ଦେଖନ୍ତୁ ହୀରୋ Swaraj Barik ଓ ହିରୋଇନ Sivani Sangeeta ପିକନିକ ମସ୍ତି, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସମସ୍ତେ ସିନେମା କୁ ନେଇ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି । ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖିବାକୁ ଦର୍ଶକ ମାନେ କେବେବି ଭୁଲନ୍ତି ନାହିଁ ।

ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଏବଂ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ଏହା ବ୍ୟତୀତ ସେମାନଙ୍କ ପ୍ରିୟ କଳାକାର ଙ୍କ ବାସ୍ତବ ଜୀଵନ ସମ୍ବନ୍ଧରେ ଜାଣିବା ନିମନ୍ତେ ବେଶ ଇଛୁକ ରହିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ସିବାନୀ ସଂଗୀତା ଏବଂ ଅଭିନେତା ସ୍ୱରାଜ ଙ୍କ ସମ୍ବନ୍ଧରେ କହିବୁ ।

ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ସ୍ୱରାଜ ଏବଂ ଅଭିନେତ୍ରୀ ସିବାନୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଉଭୟ ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଜଣାଶୁଣା କଳାକାର ଅଟନ୍ତି । ଉଭୟ ପରସ୍ପର ଙ୍କ ଭଲ ମିତ୍ର ମଧ୍ୟ ଅଟନ୍ତି । ତେବେ ଗତ କିଛି ଦିନ ତଳେ ସ୍ୱରାଜ ଏବଂ ସିବାନୀ ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ଖୁବ ମାତ୍ରାରେ ଭାଇରାଲ ହୋଇଥିଲା ।

ସେହି ଭିଡିଓ ରେ ଦେଖିବାକୁ ମିଳିଥିଲା ଯେ, ଦୁହେଁ ଏକାଠି ଖୁବ ମଜାମସ୍ତି କରୁଛନ୍ତି ଏବଂ ସେଲ୍ଫି ଉଠାଉଛନ୍ତି । ସିବାନୀ ଙ୍କ ସମୁଦ୍ର କୁଳ ରେ ହୋଇଥିବା ଭିଡିଓ ମଧ୍ୟ ଉକ୍ତ ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଥିଲା । ସ୍ଵରାଜ ଓ ସିବାନୀ ପିକ୍ନିକ ରେ ଏକାଠି ଖାଉଥିଲେ ଏବଂ ଆନନ୍ଦ ଲାଭ କରୁଥିଲେ । ପିକ୍ନିକ ରେ ଥିବା ସମସ୍ତ ଦୃଶ୍ୟ ସେହି ଭାଇରାଲ ଭିଡିଓ ମାଧ୍ୟମରେ ଦେଖିବାକୁ ମିଳିଥିଲା ।

ଦର୍ଶକ ମାନେ ଏହି ଭିଡିଓ କୁ ଖୁବ ମାତ୍ରାରେ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଜୋରସୋର ରେ ଭାଇରାଲ ହେଉଛି । ଦର୍ଶକ ମାନେ ନିଜ ଭଲ ପାଇବା କମେଣ୍ଟ ମାଧ୍ୟମରେ ବି ପ୍ରକାଶ କରିଛନ୍ତି । ତେବେ ଆପଣ ମାନେ ମଧ୍ୟ ସିବାନୀ ଓ ସ୍ୱରାଜ ଙ୍କ ପିକ୍ନିକ ମସ୍ତି ର ଭିଡିଓ ନିଶ୍ଚିତ ଭାବରେ ଦେଖିଥିବେ । ସେହି ସମ୍ବନ୍ଧରେ ଆପଣଙ୍କ ମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *