‘ମତେ ଲାଗୁଛି ତପୁ ମୋ ପାଖରେ ଠିଆ ହୋଇଛି, ସେ ମତେ…’ Tapu ଙ୍କୁ ମନେ ପକାଇ ଭୋ ଭୋ ହୋଇ କାନ୍ଦିଲେ Pami Mishra, ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଙ୍କର ପରଲୋକ ପରେ ସମଗ୍ର ଓଡିଶାବାସୀ ଙ୍କ ମନରେ ଶୋକର ଛାୟା ଖେଳିଯାଇଥିଲା । ତେବେ ତାଙ୍କ ଭଉଣୀ ପମି ତାଙ୍କୁ ନେଇ କ’ଣ କହିଛନ୍ତି ଆସନ୍ତୁ ଜାଣିନେବା । ତେବେ ପମି କହିଛନ୍ତି ଯେ ତପୁ ଏମିଲି ମଣିଷ ତାଙ୍କୁ ଆମ୍ଭେ ସବୁଦିନ ମନେ ପକାଉଛନ୍ତି, ଅନ୍ୟ ପାଖରେ ମନେ ନ ପକାଉଛୁ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । କାରଣ ପମି କହିଛନ୍ତି ଯେ ତପୁ ମିଶ୍ର ତାଙ୍କ ସହିତ ଏଭଳି ଭାବରେ ମିଶି ଯାଇଛନ୍ତି ଯେ,

ତପୁ ଙ୍କୁ ସବୁଦିନ ମନେ ପକାଇବାର କୌଣସି ଜଷ୍ଟିଫିକେଶନ ନାହିଁ କି କିଛି ଦରକାର ମଧ୍ୟ ନାହିଁ । ପମି କହିଛନ୍ତି ଯେ ତପୁ ମୋ ଆତ୍ମା ଭିତରେ ଅଛି । ଏହାପରେ କହିଛନ୍ତି ଯେ ଶରୀର ସିନା ଛାଡିଦେଇଛି ସେଥିପାଇଁ ଆମ୍ଭେ ସାକ୍ଷାତ କରି ପାରୁନାହୁଁ । ଏବଂ ତପୁ ସହିତ ଆମ୍ଭେ କେତେ ଖଟି କରିବାକୁ ଯାଉଥିଲୁ ବୁଲିବାକୁ ଯାଉଥିଲୁ ସେ ସବୁ ହେଇ ପାରୁ ନାହିଁ । କିନ୍ତୁ ଆମ୍ଭେ ବହୁତ ମନେ ପକାଉଛୁ ।

ଏହାପରେ ଆଉ ଜଣେ ଅଭିନେତ୍ରୀ କହିଛନ୍ତି ଯେ ଆମ୍ଭ ଗେଟ ଟୁଗେଦର ତପୁ ଙ୍କୁ ନେଇ ବର୍ତ୍ତମାନ ଆଉ ହୋଇ ପାରୁ ନାହିଁ ସିନା, କିନ୍ତୁ ପମି ଦି ଙ୍କୁ ମୁଁ ଭୁଲ ରେ ଡାକୁଛି ତପୁ ଦି ତପୁ ଦି !କହିବାକୁ ଗଲେ ତପୁ ଙ୍କ ଉପରେ ସେମାନଙ୍କ ଏତେ ଆଟାଚମେଣ୍ଟ ଅଛି ଯାହାକୁ ସେ କେବେ ମଧ୍ୟ ଭୁଲି ପାରିବେ ନାହିଁ ।

ପମି ମିଶ୍ର କହିଛନ୍ତି ଯେ ସ୍ଟେଜ ଉପରେ ମଧ୍ୟ ଲାଗୁଛି ଯେ ଯେମିତି ତପୁ ଆମ୍ଭ ମାନଙ୍କ ସହିତ ଅଛି । ସେ ଏହା ମଧ୍ୟ କହିଛନ୍ତି ଯେ ଲାଷ୍ଟ ଫେବ୍ରୁଆରି ମାସ ୨୦୨୧ ରେ ସେ ତପୁ ଙ୍କ ସହିତ କଥା ହେଇଥିଲେ । ସେତେବେଳେ କେତେକ ମଲ ଖୋଲିଯାଇଥିଲା ଏବଂ ତପୁ ଫୋନ କରି କହିଥିଲେ ପମି ଙ୍କୁ ଯେ ନାନୀ ଆମ୍ଭେ ଘରେ ବସି ବହୁତ ବୋର ହୋଇଗଲୁଣି ଏସପ୍ଲାନେଟ ଖୋଲିଲାଣି ଆମ୍ଭେ ପିକ୍ଚର ଯିବା ଦେଖିବାକୁ ।

ଆମ୍ଭେ ତାହା ପ୍ଲାନିଙ୍ଗ କରିଥିଲୁ ବୋଳିବ କହିଛନ୍ତି ପମି ମିଶ୍ର । ପମି କହିଛନ୍ତି ଯେ ତପୁ ଭଳି କଣ୍ଠ ଆମ୍ଭ ଓଡିଆ ଇଣ୍ଡଷ୍ଟ୍ରୀ ରେ କାହାର ହୋଇ ନଥିଲା କି କାହାର ହେବ ନହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *