ଏମାନେ ହେଲେ Tarang Tv ହିରୋଇନ ମାନଙ୍କର Real life ସୁନ୍ଦରୀ ଭଉଣୀ, ଦେଖନ୍ତୁ କାହା ଭଉଣୀ ସବୁଠୁ ଅଧିକ ସୁନ୍ଦର ?

ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ପ୍ରାୟତଃ ସବୁ ସିରିଏଲ ଆପଣ ନିଶ୍ଚିତ ରୂପରେ ଦେଖୁଥିବେ ଓ ଏହି ସବୁ ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀମାନେ ବି ବହୁତ ପରିଚିତ ଅଟନ୍ତି । ଏମାନଙ୍କ ମଧ୍ୟରୁ କେତେକ ହିରୋଇନଙ୍କୁ ଆପଣମାନେ ପସନ୍ଦ ବି କରୁଥିବେ । କହିବାକୁ ଗଲେ ଏହି ହିରୋଇନମାନଙ୍କ ପରିବାର ବିଷୟରେ ପ୍ରାୟତଃ ଆପଣ ଜାଣିଥିବେ କିନ୍ତୁ କଣ ଆପଣ ସେମାନଙ୍କର ଭଉଣୀ ବିଷୟରେ ଜାଣିଛନ୍ତି ? ଆଜି ଆମେ ଆପଣଙ୍କୁ ଏହି ହିରୋଇନମାନଙ୍କ ଭଉଣୀଙ୍କ ବିଷୟରେ କହିବୁ ।

ମିତାଲି ସରଘାରିଆ- ମିତାଲି ସରଘାରିଆ ନୂଆ ବୋହୁ ସିରିଏଲରେ ରାଧିକ ଭୂମିକାରେ ନଜର ଆସନ୍ତି । ଯଦି ତାଙ୍କର ଭଉଣୀଙ୍କ ବିଷୟରେ କହିବୁ ତେବେ ତାଙ୍କ ଭଉଣୀଙ୍କ ନାଁ ଅମିଶା ସାରଘାରିଆ । ଅମିଶା ସାରଘାରିଆ ବି ନିଜ ଭଉଣୀ ଭଳି ବହୁତ ସୁନ୍ଦର ।

ପ୍ରିୟଙ୍କା ରଥ- ତରଙ୍ଗ ଟିଭିରେ ପ୍ରସାରିତ କୁଆଁରୀ ବୋହୁ ସିରିଏଲରେ ଶ୍ରଦ୍ଧାଙ୍କ ରୋଲରେ ପ୍ରିୟଙ୍କା ରଥ ଅଭିନୟ କରୁଥିଲେ । ପ୍ରିୟଙ୍କା ରଥଙ୍କ ଭଉଣୀ ହେଉଛି ଆଳିଆ କୁମାରୀ ରଥ । ଯିଏକି ନିଜ ଭଉଣୀ ଭଳି ବହୁତ ସୁନ୍ଦର । ଦୁହେଁ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି ଓ ଖୁବ ସାରା ଫଟୋ ମଧ୍ୟ ସେୟାର କରନ୍ତି ।

ସୁମନ ପଟ୍ଟନାୟକ- ଆପଣ ସମସ୍ତେ ତାରଣୀ ଆଖିର ତାରା ସିରିଏଲରେ ସୁମନ ପଟ୍ଟନାୟକଙ୍କୁ ତାରଣୀ ଭୂମିକାର ଅଭିନୟ କରିଥିବାର ଦେଖିଥିବେ । ସେ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ କିଣି ପାରିଛନ୍ତି ଯାହା ପାଇଁ ଦର୍ଶକ ତାଙ୍କୁ ଦେଖିବା ପାଇଁ ଖୁବ ଭଲ ପାଆନ୍ତି । ସେ ଘରେ ଘରେ ତାରିଣୀ ନାମରେ ପରିଚିତ । ସୁମନ ପଟ୍ଟନାୟକଙ୍କ ସାନ ଭଉଣୀ ଅଛନ୍ତି ଓ ଯାହାର ନାଁ ସେଜଲ ।

ନିଲାଖି ପାତ୍ର- ସିନ୍ଦୁରର ଅଧିକାରୀ ସିରିଏଲରେ ଇତି ଭୂମିକାରେ ନଜର ଆସନ୍ତି ନିଲାଖି ପାତ୍ର । ନିଲାଖି ଙ୍କ ଅଭିନୟ ଦର୍ଶକ ଙ୍କ ମନକୁ ମୋହିନିଏ । ଯାହା ପାଇଁ ଏହି ଧାରାବାହିକ ଟି ଆଜି ଘରେ ଘରେ ଲୋକପ୍ରିୟ ହୋଇ ପାରିଛି । ନିଲାଖି ପାତ୍ରଙ୍କ ବଡ ଭଉଣୀଙ୍କ ନାଁ ହେଉଛି ସିପ୍ରା । ସିପ୍ରା ଜଣେ ମେଡିକାଲ ଛାତ୍ରୀ । ସେ ମଧ୍ୟ ଦେଖିବାକୁ ଖୁବ ସୁନ୍ଦର ।

ସୁଚରିତା ସ୍ଵାଇଁ- ସୁଚରିତା ସ୍ଵାଇଁ ସିରିଏଲ ସିନ୍ଦୁରର ଅଧିକାରୀରେ ଦ୍ଵିତୀୟ ମୁଖ୍ୟ ଅଭିନେତ୍ରୀ ଉର୍ବୀ ଭୂମିକାରେ ଅଭିନୟ କରୁଛନ୍ତି । କହିଦେଉଛୁ କି ତାଙ୍କର ଜଣେ ବଡ ଭଉଣୀ ଅଛନ୍ତି । ତାଙ୍କ ଭଉଣୀ ଓ ସେ ଦୁହେଁ ଏକା ପରି ଦେଖା ଯାଆନ୍ତି । ଦୁହେଁ ଖୁବ ସୁନ୍ଦର ସୁଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।

ଶୀତଲ ପଟ୍ଟନାୟକ- ଐଶ୍ଵର୍ୟା ଭୂମିକାରେ ଶୀତଲ ପଟ୍ଟନାକ ଝିଅ ଆମର ନୂଆ ବୋହୁ ସିରିଏଲରେ ଅଭିନୟ କରନ୍ତି । ଶୀତଲ ପଟ୍ଟନାୟକ ସାନ ଭଉଣୀ ଅଛନ୍ତି । ଯାହାର ନାଁ ସୀମରନ ପଟ୍ଟନାୟକ । ସେ ବି ଜଣେ ଅଭିନେତ୍ରୀ ଅଟନ୍ତି । ଦୁହେଁ ଦେଖିବା ପାଇଁ ଖୁବ ସୁନ୍ଦର ଅଟନ୍ତି ।

ଜାଗୃତି ରଥ- ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଶ୍ରୀ ମନ୍ଦିର ସିରିଏଲରେ ଜାଗୃତି ରଥ ପଦ୍ମାବତୀ ଭୂମିକାରେ ନଜର ଆସନ୍ତି । ସେ ବହୁତ ସୁନ୍ଦର ଅଭିନୟ କରି ଲୋକଙ୍କ ମନକୁ କିଣି ନେଇଛନ୍ତି । ତାଙ୍କ ଅଭିନୟ ଯେତିକି ସୁନ୍ଦର ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର । ଜାଗୃତିଙ୍କ ବଡ ଭଉଣୀ ଅଛନ୍ତି । ସେ ମଧ୍ୟ ଦେଖିବାକୁ ଖୁବ ସୁନ୍ଦର ।

ସୁସଶ୍ରୀ ଶୁଭାସିନୀ- ମଙ୍ଗଳା ଚରଣ ସିରିଏଲରେ ଆପଣ ମଙ୍ଗଳା ଭୂମିକାରେ ସୁସଶ୍ରୀଙ୍କୁ ନିଶ୍ଚିତ ରୂପରେ ଦେଖିଥିବେ । ସୁସଶ୍ରୀଙ୍କ ର ବି ଭଉଣୀ ଅଛନ୍ତି । ଯିଏକି ନିଜ ଭଉଣୀ ଭଳି ସୁନ୍ଦର ଅଟନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *