ଶ୍ଵଶୁର ନାଁ ରେ ବୋହୁ ଆଣିଲେ ସାଂଘାତିକ ଅଭିଯୋଗ, ଆଉ ଯାହା ସବୁ କହିଲେ ଶୁଣିଲେ ମୁଣ୍ଡରେ ହାତ ଦେବେ, ସେ କଣ କହୁଛନ୍ତି ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଜଣେ ଓଡିଆ ବୋହୁ ନିଜ ଶଶୁରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ବିଷୟରେ ଶୁଣିଲେ ଆପଣ ମାନେ ମୁଣ୍ଡରେ ହାତ ଦେବେ । ବୋହୁ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମୋ ଶଶୁରଙ୍କ କୁ ଦ୍ରୁଷ୍ଟି ସବୁବେଳେ ମୋ ଉପରେ ରହୁଛି । ସେ ମୋତେ ବୋହୁ ବୋଲିକି ଝିଅ ବୋଲିକି ଗ୍ରହଣ କରି ପାରୁ ନାହାନ୍ତି । ଏମିତିକି ମୋତେ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହ ମୁଁ କେଉଁଠି ପରିସ୍ରା କରୁଛି ସେ ନଜର ରଖୁଛନ୍ତି ।

ଏମିତି କି ମୋ ଦେହକୁ ବି ସେ ଟଚ କରୁଛନ୍ତି ଏସବୁ କୁ ମୁଁ ବିରୋଧ କରୁଛି ଆଉ ମୋ ସ୍ଵାମୀ ବି ବିରୋଧ କରୁଛନ୍ତି । ଏହାର ପ୍ରତିବାଦ କରିବା ବେଳେ ସେ ଆମକୁ ଧମକ ଦେଉଛନ୍ତି । ସେ ଚାହୁଁ ଛନ୍ତି ମୋ ସ୍ଵାମୀ ଉପସ୍ଥିତ ନଥିବା ବେଳେ ତାଙ୍କ ପାପ ନଜର ମୋ ଉପରେ ପକାଇବାକୁ ଚାହୁଁ ଛନ୍ତି । ମୁଁ ଚାହୁଁଛି ମୋତେ ନ୍ୟାୟ ମିଳୁ’ । ବନ୍ଧୁଗଣ ଏହି ଘଟଣାଟି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ କେନ୍ଦୁଠପି ଗ୍ରାମରୁ ।

ସୂଚନା ଅନୁଯାଇ କେନ୍ଦୁଠପି ଗ୍ରାମର ବାବନ ସାହୁ ତାଙ୍କ ବୋହୁକୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ବୋହୁର ଦେହକୁ ଟଚ କରୁଥିବା ନିଜେ ଅଭିଯୋଗ କରିଛନ୍ତି ବୋହୁ । ବାପାଙ୍କର ଏହି ବ୍ୟବହାରକୁ ଦେଖି ପୁଅ ସବୁବେଳେ ବିରୋଧ କରି ଆସିଛୁ ଏନେଇ ବୋହୁ ଜଣକ ସୁକିନ୍ଦା ଥାନାରେ ଏକାଧିକ ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ଶଶୁରଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନାହିଁ ।

ଆଉ ବୋହୁକୁ ପୋଲିସ ନ୍ୟାୟ ଦେଇପାରି ନାହିଁ । ଦେଖାଯାଉ ଆଗକୁ କି ପଦକ୍ଷେପ ନେଉଛି ପୋଲିସ । ତା ହେଲେ ବନ୍ଧୁଗଣ ଏହି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *