ତାଙ୍କୁ ମୁଁ ପ୍ରଥମରୁ ଚାକିରୀ ପାଇଁ କହୁଥିଲି, କିନ୍ତୁ ସେ କହିଲେ ମୁଁ ୟୁଟୁବରେ ସକ୍ସେସଫୁଲ ହେବି, ଆଉ ଆଜି ସେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜିଭଳି ଦିନରେ ୟୁଟ୍ୟୁବ କୁ ଯୁବପିଢୀ ମାନେ ନିଜର ରୋଜଗାରର ମାଧ୍ୟମ ବନାଇ ଦେଇଛନ୍ତି । ତେବେ ଆଜି ଆମ୍ଭେ ସେହିଭଳି ଏକ ଯୁବକ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେ କି ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ସକ୍ସେସ ହୋଇଛନ୍ତି । ଆସନ୍ତୁ ତେବେ ଜାଣିନେବା ତାଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ତେବେ ୟୁଟ୍ୟୁବ ମଧ୍ୟ କାହାର ଜୀବନସାଥି ଖୋଜି ଆଣିପାରେ ଏହା ଆମ ପାଇଁ ନିହାତି ଏକ ନୂଆ କଥା ହୋଇପାରେ ।

କିନ୍ତୁ ଏହି ଯୁବତୀ ୟୁଟ୍ଯୁବରୁ ନିଜ ପ୍ରେମୀ ଦିଲ୍ଲୀପ ଙ୍କୁ ପାଇଛନ୍ତି ଏବଂ ତାଙ୍କୁ ପାଇ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ପ୍ରେମିକା ଜଣଙ୍କ କହିଛନ୍ତି ଯେ ସେ ନିଜ ପ୍ରେମୀ ଦିଲ୍ଲୀପ ଙ୍କୁ ଯେତେବେଳେ ଜାଣିଥିଲେ ସେତେବେଳେ ସେ କିଛି ନଥିଲେ କେବଳ ଡ୍ୟାନ୍ସ କରୁଥିଲେ । ରୋଜଗାର ମଧ୍ୟ କିଛି ନଥିଲା, ଘରେ ନିଜ ମା’ ଙ୍କୁ କହିଥିଲେ ଯେ ମୁଁ ଦିଲ୍ଲୀପ ଙ୍କୁ ପସନ୍ଦ କରୁଛି ଏବଂ ତାଙ୍କୁ ଜୀବନସାଥୀ ରୂପେ ଆଗକୁ ନେବାକୁ ଚାହୁଁଛି । ଏହାପରେ ଯୁବତୀ ଙ୍କ ଘର ଲୋକେ ଶୀକୃତି ଦେଇଥିଲେ ।

ଏହାପରେ ୟୁଟ୍ୟୁବର ଦିଲ୍ଲୀପ ଙ୍କୁ ନିଜ ମନର କଥା କହିଥିଲେ ଯୁବତୀ । କିନ୍ତୁ ଦିଲ୍ଲୀପ ଙ୍କ ରୋଜଗାର ନଥିବା ବେଳେ ଘରେ ଟିକିଏ ଅସନ୍ତୋଷତା ପ୍ରକାଶ ପାଇଥିଲା ଦିଲ୍ଲୀପ ଙ୍କ ପ୍ରେମିକା ତାଙ୍କୁ କହିଥିଲେ ଯେ ତୁମେ ଚାକିରି କର, କିନ୍ତୁ ଦିଲ୍ଲୀପ କହିଥିଲେ ମୋତେ 6 ମାସ ସମୟ ଦରକାର ମୁଁ ରୋଜଗାର କରି ନିଶ୍ଚିତ ଦେଖାଇବି ।

ଏହା ପରେ ଦିଲ୍ଲୀପ ଏଭଳି ଭାବରେ ଫେମସ ହେଲେ ଯେ ତାଙ୍କୁ ସମସ୍ତେ ଜାଣିବାକୁ ଲାଗିଲେ । ସୋ-ସି-ଆ-ଲ ମି-ଡି-ଆରେ ଜୀବନ ସାଥି ଚୟନ କରିବା କଥା ଆପଣ ମାନେ ନିଶ୍ଚିତ ଭାବରେ ଶୁଣିଥିବେ ମାତ୍ର ପ୍ରଥମ ଥର ପାଇଁ ଏହି ଯୁବତୀ ଜଣଙ୍କ ୟୁଟ୍ୟୁବରେ ନିଜର ଜୀବନ ସାଥି ବାଛିଛନ୍ତି । ଏହାକୁ ନେଇ ଦିଲ୍ଲୀପ କହିଥିଲେ ଯେ ସେ ବହୁତ ଖୁସି ଅଛନ୍ତି ଏବଂ ଏହିଭଳି ଝିଅ ତାଙ୍କୁ କେବେ ମଧ୍ୟ ମିଳିବେ ନାହିଁ ।

କାରଣ ତାଙ୍କର ହେଉଛି ବ୍ୟସ୍ତ ଜୀବନ ସେଥିରେ ସେ 2 ରୁ 5 ମିନିଟ ସମୟ ନିଜ ପ୍ରେମିକା କୁ ଦିଅନ୍ତି ଏବଂ ତାହାକୁ ନେଇ ସେ 5 ବର୍ଷ ହେବ ଏକାଠି ଅଛନ୍ତି । ଏହାଠାରୁ ବଡ କଥା ଆଉ କିଛି ନୁହେଁ । ଦିଲ୍ଲୀପ ଏହା ମଧ୍ୟ କହିଥିଲେ ବର୍ତ୍ତମାନ ସମୟ ଦେଇପାରୁନି କିନ୍ତୁ ଏଭଳି ଗୋଟିଏ ଦିନ ଆସିବ ଯେତେବେଳେ ସମୟ ହିଁ ସମୟ ଥିବ କାରଣ ସେ ଜଣେ ୟୁଟ୍ଯୁବର ଏବଂ ଘରେ ରହି ମଧ୍ୟ କାମ କରିପାରିବେ ।

ବର୍ତ୍ତମାନ ୟୁଟ୍ୟୁବର ଦିଲ୍ଲୀପ ଏବଂ ତାଙ୍କ ପ୍ରେମିକା ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି ଏବଂ ଖୁବ ଶୀଘ୍ର ଆଗକୁ ବିବାହ ମଧ୍ୟ କରିବେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *