Interesting Odia Gk- ତାହା କଣ ଯାହା ତଳ ଉପର ହୁଏ କିନ୍ତୁ ହଲି ନଥାଏ, 99% ଲୋକ ଫେଲ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଜାଣି ଆପଣଙ୍କୁ ସନ୍ତୁଷ୍ଟ ଲାଭ ହେବ । କାରଣ ଆମେ ସାଧାରଣତଃ ଏହି ପ୍ରଶ୍ନ ଗୁଡିକର କିଛି ମାତ୍ରାରେ ଜାଣିଥାଉ ମାତ୍ର ସଠିକ ସମୟରେ ମନେ ପଡି ନଥାଏ ଅଥବା କିଛି ପ୍ରଶ୍ନ ଗୁଡିକର ଉତ୍ତର ଆମେ ଜାଣି ନଥାଉ । ତେବେ ଆସନ୍ତୁ ଜାଣିନେବା ସେହି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଯାହା ଆପଣଙ୍କୁ ସରକାରୀ ଚାକିରୀ ନିମନ୍ତେ ସହାୟ ହେବ ।

୧;- ଓଡିଶାରେ ବାସ କରୁଥିବା ସମୁଦାୟ ଜନସଂଖ୍ୟାର କେତେ ଭାଗ ଆଦିବାସୀ ଅଛନ୍ତି ?

ଉତ୍ତର;- ୨୪ ଭାଗ ।

୨;- ଓଡିଶାର ପ୍ରଥମ ଓଡିଆ ରାଷ୍ଟ୍ରଦୂତ କିଏ ?

ଉତ୍ତର;- ଲଳିତ ତେନ୍ଦୁ ମାନସିଂହ ।

୩;- ଓଡିଶାର ପ୍ରଥମ ବିଲାତ ଯାତ୍ରୀ କିଏ ?

ଉତ୍ତର;- ମଧୁସୂଦନ ଦାସ ।

୪;- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କାଞ୍ଚିକାବେରୀ ବେସ କେବେ ହୁଏ ?

ଉତ୍ତର;- ଫାଲ୍ଗୁନ ଶୁକ୍ଲ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ।

୫;- କେଉଁଠାରେ ଚିନି କାରଖାନା ଓ କାଗଜ କଳ ଏବଂ ଫେରୋମାଙ୍ଗାନିଜ କାରଖାନା ଅଛି ?

ଉତ୍ତର;- ରାୟଗଡା ।

୬;- ସୋନପୁର ଜିଲ୍ଲାରେ କେତୋଟି ମନ୍ଦିର ରହିଛି ?

ଉତ୍ତର;- ୧୦୮ ଟି ସହର ।

୭;- ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ରଥର ରକ୍ଷକ କିଏ ?

ଉତ୍ତର;- ଗରୁଡ ।

୮;- ଓଡିଶାରେ ପ୍ରସିଦ୍ଧ ଜଉଶିଳ୍ପ କେଉଁଠାରେ ହୁଏ ?

ଉତ୍ତର;- ନବରଙ୍ଗପୁର ।

୯;- ଇଂରେଜ ମାନଙ୍କ ଦ୍ଵାରା ଓଡିଶା ଅବଧୀକାର କେବେ ହୋଇଥିଲା ?

ଉତ୍ତର;- ୧୮୦୩ ମସିହାରେ ।

୧୦;- ଫୁଲବାଣୀ ଠାରେ ଥିବା ପ୍ରଧାନ ଜଳପ୍ରପାତର ନାମ କଣ ?

ଉତ୍ତର;- କେନ୍ତାମାରି ।

୧୧;- କଟକ ସହରସ୍ଥିତ ମହାନଦୀର ଯୋବ୍ରା ଆନିକଟ ପାଖରୁ ବାହାରିଥିବା ପ୍ରଧାନ କେନାଲ ନାମ କଣ ?

ଉତ୍ତର;- ତାଳଦଣ୍ଡା କେନାଲ ।

୧୨;- ଓଡିଶାର ବ୍ଲାକପଗୋଡା କାହାକୁ କୁହନ୍ତି ?

ଉତ୍ତର;- କୋଣାର୍କର ସୂର୍ଯ୍ୟ ମନ୍ଦିର ।

୧୩;- ଓଡିଶାର କୈଳାସ କାହାକୁ କୁହନ୍ତି ?

ଉତ୍ତର;- ଢେଙ୍କାନାଳ ଜିଲ୍ଲାର କପିଳାସ ପାହାଡ ।

୧୪;- ଓଡିଶାର ଉତ୍କଳ କେଶରୀ ଉପାଧି କିଏ ପାଇଥିଲେ ?

ଉତ୍ତର;- ହରେକୃଷ୍ଣ ମହତାବ ।

୧୫;- ଉତ୍କଳମଣୀଙ୍କର ମହାପ୍ରୟାଣ କେବେ ହୋଇଥିଲା ?

ଉତ୍ତର;- ୧୯୨୮ ମସିହା ଏପ୍ରେଲ ମାସରେ ।

୧୬;- ଓଡିଶାର ପ୍ରଥମ ଜ୍ୟୋତିର୍ବିଦ କିଏ ?

ଉତ୍ତର;- ସାମନ୍ତ ଚନ୍ଦ୍ରଶେଖର ସିଂହ ।

୧୭;- ଡୁଡୁମା ଜଳପ୍ରପାତ କେଉଁଠାରେ ଅବସ୍ଥିତ ?

ଉତ୍ତର;- କୋରାପୁଟ ଜିଲ୍ଲାରେ ।

୧୮;- ପ୍ରଥମ ଓଡିଆ ଏୟାରମାର୍ଶାଲ କିଏ ?

ଉତ୍ତର;- ଶ୍ରୀ ସରୋଜ ଜେନା ।

୧୯;- ଓଡିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ କିଏ ?

ଉତ୍ତର;- ବୀର ସୁରେନ୍ଦ୍ର ସାଏ (ସମ୍ବଲପୁର) ।

୨୦;- ତାହା କ’ଣ ଯାହା ତଳ ଉପର ହୁଏ କିନ୍ତୁ ହଲି ନଥାଏ ?

ଉତ୍ତର;- ତାପମାତ୍ରା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *