Tabu କଲେ ଆଶ୍ଚର୍ଯ୍ୟ ଜନକ ଖୁଲାସା, କହିଲେ, ‘ଏହି Actor ଙ୍କ ପାଇଁ ମୁଁ ଆଜି ପର୍ଯ୍ୟନ୍ତ ଅଛି କୁଆଁରୀ’

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ତବ୍ବୁଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତାବୁ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତବ୍ବୁଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ତବ୍ବୁ ସବୁବେଳେ ଚର୍ଚାରେ ରୁହନ୍ତି । ତବ୍ବୁଙ୍କୁ ବର୍ତ୍ତମାନ ୫୦ ବର୍ଷ ବୟସ ହୋଇସାରିଛି ହେଲେ ବନ୍ଧୁଗଣ ସେ ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି ।

ତବ୍ବୁଙ୍କ ଅସଲି ନାମ ହେଉଛି ତବ୍ବସୁମ ଫାଟିମା ହାସମୀ । ତାଙ୍କର ଜନ୍ମ ୪ ନଭେମ୍ବର ୧୯୭୧ ମସିହାରେ ହୋଇଥିଲା ଅର୍ଥାତ ଆଜି ପବିତ୍ର ଦୀପାବଳିରେ ତବ୍ବୁଙ୍କ ଜନ୍ମଦିନ । ବନ୍ଧୁଗଣ ତବ୍ବୁ ବଲିଉଡ ବ୍ଯତୀତ କେତେକ ସାଉଥ ଓ ବେଙ୍ଗୋଲି ଫିଲ୍ମରେ ବି କାମ କରିଛନ୍ତି । ବନ୍ଧୁଗଣ ତବ୍ବୁ କେତେକ କଳାକାର ମାନଙ୍କ ସହ ରିଲେସନରେ ରହି ଆସିଛନ୍ତି । ସେ ସାଜିଦ ନାଦିଆଦ ବାଲା, ନାଗାର୍ଜୁନ ଓ ସଞ୍ଜୟ କପୁରଙ୍କ ସହ ରିଲେସନରେ ରହିଛନ୍ତି ।

ସେ ନାଗାର୍ଜୁନଙ୍କ ସହ ୧୦ ବର୍ଷ ରିଲେସନରେ ଥିଲେ । ସେହି ସମୟରେ ଏହି ଦୁଇଜଣ ଲଭ ଅଫେୟାରର ଚର୍ଚା ବହୁତ ହେଉଥିଲା । ହେଲେ ସେତେବେଳେ ନାଗାର୍ଜୁନ ବିବାହିତ ଥିଲେ ଆଗାମୀ ଭବିଷ୍ୟତକୁ ଦେଖି ତବ୍ବୁ ନାଗାର୍ଜୁନଙ୍କ ଠାରୁ ଦୂରେଇ ଯାଇଥିଲେ । ଆଜି ୫୦ ବର୍ଷ ବୟସରେ ମଧ୍ୟ ତବ୍ବୁ କୁଆଁରୀ ଅଛନ୍ତି । କୁଆଁରୀ ରହିବାର କାରଣକୁ ନେଇ ତବ୍ବୁ ଏକ ବଡ ଖୁଲାସ କରିଥିଲେ ।

ବନ୍ଧୁଗଣ ତବ୍ବୁ ଗତ କିଛି ବର୍ଷ ତଳେ ଅଜୟ ଦେବଗନଙ୍କ ବିଷୟରେ ଏକ ବଡ ଖୁଲାସ କରିଥିଲେ । ତବ୍ବୁ ଏକ ଇଣ୍ଟର୍ବ୍ୟୁରେ କହିଥିଲେ-‘ମୋ କଜିନ ସମୀର ଆରିଆ ଓ ଅଜୟ ଦେବଗନ ପଡୋଶୀ ଥିଲେ । ସେ ଦୁଇଜଣ ମୋ ଉପରେ ନଜର ରଖୁଥିଲେ ଓ ମୋତେ ଫଲୋ କରୁଥିଲେ । ଯଦି କୌଣସି ପୁଅ ମୋର ଆଖ ପାଖକୁ ଆସୁଥିଲା ତା ହେଲେ ସେ ଦୁଇଜଣ ସେ ପୁଅର ଅବସ୍ତା ଖରାପ କରିଦେଉଥିଲେ ।

ସେଥିପାଇଁ ମୁ କୁଆଁରୀ ଅଛି ଓ ଏଥିପାଇଁ କେବଳ ଅଜୟ ଦାୟୀ’ । ବହୁତ କମ ଲୋକ ଜାଣିଛନ୍ତି ଯେ ତବ୍ବୁ ଓ ଅଜୟ ଭଲ ବନ୍ଧୁ ଅଟନ୍ତି । ହେଲେ ବନ୍ଧୁଗଣ ତବ୍ବୁଙ୍କ ଏହି ଖୁଲାସା ବିଷୟରେ ଜାଣି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ତବ୍ବୁ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *