Swaiggy ଡେଲିଭରି ବୟ ଙ୍କ ମିଛ ନାଟକରୁ ପରଦା ଉଠିବା ପରେ ସ୍ତ୍ରୀ ଖୋଲାଖୋଲି ଦେଲେ ଧମକ, କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନର ଚର୍ଚ୍ଚିତ ଖବର କି ସ୍ୱିଗି ବୟ ଚିକୁନ ଙ୍କ ମି-ଛ ଗା-ୟ-ବ ହେବା କଥା । ତେବେ ପ୍ରଥମେ ସେ ନିଜ ସ୍ତ୍ରୀ ଙ୍କୁ କହିଥିଲେ କି ତାଙ୍କ ଗାଡ଼ି ବନ୍ଦ ହୋଇ ଯାଇଛି ଏବଂ ତାଙ୍କ ପଛରେ ଚାରି ଜଣ ଯୁବକ ପଡିଛନ୍ତି ଏହା ପରେ ଫୋନ ଅଫ କରିଦେଇ ଥିଲେ ଏବଂ ଫୁଣି ସେ ଭଏସ ମେସେଜ କରି ତାଙ୍କୁ ଛୁ-ରୀ ମା-ଡ଼ ହୋଇଛି ଏବଂ ତାଙ୍କୁ ଲିଙ୍ଗି ବ୍ରିଜ ଆଡେ ନେଇ ଯାଉଛନ୍ତି ।

ପରେ ତାଙ୍କ ସ୍ତ୍ରୀ ପୋଲିସ ରେ ଅ-ଭି-ଯୋ-ଗ କରିଥିଲେ ଏବଂ ଖୋଜା ଖୋଜି ପରେ ବ୍ରିଜ ଉପରେ ତାଙ୍କର କିଛି ଜିନିଷ ମିଳିଥିଲା ତେବେ ପରେ ପୋଲିସ ତ-ଦ-ନ୍ତ କରିବା ପରେ ଜଣା ପଡିଥିଲା କି ଚିକୁନ ନିଜ ସ୍ତ୍ରୀ କୁ ମି-ଛ କହି ଅନ୍ୟ ଏକ ନାବାଳିକା ପ୍ରେମିକା ଙ୍କ ସହ ଫେ-ରା-ର ହୋଇ ଯାଇଛି । ପୋଲିସ ଦୁହିଁଙ୍କୁ ମଧ୍ୟପ୍ରଦେଶ ର ଏୟାର ପୋର୍ଟ ରେ ଗି-ର-ଫ କରିଥିଲେ ।

ତେବେ ଏହି ବିଷୟ ରେ ଯେତେବେଳେ ଚିକୁନ ର ସ୍ତ୍ରୀ କୁ ପଚରା ଯାଇଥିଲା ତେବେ ସେ ଏହି ବିଷୟ ରେ କିଛି ଜାଣି ନାହାଁନ୍ତି ବୋଲି କହିଥିଲେ ଏବଂ ତାଙ୍କ ଶାଶୂ ଘର ଲୋକ ମଧ୍ୟ ଏ ବିଷୟରେ କିଛି ଜାଣି ନାହାଁନ୍ତି ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି ଆଇନ ଯାହା ନିଷ୍ପତ୍ତି ନେବ ଏବଂ ମୋ ସ୍ୱାମୀ ମୋର ଯଦି ସେ ମୋ ସହ ନ ରହିବେ କିମ୍ବା ମୋତେ ରଖିବାକୁ ମନା କରିବେ ତେବେ ମୁଁ ତାଙ୍କ ନାମ ରେ ଧୋ-କା କରିବା ପାଇଁ କେ-ଶ କରିବେ ।

ଏହା ପରେ ଆଇନ ନିଜର ନିଷ୍ପତ୍ତି ନେବ । ତେବେ ମି-ଡ଼ି-ଆ ଆଗରେ ସେ ବହୁତ କାନ୍ଦି ଥିଲେ ଏବଂ ଆଉ କିଛି କହି ପାରିବେ ନାହିଁ ବୋଲି କହିଛନ୍ତି ତେବେ ଚିକୁନ ର ମାଆ ମଧ୍ୟ ନିଜ ପୁଅ ଏବଂ ବୋହୁ କୁ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି ଏବଂ ସେ ଝିଅ କିଏ ସେ ଜାଣି ନାହାଁନ୍ତି ବୋଲି ମଧ୍ୟ କହିଛନ୍ତି । ତେବେ ବର୍ତ୍ତମାନ ଦେଖିବାର ଅଛି କି ଚିକୁନ ନିଜର ବୟାନ ରେ କଣ କହୁଛି ଏବଂ ଆଗକୁ ତାର କଣ ପଦକ୍ଷେପ ନେଉଛି । ଏହା ଛଡା ପୋଲିସ ନିଜ ତ-ଦ-ନ୍ତ ରେ ଆଉ କଣ ତଥ୍ୟ କୁ ଅନୁଧ୍ୟାନ କରୁଛି ତାହା ମଧ୍ୟ ଦେଖିବାର ଅଛି ।

Leave a Reply

Your email address will not be published. Required fields are marked *