‘ଡିଭୋର୍ସ ନେବାର ଥିଲେ 8 ଲକ୍ଷ ଟଙ୍କା କଣ 1 କୋଟି ଦେଲେ ବି ଡିଭୋର୍ସ ଦେବିନି, ସେ ଆମ ଠାରୁ…’ ଭାଇରାଲ Video ର ସତ କହିଲେ Tapaswini, ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ବନ୍ଧୁଗଣ, ତପସ୍ଵିନୀ କହିଛନ୍ତି ମୋତେ ଯଦି ଡିଭୋର୍ସ ନେବାର ଥାନ୍ତା ତେବେ ମୋତେ ୮ ଲକ୍ଷ କ’ଣ ୮ କୋଟି କି ୮୦ କୋଟି ଦେଲେ ବି ମୁଁ ଡିଭୋର୍ସ ଦେବିନାହିଁ । ସୁମିତ ମୋ ବିଷୟରେ ଯେଉଁ କଥା କହିଛନ୍ତି କି ମୁଁ କେଉଁ ପୁଅ ସହ ଚାଟ କରିଛି, ମୁଁ ସେ ବିଷୟରେ ଜାଣିନି କି ମୁଁ ସେ ପିଲାକୁ ବିଲକୁଲ ଜାଣିନାହିଁ । ମୋ ସ୍ଵାମୀ ନିଜ ପାଟିରେ ସେ ବିଷୟରେ ଉଚ୍ଚାରଣ କରୁଛନ୍ତି । ଆପଣ ଜନସାଧାରଣ ସମସ୍ତେ ଜାଣିଛନ୍ତି ମୁଁ ଗୋଟେ ମାସ ହେଲାଣି ଏହି ଜାଗାରେ ବସି ରହିଛି ।

ସେହି ପୁଅ ସହ ଯଦି ମୋର ରିଲେସନ ହେଉ କି ଫ୍ରେଣ୍ଡସିପ ହେଉ ବା କିଛି ବି ସମ୍ପର୍କ ଥାନ୍ତା, ତେବେ ସେ କ’ଣ ଏହି ଜାଗାକୁ ଆସି ନ ଥାନ୍ତା ମୋ ପାଖକୁ ? ଖୁଲମ ଖୁଲା ଆସିଥାନ୍ତା ସେ ମୋ ପାଖକୁ ସବୁ ଲୋକ ଯେମିତି ଆସୁଛନ୍ତି । ଯଦି ମୋର ତାହା ସହ ସମ୍ପର୍କ ଥାନ୍ତା ସେ ଆପେ ଆପେ ଆସି ଯାଇଥାନ୍ତା କିନ୍ତୁ ସେ କାହିଁକି ଆସିନାହିଁ ଏବେ ଯାଏ ? ଆଉ ଯେଉଁ କଥା ଆସୁଛି ମୁଁ ୮ ଲକ୍ଷ ଟଙ୍କା ମାଗିଛି ବୋଲି, ବାସ୍ତବରେ ୧୫ ଲକ୍ଷ ରୁ ଯେଉଁ ଡିମାଣ୍ଡ କରିଥିଲେ ମୋର ଶ୍ଵଶୁର ମୋ ପାଠପଢା ଏମବିବିଏସ କୋର୍ସ ପାଇଁ ତାଙ୍କୁ ୮ ଲକ୍ଷ ଟଙ୍କା ଦିଅନ୍ତୁ ।

ଯାହା ତାଙ୍କୁ ଦିଆ ମଧ୍ୟ ହୋଇଛି, କିନ୍ତୁ ସେ ଜଏନ କରିବାର କୌଣସି ପଦକ୍ଷେପ ଆଜି ଯାଏ ନେଇ ନାହାନ୍ତି । ସେ ପଇସାର ଯେହେତୁ ମୋ ଶ୍ଵଶୁର ଓ ସ୍ଵାମୀ ସବୁବେଳେ ଡିଭୋର୍ସ ଡିଭୋର୍ସ ବାରବାର ହେଉଥିଲେ ସେଥିପାଇଁ ମୁଁ କହିଲି ମୋର ୮ ଲକ୍ଷ ଟଙ୍କା ଆଗ ଦେଇଦିଅ ତାହାପରେ ତୁମେ ଡିଭୋର୍ସ ନିଅ । ସେହି ସମୟରେ ସେମାନେ ମୋତେ ବାର ବାର ଡିଭୋର୍ସ କଥା କହି ମୁଣ୍ଡ ଖରାପ କରୁଥିଲେ ସେହି ଟାଇମ ରେ ମୋ ବାପା ଗାଈ ବିକିକି ୮ ଲକ୍ଷ ଟଙ୍କା ଆଣି ଦେଇଛନ୍ତି ।

ଆମର ଗାଈ ଫାର୍ମ ଅଛି, ସେହି ଗାଈକୁ ବିକ୍ରି କରି ମୋ ବାପା ଆଣିକି ଦେଇଥିଲେ । ଏହି ଘଟଣା ଏବେର ନୁହେଁ । ଏହି ଘଟଣା କୁ ୧ ବର୍ଷ ହୋଇଗଲାଣି । ଯଦି ମୋର ଡିଭୋର୍ସ ନେବାର ଥାନ୍ତା ତା’ହେଲେ ଆଜିର ଡେଟରେ ମତେ ୮ କୋଟି ଦେଲେ ମଧ୍ୟ ମୁଁ ଡିଭୋର୍ସ ଦେବିନି । ଏବଂ ସେ ଯାହା କହୁଛନ୍ତି ଏହି ଘଟଣା ଆସ୍କା ହାଇୱେ ରେ ହୋଇଛି ତାହା ପୁରା ମିଛ ଅଟେ ।

ଆସ୍କା ହାଇୱେ ରେ ଯେବେ ଆମେ ଯାଇଥିଲୁ ୭ ଦିନ ରହିବା ପାଇଁ, ଆମକୁ ପୁରାପୂରି ତୃତୀୟ ପାର୍ଟି ମନା ହୋଇଥିଲା । ସୁମିତ ଜାଣିଶୁଣି ସେହି ଭି-ଡି-ଓ ରେ ଆମ ଗାଡ଼ିର ନମ୍ବର ଦେଖିଇଛନ୍ତି । ଯଦି ସେ ଗାଡ଼ି ଆମ ଘର ଲୋକଙ୍କର ତାହେଲେ ଆମ ଘର ଲୋକ ହିଁ କେହି ଚଲେଇକି ଆସିଥିବେ । ସେଠି ଗୋଟେ ସର୍ବ ଇନିସପେକ୍ଟର ଥିଲେ । ଗୋଟେ ଏସଆଇ ଓ ଦୁଇ ଜଣ କନଷ୍ଟେବଳ ଥିଲେ ।

ଆମକୁ ପୁରାପୁରି ଭାବରେ ତୃତୀୟ ପାର୍ଟି ମନା ହୋଇଥିଲା । ଯଦି ଆମ ଘରଲୋକ ସେହି ଜାଗାକୁ ଆସିଥିଲେ, ଏବଂ ଗାଡ଼ିର ଭି-ଡି-ଓ କରୁଥିଲେ । ସେଠାରେ ପୋଲିସ ମାନେ ମଧ୍ୟ ଥିଲେ ସେମାନେ କ’ଣ ପାଇଁ ହବୁଡ଼ି ପାରିଲେ ନାହିଁ । ଏହି ସବୁ ପୁରା ମିଛ କଥା । ଏହି ଘଟଣା କୁ ୧ ବର୍ଷ ହୋଇଗଲାଣି । ଏହିଭଳି ଭାବରେ ପ୍ରତିକ୍ରିୟା ରଖିଛନ୍ତି ତପସ୍ଵିନୀ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *