ସ୍ଵର୍ଗଦ୍ଵାର ଅଭିମୁଖେ ରିପୋର୍ଟର Arindam Das ଙ୍କ ଶେଷ ଯାତ୍ରା, ସମସ୍ତଙ୍କ ଆଖିରେ ଲୁହ, ଦେଖନ୍ତୁ Live Video

ବନ୍ଧୁଗଣ ବର୍ତ୍ତମାନ ସାରା ଓଡିଶାରେ ଗୋଟେ ଖବର ଚର୍ଚାରେ ଅଛି ଓ ତାହା ହେଉଛି ଅରିନ୍ଦମ ଦାସଙ୍କ ନି-ଧ-ନ । ଗତ କିଛି ସମୟ ତଳେ ଅରିନ୍ଦମ ମହାନଦୀ ଜଳ ସ୍ରୋତରେ ବୁଡି ନିଜ ପ୍ରା-ଣ ହରାଇଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କୁ ନେଇ ଅନେକ ଚର୍ଚା ହେଉଛି । ଅ-ପ-ରେ-ସ-ନ ଗଜରାଜରେ ଯାଇଥିବା ସାମ୍ବାଦିକ ଅରିନ୍ଦମ କିଛି ଓଡ୍ରାଫ କର୍ମଚାରୀଙ୍କ ସହ ମହାନଦୀ ଜଳ ସ୍ରୋତ ଭିତରକୁ ପ୍ରବେଶ କରିଥିଲେ ।

ତେବେ ସୂଚନା ଅନୁଯାୟୀ ଆଜି ସକାଳେ କିଛି ହାତୀ ନଦୀ ପାର ହେବା ବେଳେ ଗୋଟିଏ ଛୁଆ ହାତୀ ଟି ମୁଣ୍ଡୁଳି ପାଖରେ ଫ-ସି ଯାଇଥିଲା ଏବଂ ପାଣି ର ସୁଅ ଯୋଗୁଁ ଆଗକୁ ମଧ୍ୟ ଯାଇ ପାରୁ ନଥିଲା । ସେହି ସ୍ଥାନରେ ହେଉଥିବା ଘ-ଟ-ଣା-କୁ ସେ ଜନସାଧାରଣ ମାନଙ୍କ ପାଖକୁ ପଠେଇବା ପାଇଁ ଉଦ୍ୟମ କରୁଥିଲେ । ହେଲେ ହଠାତ ପାଣି ଭିତରେ ବୋଟ ଓ-ଲ-ଟି ଯାଇଥିଲା ଯାହା ଫଳରେ ବୋଟରେ ଥିବା ସମସ୍ତ ଲୋକ ପାଣି ଭିତରକୁ ପ-ଡି-ଯାଇଥିଲେ । ତେବେ ହାତୀ କୁ ଉଦ୍ଧାର କରିବାର ଉଦ୍ୟମ ଚାଲୁଥିବା ବେଳେ ଅରିନ୍ଦମ ଲାଇଭ ରି-ପୋ-ର୍ଟିଂ କରୁଥିଲେ ।

ହାତୀ ଉଦ୍ଧାର ର ଭିଡିଓ ଦେଖାଉଥିଲେ ତେବେ ସେହି ସମୟରେ ହଠାତ ପାଣି ର ସୁଅ ଯୋଗୁଁ ଏକ ଦୁ-ର୍ଘ-ଟ-ଣା ଘ-ଟି ବୋଟ ଟି ଓ-ଲ-ଟି ଯାଇଥିଲା ଏବଂ ସେହି ସମୟରେ ସେମାନେ ସେହି ପାଣି ରେ ଫ-ସି ଯାଇଥିଲେ ଏବଂ ବାହାରି ପାରୁ ନଥିଲେ ତେବେ ଅନେକ ଉଦ୍ୟମ ପରେ ସେମାନ ଙ୍କୁ ଉ-ଦ୍ଧା-ର କରାଯାଇ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ଏବଂ ସୂଚନା ଅନୁଯାୟୀ ସେହି ହସ୍ପିଟାଲରେ ହିଁ ଅରିନ୍ଦମ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ପରେ ତାଙ୍କ ପାର୍ଥିବ ଶରୀର କୁ ଓଟିଭି ର ଅଫିସ କୁ ଅଣାଯାଇଥିଲା ।

ଅରିନ୍ଦମ ଙ୍କୁ ଦେଖିବା ପାଇଁ ଅନେକ ଲୋକ ଏବଂ ଅନେକ ସାମ୍ବାଦିକ ତଥା ତାଙ୍କ ବନ୍ଧୁ ମାନେ ଏବଂ ପରିବାର ସବୁ ଏକାଠି ହୋଇଥିଲେ ତାଙ୍କର ଶେଷ ଦର୍ଶନ ପାଇଁ । ତେବେ ସମସ୍ତଙ୍କ ଆଖିରେ ଲୁହ ଏବଂ ଓଟିଭି ର ମୁଖ୍ୟ ଜାଗି ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ତାଙ୍କର ଏହି ଶେଷ ଯାତ୍ରା ରେ ସେ ସମସ୍ତଙ୍କୁ ଶୋକ ରେ ଭ-ସେ-ଇ ଚାଲି ଯାଇଛନ୍ତି କିନ୍ତୁ ସେ ସବୁଦିନ ଆମ ହୃଦୟ ରେ ବାସ କରିବେ ଏବଂ ଅମର ହୋଇ ରହିବେ ।

Leave a Reply

Your email address will not be published. Required fields are marked *