20 Interesting Gk Questions: ତାହା କଣ ଯାହା ପୁରୁଷଙ୍କ ପାଖରେ 3 ଟି ସ୍ତ୍ରୀ ଙ୍କ ପାଖରେ 1 ଟି ଥାଏ ? କଣ ଆପଣ ଜାଣିଛନ୍ତି ?

ଆଜି ଆମେ ଆପଣ ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଏହି ସବୁ ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । କହିବାକୁ ଗଲେ ଏହା ବହୁତ ସହଜ ଅଟେ, କିନ୍ତୁ ଏହାର ଉତ୍ତର ପ୍ରାୟତଃ ଲୋକମାନଙ୍କୁ ଜଣା ନ ଥାଏ । ତେବେ ଚାଳନ୍ତୁ ଜାଣିବା ଏହା ବିଷୟରେ ।

ପ୍ରଶ୍ନ :- ଗୋବୀ ମରୁସ୍ଥଳ କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର :- ଅଟାକାମା ରେ

ପ୍ରଶ୍ନ :- ‘ଇଭିନିଙ୍ଗ ଷ୍ଟାର’ କାହାକୁ କୁହନ୍ତି ?

ଉତ୍ତର :- ଶୁକ୍ର ଗ୍ରହ କୁ

ପ୍ରଶ୍ନ :- ଅନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ କେବେ ପାଳନ କରାଯାଏ ?

ଉତ୍ତର :- ୮ ସେପ୍ଟେମ୍ବରକୁ

ପ୍ରଶ୍ନ :- କେଉଁ ଦେଶରେ ଗୋଟିଏ ହେଲେ ବି ମଶା ନାହାନ୍ତି ?

ଉତ୍ତର :- ଫ୍ରାନ୍ସ ରେ

ପ୍ରଶ୍ନ :- ଗୁପ୍ତ ବଂଶର ସଂସ୍ଥାପାକ କିଏ ଥିଲେ ?

ଉତ୍ତର :- ଶ୍ରୀଗୁପ୍ତ

ପ୍ରଶ୍ନ :- ଶେଷନାଗ ହ୍ରଦ କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର :- ଜାମ୍ମୁ କାଶ୍ମୀର

ପ୍ରଶ୍ନ :- କେଉଁ ପଶୁ ଛିଡା ହୋଇ ବି ଶୋଇ ପାରିବ ?

ଉତ୍ତର :- ଘୋଡା

ପ୍ରଶ୍ନ :- ଭିଟାମିନ D ର ଅଭାବ ରେ କେଉଁ ରୋଗ ହୋଇପାରେ ?

ଉତ୍ତର :- ଅଷ୍ଟିୟୋପୋରୋସିସ

ପ୍ରଶ୍ନ :- ମିଡ ଡେ ମିଲ ଯୋଜନା କେବେ ଆରମ୍ଭ ହୋଇଥିଲା ?

ଉତ୍ତର :- ୧୯୯୫ରେ

ପ୍ରଶ୍ନ :- W. T. O.ର ମୁଖ୍ୟାଳୟ କେଉଁ ସ୍ଥାନରେ ଅଛି ?

ଉତ୍ତର :- ଜେନେୱା

ପ୍ରଶ୍ନ :- ଭାରତରେ ଶିକ୍ଷିତ ବେରୋଜଗାର ସବୁଠୁ ଅଧିକ କେଉଁ ରାଜ୍ୟରେ ଅଛନ୍ତି ?

ଉତ୍ତର :- କେରଲ ରେ

ପ୍ରଶ୍ନ :- ଭାରତୀୟ ’ସବୁଜ କ୍ରାନ୍ତି‘ର ଜନ୍ମ ସ୍ଥଳ କେଉଁ ସ୍ଥାନରେ ଅଛି ?

ଉତ୍ତର :- ପତନଗର ରେ

ପ୍ରଶ୍ନ :- କାଶ୍ମୀରର ଆବିଷ୍କାର କାହାର ଲୋକପ୍ରିୟ ଉପନାମ ଅଟେ ?

ଉତ୍ତର :- ଜେନୁଳ ଆବଦୀନ

ପ୍ରଶ୍ନ :- ତାହା କଣ ଯାହା ପୁରୁଷଙ୍କ ପାଖରେ 3 ଟି ସ୍ତ୍ରୀ ଙ୍କ ପାଖରେ 1 ଟି ଥାଏ ?

ଉତ୍ତର :- ଅକ୍ଷର

ପ୍ରଶ୍ନ :- ଦ୍ରୋଣାଚାର୍ୟ ପୁରଷ୍କାର କେଉଁ କ୍ଷେତ୍ରରେ ଦିଆଯାଏ ?

ଉତ୍ତର :- ଖେଳ ପ୍ରଶିକ୍ଷଣ କ୍ଷେତ୍ରରେ

ପ୍ରଶ୍ନ :- ଆରବ ସାଗରର ରାଣୀ କାହାକୁ କୁହନ୍ତି ?

ଉତ୍ତର :- କୋଚ୍ଚି କୁ

ପ୍ରଶ୍ନ :- ଇଶ୍ଵରର ନିବାସ – ସ୍ଥାନ କେଉଁ ସହରର ଉପନାମ ଅଟେ ?

ଉତ୍ତର :- ପ୍ରୟାଗ ର

ପ୍ରଶ୍ନ :- ଗୋଟିଏ ସୁସ୍ଥ ବ୍ୟକ୍ତିର ହୃଦୟ ଗୋଟିଏ ମିନିଟରେ କେତେ ଥର ସ୍ପନ୍ଦନ କରିଥାଏ ?

ଉତ୍ତର :- ୭୨ ଥର

ପ୍ରଶ୍ନ :- ଭାରତର କେନ୍ଦ୍ରିୟ ବ୍ୟାଙ୍କର ନାଁ କଣ ?

ଉତ୍ତର :- ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆ

ପ୍ରଶ୍ନ :- ଭାରତର ନେପୋଲିୟନ କାହାକୁ କୁହାଯାଏ ?

ଉତ୍ତର :- ସମୁଦ୍ରଗୁପ୍ତଙ୍କୁ

ପ୍ରଶ୍ନ :- ରାଜସ୍ଥାନର ହୃଦୟ କାହାକୁ କୁହନ୍ତି ?

ଉତ୍ତର :- ଅଜମେର କୁ

ପ୍ରଶ୍ନ :- ସନ୍ୟାସୀ ବିଦ୍ରୋହ କେଉଁ ସ୍ଥାନରେ ହୋଇଥିଲା ?

ଉତ୍ତର :- ବଙ୍ଗାଲ / ବିହାରରେ

Leave a Reply

Your email address will not be published. Required fields are marked *