Sumit ଫେରାର ହେବା ପରେ ଶ୍ଵଶୁରଙ୍କ ନାଁ ରେ କିଛି ଏମିତି ଅଭିଯୋଗ ଆଣିଲେ Tapaswini, କହିଲେ ‘ମୋ ଶଶୁର ହିଁ ମୋ ସ୍ଵାମୀ ସୁମିତଙ୍କୁ କିଡନାପ କରି ନେଇଛନ୍ତି, ଆଉ…’ ଦେଖନ୍ତୁ Video

ବନ୍ଧୁଗଣ, ମି-ଡି-ଆ ଆଗରେ ତପସ୍ଵିନୀ କିଛି ଏଭଳି କହିଛନ୍ତି ଯାହା ଆପଣ ଶୁଣିଲେ, ମର୍ମହାତ ହୋଇଯିବେ । ଆସନ୍ତୁ ଜାଣିବା ସେହି ବିଷୟ କଣ ଅଟେ ? ସୂଚନା ଅନୁଯାୟୀ ମିଡିଆ ଭାଇ ତପସ୍ଵିନୀ ଙ୍କ ସ୍ଵାମୀ ଫେରାର ହେବା ପରେ ତପସ୍ଵିନୀ ଙ୍କ ସହିତ ଫୋନ ରେ ଯୋଗାଯୋଗ କରିଥିଲେ । ତପସ୍ଵିନୀ ଙ୍କ କହିବା ଅନୁଯାୟୀ ସେ ସକାଳୁ ହିଁ ଜାଣିଛନ୍ତି ସୁମିତ ଫେରାର ହୋଇଛନ୍ତି ବୋଲି । ଏହାପରେ ପୋଲିସ ମାନେ କହୁଥିଲେ ଯେ ନାହି ଏଭଳି ଡାଇରେକ୍ଟ ଇଲିଗେସନ କରନାହିଁ ।

ଏହାପରେ ପୋଲିସ ପ୍ରାୟ ଦିନ ୨ ରେ ଆସି କହିଲେ ଯେ ତମ ସ୍ଵାମୀ ସୁମିତ ଫେରାର ଅଛନ୍ତି । ୪ ଦିନ ପାଇଁ ଛୁଟି ପକାଇ ଦେଇଛନ୍ତି । ଫୋନ ବନ୍ଧ କରି କୁଆଡେ ଯାଇଛନ୍ତି । ଏହାପରେ ତପସ୍ଵିନୀ ସାହାର୍ଯ୍ୟ ମାଗିଥିଲେ ମାତ୍ର ତାଙ୍କୁ ପୋଲିସ ଙ୍କ ତରଫରୁ ସାହାର୍ଯ୍ୟ ମିଳି ନଥିଲା । ତପସ୍ଵିନୀ କହିଛନ୍ତି ଯେ କୋର୍ଟ ଙ୍କ ରାୟ ପରେ ସେ ଫେରାର ହେବା ଚକରରେ ଥିଲେ । ରାତିସାରା ମତେ ଦେଖୁଥିଲେ କଣ ଭାବୁଥିଲେ ବୋଲି ତପସ୍ଵିନୀ କଣ କହିଛନ୍ତି ।

ରାତିସାରା ସେ କଥା ହେଉଥାନ୍ତି ତାଙ୍କ ମା’, ବାପା ଏବଂ ଓକିଲ ଙ୍କ ସହିତ । ମାତ୍ର ୫ ସେକେଣ୍ଡ ପାଇଁ ମୁଁ କଣ ଆସିଲି ISC ସାମ୍ନା ରୁ ସୁମିତ ଫେରାର ହୋଇଗଲେ, ଏବଂ ବୋଲିସ କିଛି ମଧ୍ୟ କରିପାରିଲା ନାହିଁ । ତପସ୍ଵିନୀ ଙ୍କ ଥିବା ଅବସ୍ଥାରେ ପ୍ରଥମେ ଥାନା ନିକଟକୁ ଗୋଟିଏ ସ୍କୁଟି ଆସିଲା । ସ୍କୁଟି ରେ ୨ ଟି ପିଲା ବସି ଆସିଲେ । ଏହାକୁ ଦେଖି ତପସ୍ଵିନୀ ପୋଲିସ ଙ୍କୁ ମଧ୍ୟ ଜଣାଇଥିଲେ ।

ମାତ୍ର ପୋଲିସ କିଛି ଶୁଣି ନଥିଲା । ଏହାପରେ ତପସ୍ଵିନୀ ଟିଫିନ ରଖିବା ପାଇଁ ଯାଇଥିଲେ, ସମସ୍ତେ ସାର, ସାର, ବୋଲି ଡାକିବାରୁ ସେ ବାହାରି ଆସି ଦେଖିଲା ବେଳକୁ ସୁମିତ ଫେରାର ହୋଇ ସାରିଲେଣି । ଏହାପରେ ତପସ୍ଵିନୀ ଙ୍କ ମୁଣ୍ଡ ବୁଲାଇବାରୁ ସେ ସେଠାରେ ବେହୋସ ହୋଇ ପଡିଗଲେ ତାଙ୍କ ହାତ ଗୋଡ ମାଡ ହୋଇଯାଇଥିଲା । ମୋର ଚେତା ଫେରିବା ପରେ ମତେ ଆଣି ବସାଇଲେ ଏବଂ କହିଲେ ଯେ ସୁମିତ ଏମତି ପଳେଇଲେ ବୋଲି ।

ମାତ୍ର ଏହି କିଡନାପ ପଛରେ ଶଶୁର ଙ୍କର ସଂପୂର୍ଣ୍ଣ ହାତ ରହିଛି ବୋଲି ତପସ୍ଵିନୀ କହିଛନ୍ତି । ଶାଶୁ, ଶଶୁର ଏବଂ ଓକିଲ ଙ୍କ ସହଯୋଗ ରେ ହିଁ ଏପରି କିଡନାପ ହୋଇଅଛି । ତପସ୍ଵିନୀ ଅନୁରୋଧ କରି କହିଛନ୍ତି ଯେ ତାଙ୍କୁ ନ୍ୟାୟ ମିଳୁ ସେକେଣ୍ଡ ସୁମିତ କି ସେକେଣ୍ଡ ଡିମ୍ପଲ ଯେଭଳି ନବାହାରନ୍ତୁ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *