ତମନ୍ନାଙ୍କ ଏହି ସୁନ୍ଦର Photo ରେ ଲୁଚି ରହିଛି 5 ଅନ୍ତର, ଦମ ଅଛି ତ ଖୋଜି ଦେଖାନ୍ତୁ ! କେବଳ ଗୋଟିଏ ବ୍ୟକ୍ତି ହିଁ ଦେଇ ପାରିଛି ଠିକ ଉତ୍ତର !

ବନ୍ଧୁଗଣ ଆପଣ ମାନେ କଣ ନିଜକୁ ବହୁତ ସ୍ମାର୍ଟ ବା ବୁଦ୍ଧିମାନ ମାନୁ ଛନ୍ତି ତା ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ବହୁତ ବଢିଆ ଚ୍ୟାଲେଞ୍ଜ ନେଇ ଆସିଛୁ । ଯଦି ଆପଣ ଏହି ଚ୍ୟାଲେଞ୍ଜକୁ କମ୍ପ୍ଲିଟ କରିଦେବେ ତା ହେଲେ ଆପଣ ବହୁତ ବଡ ବୁଦ୍ଧିମାନ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଆମର ଏହି ଚ୍ୟାଲେଞ୍ଜ ବିଷୟରେ । ବନ୍ଧୁଗଣ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଏପରି କିଛି ଚ୍ୟାଲେଞ୍ଜ ଆସିଥାଏ ଏଣିକି ତାହା ଫଟୋ ହେଉ ବା କୌଣସି ଭିଡିଓ ।

ସେଥିରେ କିଛି ଚ୍ୟାଲେଞ୍ଜ ଦିଆଯାଏ ଯେମିତି କି, ଫଟୋରେ ଥିବା କୌଣସି ଜିନିଷକୁ ଚିହ୍ନଟ କରିବା । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ସାଉଥ ଅଭିନେତ୍ରୀ ତମନା ଭାଟିଆଙ୍କ ଏକ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ସାଉଥ ଅଭିନେତ୍ରୀ ତମନା ଭାଟିଆଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତମନା ସାଉଥ ଫିଲ୍ମ ସହିତ କେତେକ ବଲିଉଡ ଫିଲ୍ମରେ ବି କାମ କରିଛନ୍ତି ।

ବନ୍ଧୁଗଣ ତମନାଙ୍କ ସୁନ୍ଦରତା ଓ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ତମନାଙ୍କ ଦୁଇଟି ଫଟୋ ଦେଖାଇବାକୁ ଯାଉଛି ସେହି ଫଟୋରେ ଥିବା ୫ଟି ଅନ୍ତର ବିଷୟରେ ଆପଣଙ୍କୁ ଜାଣିବାର ଅଛି  ।

ଏହା ହେଉଛି ଆପଣଙ୍କ ଚ୍ୟାଲେଞ୍ଜ । ୧୦୦ ରୁ ୯୯ ପ୍ରତିଶତ ଲୋକ ଏହି ଚ୍ୟାଲେଞ୍ଜରେ ଫେଲ ହୋଇଛନ୍ତି ତା ହେଲେ ଦେଖନ୍ତୁ ଆପଣ ଏହି ଚ୍ୟାଲେଞ୍ଜରେ ପାସ ହେଉଛନ୍ତି ନା ଫେଲ । ଏହି ଫଟୋକୁ ସୋସିଆଲ ନେଟୱାର୍କିଙ୍ଗ ୱେବସାଇଡ ରେଡିଟରେ ଏକ ୟୁଜର ଅପଲୋଡ କରିଛି । ଏହି ଫଟୋ ଅପଲୋଡ କରି ୟୁଜର ଜଣକ କ୍ୟାପ୍ସନରେ ଏହି ଫଟୋରେ ଥିବା ୫ଟି ଅନ୍ତର ଖୋଜିବାର ଚ୍ୟାଲେଞ୍ଜ ଦେଇଛି ।

ତେବେ ବନ୍ଧୁଗଣ ଆପଣ ମାନେ କଣ ଏହି ଫଟୋରେ ଥିବା ୫ଟି ଅନ୍ତରକୁ ମାତ୍ର ୧ ମିନିଟରେ ବୁଝି ପାରୁଛନ୍ତି । ଯଦି ଆପଣ ବୁଝି ପାରୁଛନ୍ତି ତା ହେଲେ ଆପଣ ବହୁତ ବୁଦ୍ଧିମାନ ଅଟନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଚ୍ୟାଲେଞ୍ଜଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *