Interesting Gk questions- ତାହା କଣ ଅଟେ, ଯାହାକୁ କିଣିଲା ବାଲା ବ୍ୟବହାର କରିନଥାଏ ଓ ଯିଏ ବ୍ୟବହାର କରେ ସେ ତାକୁ ଦେଖି ପାରେ ନାହିଁ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ।ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ।ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ।ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ।ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ।

ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ।ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା।

୧ . ଦୁନିଆର ସବୁଠୁ ବୁଦ୍ଧିମାନ ଦେଶ କେଉଁଟା ?
ଉତ୍ତର – ହଂକଂଗ ।

୨ . ସବୁଠାରୁ ଅଧିକ ଇଣ୍ଟରନେଟର ପ୍ରୟୋଗ କେଉଁ ଦେଶ କରିଥାଏ ?
ଉତ୍ତର – ଚୀନ ।

୩ . ଭାରତର ସବୁଠାରୁ ସୁନ୍ଦର ସହର କେଉଁଟା ?
ଉତ୍ତର – ମହୀଶୂର ।

୪ . କାଞ୍ଚନଜଙ୍ଗା ରାଷ୍ଟ୍ରୀୟ ପାର୍କ କେଉଁଠାରେ ଅଛି ?
ଉତ୍ତର – ସିକିମ ।

୫ . ପ୍ଲାସ୍ଟର ଅଫ ପ୍ୟାରିସ କେଉଁଥିରେ ତିଆରି ହୁଏ ?
ଉତ୍ତର – ଜିପ୍ସିମ ।

୬ . ଯୁନିଭର୍ସ ରେ ଅଧ୍ୟୟନ କୁ କଣ କୁହାଯାଏ ?
ଉତ୍ତର – କସ୍ମୋଲୋଜି ।

୭ . କିବି କେଉଁ ଦେଶ ର ରାଷ୍ଟ୍ର ପକ୍ଷୀ ଅଟେ ?
ଉତ୍ତର – ନିୟୁଜ଼ଲାଣ୍ଡ ।

୮ . ରାଷ୍ଟ୍ର ସଙ୍ଗୀତ ର ଗାନ କେଉଁ ଦେଶ ରୁ ଆରମ୍ଭ ହୋଇଥିଲା ?
ଉତ୍ତର – ଜାପାନ ।

୯ . ଜୀବ ବିଜ୍ଞାନ ର ଜନକ କିଏ ?
ଉତ୍ତର – ଅରସ୍ତୁ ।

୧୦ . ଦୁନିଆ ର ସବୁଠୁ ଉଚ୍ଚ ଅଟ୍ଟାଳିକା କେଉଁଟା ?
ଉତ୍ତର – ବୁର୍ଜ ଖଲିଫା ।

୧୧ . କାଗଜ ର ସନ୍ଧାନ କେଉଁ ଦେଶ ରେ ହୋଇଥିଲା ?
ଉତ୍ତର – ଚୀନ ।

୧୨ . ବିଶ୍ୱ ର ସବୁଠୁ ପୁରୁଣା ଭାଷା କେଉଁଟି ?
ଉତ୍ତର – ସଂସ୍କୃତ ଭାଷା ।

୧୩ . ମହାତ୍ମା ଗାନ୍ଧୀଙ୍କୁ ସବୁଠୁ ପ୍ରଥମେ ରାଷ୍ଟ୍ରପତି ବୋଲି କିଏ କହିଥିଲେ ?
ଉତ୍ତର – ସୁବାଷ ଚନ୍ଦ୍ର ବୋଷ ।

୧୪ . ଭାରତର ରାଷ୍ଟ୍ରୀୟ ସଙ୍ଗୀତ କଣ ?
ଉତ୍ତର – ବନ୍ଦେ ମାତରମ ।

୧୫ . ଗୋଲାପୀ କ୍ରାନ୍ତି କାହା ସହିତ ସମ୍ବନ୍ଧିତ ?
ଉତ୍ତର – ଝିଙ୍ଗା ମାଛ ଉତ୍ପାଦନ କୁ ।

୧୬ . କେଉଁ ଦେଶ ରେ ଟିକ ଟକ ଚଲାଇବା ଗୋଟେ ଅପରାଧ ?
ଉତ୍ତର – ଉତ୍ତର କୋରିଆ ।

୧୭ . ମସଲା ର ରାଣୀ ବୋଲି କାହାକୁ କୁହାଯାଏ ?
ଉତ୍ତର – ଗୁଜୁରାତି ।

୧୮ . ପ୍ରିଣ୍ଟିଂ ପ୍ରେସ ର ଆବିଷ୍କାର କେଉଁ ଦେଶ ରେ ହୋଇଥିଲା ?
ଉତ୍ତର – ଜର୍ମାନୀ ।

୧୯ . ଜୈନ ଧର୍ମ ର ପ୍ରଥମ ତୀର୍ଥକାର କିଏ ?
ଉତ୍ତର – ରୁଷଭଦେଵ ।

୨୦ . ତମ୍ବାକୁ ର ସବୁଠାରୁ ଅଧିକ ଉତ୍ପାଦନ କେଉଁ ଦେଶ ରେ ହୋଇଥାଏ ?
ଉତ୍ତର – ଚୀନ ।

୨୧ . ଭାରତ ର ରାଷ୍ଟ୍ରୀୟ ଲିପି କେଉଁଟା ?
ଉତ୍ତର – ଦେବନଗରୀ ଲିପି ।

୨୨ . ଚୀନ ରେ ପହଁଚି ଥିବା ପ୍ରଥମ ୟୁରୋପୀୟ କିଏ ଥିଲେ ?
ଉତ୍ତର – ମାର୍କପୋଲ ।

୨୩ . ଚିଲିକା ହ୍ରଦ ଭାରତ ର କେଉଁ ରାଜ୍ୟ ରେ ଅବସ୍ଥିତ ?
ଉତ୍ତର – ଓଡ଼ିଶାରେ ।

୨୪ . ହଜାରେ ଜିଲ୍ଲାର ଭୂମି ବୋଲି କାହାକୁ କୁହାଯାଏ ?
ଉତ୍ତର – ଫିନଲାଣ୍ଡ କୁ ।

୨୫ . ସିଂହ ର ମୁଁହ ରେ କେତୋଟି ଦାନ୍ତ ଥାଏ ?
ଉତ୍ତର – ୨୬ ।

୨୬ . ଭାରତରେ ଡାଲି ର ସବୁଠୁ ବେଶି ଉତ୍ପାଦନ ହେଉଥିବା ରାଜ୍ୟ କେଉଁଟି ?
ଉତ୍ତର – ଏହି ପ୍ରଶ୍ନ ର ଉତ୍ତର ଆପଣ କହିବେ ।

୨୭ . ଖଡ଼ି ବୋଲି ର ଜନକ କିଏ ଥିଲେ ?
ଉତ୍ତର – ଅମୀର ଖୁସରୋ ।

୨୮ . ପାଣିଠାରୁ ବି ଶସ୍ତା ପେଟ୍ରୋଲ କେଉଁଠାରେ ଅଛି ?
ଉତ୍ତର – କୁବେତ ଠାରେ ।

୨୯ . ଲଭ ସିଟି କେଉଁଠାରେ ଅବସ୍ଥିତ ?
ଉତ୍ତର – ଇଟାଲୀ ।

୩୦ . ତାହା ଏକ କେଉଁ ଜିନିଷ ଯାହାକୁ କିଣିଲା ବାଲା ବ୍ୟବହାର କରିପାରେ ନାହିଁ ଏବଂ ବ୍ୟବହାର କରୁଥିବା ଲୋକ ଦେଖିପାରେ ନାହିଁ ?
ଉତ୍ତର – କଫନ ।

୩୧ . ଭୂମିକମ୍ପ ର ତୀବ୍ରତା କୁ କେଉଁ ଥିରେ ମପାଯାଇଥାଏ ?
ଉତ୍ତର – ରିକ୍ଟର ସ୍କେଲରେ ।

୩୨ . ତୁଜୁ ଦୋର ଭାରତ ର କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର – ମଣୀପୁର ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *