‘ତା ଭିଣୋଇ ସହ ତାର ରିଲେସନ ଅଛି ,ତା ସହ ସେ…’ ନନ୍ଦିନୀର ସବୁ ଗୁମର ଖୋଲି କହିଲେ ତାର ବଡ ଜା’, ଆଉ ଯାହା କହିଲେ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଓଡିଶାରେ ନନ୍ଦିନୀଙ୍କ ଧୋକାବାଜ କାର୍ଣ୍ଣମାର ଚର୍ଚ୍ଚା ଜୋର ସୋରରେ ହେଉଛି । ବିବାହର ଗୋଟେ ଦିନ ପରେ ନନ୍ଦିନୀ ଘର ଛାଡି ଚାଲି ଯାଇଥିଲେ ଆଉ ଏହା ପରେ ତାଙ୍କ ସ୍ଵାମୀ ବଳରାମ ଥାନାରେ ଯାଇ ଅଭିଯୋଗ କରିଥିଲେ । ନନ୍ଦିନୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି ବଳରାମ ଓ ତାଙ୍କ ପରିବାର । ଅନ୍ୟ ପକ୍ଷରେ ନନ୍ଦିନୀ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ କହୁଥିବାର ନଜର ଆସୁଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ବଳରାମଙ୍କ ଭଉଣୀ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବଳରାମଙ୍କ ଭାଉଜ କହିଛନ୍ତି-‘ସବୁ ପରିବାରରେ ଝଗଡା ହୁଏ ଯେତେ ବଡ ପାରିବାର ହେଉ ବା ଛୋଟ ପରିବାର ।

ସ୍ଵାମୀ-ସ୍ତ୍ରୀଙ୍କ ଝଗଡା ଆଜି ଅଛି ତ କାଲି ନାହିଁ ହେଲେ ଥାର୍ଡ ପର୍ଶନ ଯଦି ମଝିକୁ ଆସନ୍ତି ସେମାନେ କ୍ଲିୟର ହେଇକି ପଳାନ୍ତି । ନନ୍ଦିନୀ ଯେଉଁ ଭିଣେଇ ସହ ନ୍ୟୁଉଡ ଭିଡିଓ କଲ୍ କରୁଥିଲା ସେ ଭିଣେଇ ହେଉଛି ଥାର୍ଡ ପର୍ଶନ । ତେଣୁ ତା ବିରୋଧରେ ଯେହେତୁ ଆମର କେସଟି ହୋଇଛି ତା ବିରୋଧରେ ଯେହେତୁ ଚୋରୀ ଆଲିଗେସନ ଦିଆଯାଇଛି ତ ସେ ଏମିତି ବହୁତ କଥା କହିବ ।

ତାକୁ କହିବାକୁ ତ ଆମେ ମନା କରିନୁ ଆମକୁ ଯେମିତି ସେ କହିବାକୁ ମନା କରିନି ଆମେ ବି ତାକୁ ମନା କରିନୁ । ସେ ଝିଅ ଗୋଟେ ଅଲଗା ପ୍ରକାରର ଝିଅ ଥିଲା ସବୁବେଳେ ତାର ହାତରେ ମୋବାଇଲ ଫୋନ ଥିଲା । ସେ ଆମ ମାନଙ୍କ ସହ ମିଶିବା ଅପେକ୍ଷା ମୋବାଇଲକୁ ବେସୀ ପସନ୍ଦ କରୁଥିଲା । ଏଭଳି ଝିଅ ପାଇଁ ପାଞ୍ଚଟା ଝିଅ ଉପରେ ଆଙ୍ଗୁଠି ଉଠୁଛି ତେଣୁ ପାଞ୍ଚଟି ଝିଅ ବ୍ଲେମ ନ ହୁଅନ୍ତୁ ।

ତେଣୁ ତାକୁ କଡା ଶାସ୍ତି ଦିଆଯାଉ ଯେମିତି ଫରଦର ଆଉ କେଉଁ ଝିଅ ଏଭଳି କାମ କରିବ ନାହିଁ । ଆଉ ସେ ମଧ୍ୟ ଆଉ କେଉଁ ପୁଅ ସହ ଯେମିତି ନ ଖେଳି ପାରିବ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବଳରାମଙ୍କ ଭଉଣୀ ଗଣମାଧ୍ୟମ ସାମ୍ନାରେ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *