ମୋ ଶ୍ୱଶୁର କହିଲେ ତୋର ସ୍ୱାମୀ ସହ ତ କିଛି ନାହିଁ ,ମୋ ସହ ଶୋଇବାକୁ ପାଞ୍ଚ ଲକ୍ଷ ନେ ଆଉ ମତେ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଯେଉଁ ଭଳି ପରିସ୍ଥିତି ସବୁ ଦେଖା ଦେଉଛି କାହା ଉପରେ ବି ବିଶ୍ୱାସ କରିବା ସହଜ ନୁହେଁ ସେ ସ୍ୱାମୀ ହେଉ କିମ୍ବା ଶଶୁର ଶୋଷଣ କରିବାରେ କେହି ପଛାଉ ନାହାନ୍ତି । ତେବେ ବର୍ତ୍ତମାନ ଜଣେ ଯୁବତୀ ନିଜ ଶଶୁର ଙ୍କ ନାମରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଆଲୋଚନା କରି ନେବା ।

ତେବେ ଘଟଣା ଟି ହେଉଛି ଭୁବନେଶ୍ୱର ସହରରେ ଝିଅଟିର ଯାହା କହିବା କଥା କି ତାଙ୍କର ବିବାହ ୨୦୧୯ ରେ ହୋଇଥିଲା ଆଉ ନିର୍ବନ୍ଧ ଠିକ ହେଲା ପରେ ସେ ତାଙ୍କ ବିବାହ ଠିକ ହେଇଥିବା ପୁଅ ବିଷୟରେ ଜାଣିବାକୁ ପାଇଥିଲେ କି ତାଙ୍କର ଅନ୍ୟ ଝିଅ ମାନଙ୍କ ସହିତ ସମ୍ପର୍କ ଅଛି ବୋଲି ଆଉ ତାହାକୁ ଜଣାଇ ଝିଅଟି ଯେତେବେଳେ ବାହା ହେବା ପାଇଁ ମନା କରିଲା ସେତେବେଳେ ତାକୁ ସେ ଝିଅଟିର ଭିଡିଓ ଆଉ ଫୋଟ କୁ ଭାଇରାଲ କରେଇ ଦେବାର ଧମକ ଦେଇ ତାକୁ ବାହା ମଧ୍ୟ ହେଇ ଯାଇଥିଲା ।

ତେବେ ଝିଅ ମଧ୍ୟ ସେହି ପୁଅକୁ ବହୁତ ଭଲ ପାଉଥିବାରୁ ତାଙ୍କର ସମସ୍ତ କଥାକୁ ଭୁଲି ଏଇ ତାଙ୍କ ସହ ଜୀବନ କାଟିବା ପାଇଁ ଚାହୁଁଥିଲେ କିନ୍ତୁ ସ୍ୱାମୀ ତାହା ନ କରି ଆରମ୍ଭ କରିଦେଇଥିଲେ ଅତ୍ୟାଚାର ଓ ଶାରୀରିକ ନିର୍ଯାତନା ଆଉ ଏହି ସବୁ କଥା ସେ ତାଙ୍କର ଯା ଙ୍କୁ ଜଣାଇବାରୁ ସେ ସବୁ କଥାକୁ ଝିଅଟିର ଶାଶୂ ଓ ସ୍ୱାମୀଙ୍କ ଆଗରେ କହି ଦେଇଥିଲେ ଆଉ ଯାହା ଫଳରେ ତାଙ୍କର ଶାଶୂ ମଧ୍ୟ ରାଗିଯାଇ ପୁଅକୁ ତାଙ୍କର ବୋହୁଙ୍କ ଠାରୁ ଦୂରରେ ରହିବା ପାଇଁ ସବୁବେଳେ କହୁଥିଲେ ।

ଆଉ ସେମାନେ ଗୋଟିଏ ଘରେ ରହୁଥିଲେ ମଧ୍ୟ ଅଲଗା ଅଲଗା ରୁମ ସେୟାର କରୁଥିଲେ । ତେବେ ସବୁବେଳେ ଏହିପରି ନିର୍ଯାତନା କରିବା ଭିତରେ ତାଙ୍କର ଶଶୂର ମଧ୍ୟ ବୋହୁଙ୍କୁ ଖରାପ ବ୍ୟବହାର ଦେଖାଉଥିଲେ ଓ ତାଙ୍କ ଶରୀରରେ ସବୁ ଅଙ୍ଗକୁ ଟଚ କରୁଥିଲେ ଆଉ ଶେଷରେ ବୋହୁଙ୍କୁ କହିଥିଲେ କି ତାଙ୍କ ସହ ଶୋଇବା ପାଇଁ ଯାହା ଫଳରେ ତାଙ୍କୁ ୫ ଲକ୍ଷ ଦେବେ ତେବେ ଝିଅତି ରାଜି ହୋଇ ନଥିଲା ।

ଶାଶୂ ଓ ସ୍ୱାମୀଙ୍କୁ ସମସ୍ତ କଥା କହିଲା ପରେ ସେମାନେ ଧମକ ଦେଇଥିଲେ କି ଯଦି ତୁ ଏହି ସବୁ କଥା କାହା ଆଗରେ କହିବୁ ତହେଲେ ତୋର ଚାକିରୀ ତୁ ସବୁଦିନ ପାଇଁ ହରାଇବୁ । ତେବେ ଆହୁରି ମଧ୍ୟ ସେ କହିଛନ୍ତି କି ତାଙ୍କ ଶଶୁର ଙ୍କ ନା ରେ ପୂର୍ବରୁ ୨୦୧୩ ରେ ଲଣ୍ଡନ ଯାଇଥିଲେ ଓ ସେଥିପାଇଁ ଜଣେ ମହିଳାଙ୍କୁ ସେକ୍ସଉ ଆଲି ହାରସମେଣ୍ଟ କରିବାର ରିପୋର୍ଟ ମଧ୍ୟ ରହିଛି । ତେବେ ତାଙ୍କୁ ନ୍ୟାୟ ମିଳୁ ବୋଲି ସେ ଅନୁରୋଧ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *