ରାସ୍ତାରୁ ସିଧା ତଳକୁ ଓଲଟି ପଡିଲା ଟଙ୍କା ବୋଝେଇ ଗାଡି, ଧାଇଁଲେ ଶହ-ଶହ ଲୋକ ହେଲେ ପାଖରେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଖୋର୍ଦ୍ଧା ବଲାଙ୍ଗିର ରାସ୍ତାରୁ ସିଦ୍ଧା ତଳକୁ ଗଳି ପଡିଲା ଟଙ୍କା ଭର୍ତ୍ତି ଗାଡି ! ତେବେ ହଁ ବନ୍ଧୁଗଣ ସୂଚନା ମୁତାବିକ ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଦେଇ ଟଙ୍କା ଭର୍ତ୍ତି ଗାଡିଟି ଯାଉଥିଲା । ତେବେ ଏହି ଗାଡି ଗୁଡିକୁ ବ୍ଯାଙ୍କର ଚେସ୍ଟ ବୋଲି ମଧ୍ୟ କୁହାଯାଇଥାଏ । କାରଣ ବ୍ଯାଙ୍କରୁ ଟଙ୍କା ନେଇ ଏହି ଗାଡି ଗୁଡିକ ଟଙ୍କା ରଖିଥାନ୍ତି । ତେବେ ବଲାଙ୍ଗିର ଏରିଆ ପଟରୁ ଟଙ୍କା ଆଣିବାକୁ ଯାଉଥିବା ସମୟରେ ଗାଡିଟିର ଡ୍ରାଇଭର ଭାରସାମ୍ୟ ହରାଇ ଦେଇଥିଲା ।

ଯେଉଁ କାରଣରୁ ରାଜରାସ୍ତା ଉପରୁ ଗାଡିଟି ତଳ ପଟକୁ ଖସି ପଡିଥିଲା । ତେବେ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ଦେଖି ସ୍ଥାନୀୟର ବହୁ ଲୋକ ସେଠାରେ ଜମା ହୋଇଯାଇଥିଲେ । ତେବେ ଟଙ୍କା ଭର୍ତ୍ତି ଗାଡିଟି ଓଲଟି ଥିବାର ଦେଖି ବହୁତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯଦି ଗାଡି ପାଖରେ କେହି ଗନଧାରୀ ବଡିଗାର୍ଡ ନଥାନ୍ତେ । ତେବେ ସେଠାକାର ଲୋକେ ହୁଏତ ଟଙ୍କା ଗାଡିରୁ ଟଙ୍କା ନେଇ ସେଠାରେ ଛୁ ମନ୍ଥର ହୋଇଯାଇଥାନ୍ତେ ।

କାରଣ କୌଣସି ଜିନିଷ ଭର୍ତ୍ତି ଗାଡି ଯଦି ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥାଏ । ବହୁତ ଲୋକ ଏପରି ମଧ୍ୟ ରହିଥାନ୍ତି । ଗାଡିର ଯାହା  ବି କିଛି ହେଇଥାଉ ହେଲେ ଲୋକେ ଗାଡିରୁ ଖସି ପଡିଥିବା ସମଗ୍ରୀ ନେଇକୁ ଚମ୍ପଟ ମାରିଥାନ୍ତି । ହେଲେ ସେପରି କିଛି ମଧ୍ୟ ହେଇନାହିଁ । କାରଣ ଟଙ୍କା ଭର୍ତ୍ତି ଗାଡି ପାଖରେ ଟଙ୍କାକୁ ସୁରକ୍ଷା ଦେବା ପାଇଁ ଗନ ଧରି ଲୋକେ ଟଙ୍କା ସୁରକ୍ଷା ଦେବାକୁ ରହିଥାନ୍ତି ।

ଯେଉଁମାନେ କି ଟଙ୍କା ପାଖରେ ଜଗି ରହିଥାନ୍ତି । ତେବେ ଗାଡିଟି ଦୁର୍ଘଟଣା ହେବା ପରେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣା ସ୍ତଳକୁ ଆସି ଗାଡିରେ ବସିଥିବା ଲୋକେ ଯେଉଁ ମାନେ ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ପାଇଁ ତାଙ୍କୁ ମେଡିକାଲ ପଠା ଯାଇଥିଲା ।ତେବେ ଗାଡିଟି ଅତି ଦ୍ରୁତ ଗତିରେ ଯାଉଥିବାରୁ ଏପରି ଭାରସାମ୍ୟ ହରାଇ ତଳେ ପଡିଥିଲା ।

ଯାହା ଦ୍ଵାରା ସେଥିରେ ବସିଥିବା ଜଣେ କର୍ମଚାରୀ ଗୁରୁତର ଭାବରେ ଆହତ ହୋଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ ।ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଡିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *