15 Interesting Gk Questions- ବାମରୁ ଡାହାଣଙ୍କୁ ପଢିଲେ ମାଲିକ, ଡାହାଣରୁ ବାମକୁ ପଢିଲେ ଚାକର, ତାହା କେଉଁ ଶବ୍ଦ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଗୁରୁତ୍ଵ ପୂର୍ଣ୍ଣ ଓଡିଆ ଢଗ ନେଇ ଆସିଛୁ । ଏହି ସବୁ ଓଡିଆ ଢଗ ଆପଣ ମାନଙ୍କୁ କେତେକ ଚାକିରି କ୍ଷେତ୍ରରେ ବହୁ ସହାୟକ କରିବ । ଏହା ସହ ଆପଣ ମାନେ ଦୁନିଆ ବିଷୟରେ ଅଧିକ କଥା ଜାଣିବାକୁ ପାଇବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଢଗ ଗୁଡିକ ବିଷୟରେ ।

୧. କ୍ରିକେଟରେ ନିମ୍ନ ଲିଖିତ ମଧ୍ୟରୁ କେଉଁ ଖେଳାଳି ଗ୍ଳୋଭ ପିନ୍ଧି ଥାଏ ?

ଉତ୍ତର- ୱିକେଟ କିପର

୨. ହାତ ଭା-ଙ୍ଗି-ଥି-ଲେ ଆପଣ କେଉଁ ପ୍ରକାର ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବେ ?

ଉତ୍ତର- ଅର୍ଥୋପେଡିଷ୍ଟ

୩. ଏଗୁଡିକ ମଧ୍ୟରୁ କେଉଁଟି ‘ଚନ୍ଦେରୀ’ ନାମ ସହିତ ସମ୍ବନ୍ଧିତ ନୁହେ ?

ଉତ୍ତର- ଏକ ପ୍ରକାର ନୃତ୍ୟ

୪. କେଉଁ ଭାରତୀୟ କଳାକାର ୨୦୨୧ରେ ଓସ୍କାର ନାମାଙ୍କନର ସହ ଉଦ୍ଘୋଷିତ ଥିଲେ ?

ଉତ୍ତର- ପ୍ରିୟଙ୍କା ଚୋପ୍ରା

୫. କାର୍ବୋହାଇଡ୍ରେଟରେ କାର୍ବନ ଏବଂ ଅକ୍ସିଜେନ ବ୍ଯତୀତ ଅନ୍ୟ କେଉଁ ତତ୍ଵ ରହିଥାଏ ?

ଉତ୍ତର- ହାଇଡ୍ରୋଜେନ

୬. କାହାକୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଦ୍ଵାରା ସମ୍ମାନିତ କରାଯାଇଛି ?

ଉତ୍ତର-ଗୀତା ସେଠୀ

୭. କେଶର ମିଶାଇବା ଦ୍ଵାରା ଖାଦ୍ୟ ରଙ୍ଗ କିପରି ହୋଇଥାଏ ?

ଉତ୍ତର- ହଳଦିଆ

୮. କେଉଁ କ୍ରିକେଟ ଖେଳାଳି ସର୍ବ ପ୍ରଥମେ ଏମପି ହୋଇଥିଲେ ?

ଉତ୍ତର-ନବଜୋତ ସିଂହ ସିନ୍ଧୁ

୯. ପ୍ରସିଦ୍ଧ ବୌଦ୍ଧ ବିଶ୍ୱବିଦ୍ୟାଳୟ ନାଳନ୍ଦା କେଉଁ ପ୍ରାଚୀନ ସାମ୍ରାଜ୍ୟରେ ଅବସ୍ଥିତ ଥିଲା ?

ଉତ୍ତର- ମଗଧ

୧୦. ଯାହାର ‘ଜହ୍ନ ଭଳି ଆଖି’ ତା ପାଇଁ କେଉଁ ଶବ୍ଦ ବ୍ୟାହାର କରାଯିବ ?

ଉତ୍ତର- ଚନ୍ଦ୍ରଲୋଚନ

୧୧. କେଉଁ ଦେଶରେ ବୀଜ ଗଣିତ ଏବଂ ତ୍ରିକୋଣମିତିର ଆରମ୍ଭ ହୋଇଥିଲା ?

ଉତ୍ତର- ଭାରତ

୧୨. ପ୍ରସିଦ୍ଧ କେଦାରନାଥ ମନ୍ଦିର କେଉଁ ନଦୀ କୂଳରେ ଅବସ୍ଥିତ ?

ଉତ୍ତର- ମନ୍ଦାକିନୀ

୧୩. ବାଲ୍ମୀକି ରାମାୟଣରେ ସୁଗ୍ରୀବ ପ୍ରଥମ ଥର ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କୁ କେଉଁ ସ୍ଥାନରେ ଭେଟି ଥିଲେ ?

ଉତ୍ତର- ଋଷ୍ଯୁମୁଖ ପର୍ବତ

୧୪. ରାମାୟଣ କଥା ଅନୁସାରେ ଲବ ଏବଂ କୁଶ କେଉଁ ରୁଷିଙ୍କ ଆଶ୍ରମରେ ବଡ ହୋଇଥିଲେ ?

ଉତ୍ତର- ବାଲ୍ମୀକି

୧୫. ବାମରୁ ଡାହାଣକୁ ପଢିଲେ ଠାକୁର, ଡାହାଣରୁ ବାମକୁ ପଢିଲେ ତାହା କୁକୁର ତାହା କେଉଁ ଶବ୍ଦ ?

ଉତ୍ତର- GOD

Leave a Reply

Your email address will not be published. Required fields are marked *