧରେ ଜାଣିଛନ୍ତି କି ? ଆଜି ଆମ୍ଭେ ତରଂଗ ଟିଭି ରେ ପ୍ରସାରିତ ହେଉଥିବା ସିରିୟଲ ମାନଙ୍କରେ ଅଭିନୟ କରୁଥିବା ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କର ରିୟଲ ନାମ ସମ୍ବନ୍ଧରେ କହିବାକୁ ଯାଉଅଛୁ ।

୧- ମଙ୍ଗଳା;- ଏହି ଅଭିନେତ୍ରୀ ଜଣକ ମଙ୍ଗଳା ଚରଣ ସିରିୟଲ ରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି । ମଙ୍ଗଳା ଙ୍କ ପ୍ରକୃତ୍ତ ନାମ ହେଉଛି, “ଶୁଶ୍ରୀ ଶୁଭାଷିନୀ” । ସେ ନିଜର ଅଭିନୟ ରେ ଲକ୍ଷାଧିକ ଦର୍ଶକଙ୍କ ମନ ମୋହିନେଇଛନ୍ତି ।

୨- ରୁଦ୍ରୀ;- ଏହି ଅଭିନେତ୍ରୀ ଜଣକ ମାୟା ସିରିୟଲ ରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଛନ୍ତି । ତାଙ୍କର ପ୍ରକୃତ ନାମ ହେଉଛି “ଯସମୀନ ରଥ” ।

୩- ଶ୍ରଦ୍ଧା;- କୁଆଁରୀ ବୋହୁ ଧାରାବାହିକ ରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରି ଆସୁଛନ୍ତି ଏହି ଅଭିନେତ୍ରୀ ଜଣକ । ତାଙ୍କର ପ୍ରକୃତ ନାମ ହେଉଛି “ପ୍ରିୟଙ୍କା ରଥ” ।

୪- ରାଧିକା;- ଏହି ଅଭିନେତ୍ରୀ ଜଣକ “ନୂଆ ବୋହୂ” ସିରିୟଲ ରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଛନ୍ତି । ତାଙ୍କର ପ୍ରକୃତ ନାମ ହେଉଛି, “ମିତାଲି ସାରଘାରିୟା” ।

୫- ଇତି;- ସିନ୍ଦୁର ର ଅଧିକାର ସିରିୟଲ ରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଛନ୍ତି । ତାଙ୍କର ରିୟଲ ନାମ ହେଉଛି, “ନିଲାଖି ପାତ୍ର” ।

୬- ତାରିଣୀ;- ଏହି ଅଭିନେତ୍ରୀ ଜଣକ ତାରିଣୀ ଆଖିରେ ତାରା ସିରିୟଲ ରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଛନ୍ତି । ତାଙ୍କ ପ୍ରକୃତ ନାମ ହେଉଛି “ସୁମନ ପଟ୍ଟନାୟକ” ।

୭- ତାରା;- ଆପଣ ମାନେ ତାରାତାରିଣୀ ସିରିୟଲ ରେ ତାରା କୁ ଅଭିନୟ କରିଥିବାର ନିଶ୍ଚିତ ଦେଖୁଥିବେ । ତାର ଙ୍କ ପ୍ରକୃତ  ନାମ ହେଉଛି “ଅସୀମା ପତି” । ଏହି ଅଭିନେତ୍ରୀ ମାନେ ନୂତନ କରି ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇ ବର୍ତ୍ତମାନ ନିଜ ଅଭିନୟ ଦ୍ଵାରା ଘରେ ଘରେ ପରିଚିତ । ଏମାନଙ୍କ ଅଭିନୟ କୁ ଦର୍ଶକେ ବହୁତ ପସନ୍ଦ କରିଆସୁଛନ୍ତି । ଏହି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କର ବହୁତ ଫ୍ୟାନ୍ସ ଫଲୋଇଙ୍ଗ ମଧ୍ୟ ଅଛନ୍ତି । ମୁଖ୍ୟତ ଆମ୍ଭେ ମାନେ ନିଜ ଦୈନନ୍ଦିନ କାର୍ଯ୍ୟ ସମାପ୍ତ କରି ଟିଭି ରେ ଆମ୍ଭ ମାନଙ୍କ ମନଲାଖି ମନୋରଞ୍ଜନ ତଥା ଧାରାବାହିକ ଦେଖିବାକୁ ବସିଥାଉ ।

ଗତ କିଛି ଦିନ ହେବ ମହାମାରୀ କରୋନା କାରଣରୁ ସମସ୍ତ ସୁ-ଟି-ଙ୍ଗ କାର୍ଯ୍ୟ ବନ୍ଦ ଥିବା ବେଳେ ଏହା ସମସ୍ତଙ୍କ ନିମନ୍ତେ ମୁଣ୍ଡ ବ୍ୟଥା ର କାରଣ ପାଲଟି ଯାଇଥିଲା । ମାତ୍ର ବର୍ତ୍ତମାନ ସ୍ଥିତି କୋହଳ ହେବାରୁ ପୁନର୍ବାର ଆମ୍ଭେ ନିଜ ମନଲାଖି ଅଭିନେତା ତଥା ଅଭିନେତ୍ରୀ ଙ୍କୁ ଟିଭି ପରଦାରେ ଦେଖି ପାରିବୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *